ଯାଜପୁର ଜିଲ୍ଲା ବିଜୁ ଜନତା ଦଳ କମିଟି ପୁନର୍ଗଠିତ 

0

ଭୁବନେଶ୍ୱର (ଶାସକ ପ୍ରଶାସକ) : ଯାଜପୁର ଜିଲ୍ଲା ବିଜୁ ଜନତା ଦଳ କମିଟିର ପୁନର୍ଗଠନ କରାଯାଇଛି । ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ମିଳିଛି । ପ୍ରିୟନାଥ ମହାପାତ୍ର ଜିଲ୍ଲା କମିଟିର ମହାସଚିବ ଭାବେ ନିଯୁକ୍ତ ହୋଇଥିବା ବେଳେ ନବଗଠିତ କମିଟିରେ ୨୩ଜଣ  ଉପସଭାପତି,୨୪ ଜଣ ସାଧାରଣ ସମ୍ପାଦକ ଏବଂ ୩୭ ଜଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି ବୋଲି ଆଜି ଏକ ପ୍ରେସ ବିବୃତ୍ତିରେ ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ଶ୍ରୀ ମାନସ ରଂଜନ ମଙ୍ଗରାଜ ସୂଚନା ଦେଇଛନ୍ତି।

Leave A Reply

Your email address will not be published.