ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଳୟର ୨୧ତମ ପଞ୍ଜିକୃତ ଦିବସରେ ଦିବ୍ୟାଙ୍ଗ ମାନଙ୍କୁ ସ୍ବାସ୍ଥ୍ୟ ସାମଗ୍ରୀ ବଣ୍ଟନ।।   

ଝାରସୁଗୁଡ଼ା:(ସୁଭାଷ ସହାରେ)-ଝାରସୁଗୁଡା: ସ୍ଥାନୀୟ ବୁଡପଡା ବୁରୋମାଲ ସ୍ଥିତ ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଳୟ ଆଜି ତାର ୨୧ତମ ପଞ୍ଜୀକୃତ ଦିବସ ପାଳିତ କରିଛି। ଏହି ବିଦ୍ୟାଳୟଟି ୧୯୯୮ ମସିହାରେ ସରବାହାଲ ଠାରେ ସ୍ଥାପିତ ହୋଇଥିବା ବେଳେ ଏହାର ଠିକ ଏକ ବର୍ଷପରେ ତଥା  ୨୬.୧୦.୧୯୯୯ ମସିହାରେ…

ତିର୍ତ୍ତୋଲ ବିଜେଡ଼ିର ମିଶ୍ରଣ କାର୍ଯ୍ୟକ୍ରମ

ତିର୍ତ୍ତୋଲ (ଶାସକ ପ୍ରଶାସକ):  ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ମୁକଳ ଗ୍ରାମ ୱାର୍ଡ ନମ୍ବର- ୧୧,୧୨,୧୩  ବିଜୁଜନତାଦଳର କର୍ମୀ ସମ୍ମିଳନୀ ପର୍ଯ୍ୟବେକ୍ଷକ ଡଃ ପ୍ରକାଶ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ…

କରୋନାର କଟକଣାକୁ ପାଳନ କରି ରେଙ୍ଗାଲି ବସଷ୍ଟାଣ୍ଡରେ ଶାରଦୀୟ ଦୁର୍ଗା ପୂଜା

ମଣ୍ଡପରେ ମାଁଙ୍କ ଅପରାଜିତା ପୂଜା ସହ ପୂର୍ଣ୍ଣାହୁତି, ମଙ୍ଗଳବାର ଭାସାଣି ଶୋଭାଯାତ୍ରା ସମ୍ବଲପୁର, (ରମାକାନ୍ତବିଶ୍ବାଳ):ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ ବସଷ୍ଟାଣ୍ଡ ଦୁର୍ଗା ପୂଜା କମିଟି ପକ୍ଷରୁ ମାଁଙ୍କ ସାର୍ବଜନୀନ ଦୁର୍ଗା ପୂଜା ସଂପୃର୍ଣ୍ଣ ଭାବରେ କୋଭିଡ କଟକଣାର ନିୟମକୁ ପାଳନ କରି…

୨୨ମାର୍ଚ୍ଚ ପରଠାରୁ ଭାରତରେ କରୋନା ମୃତ୍ୟୁ ହାର ସବୁଠାରୁ କମ୍

• ଗତ ୨୪ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂଖ୍ୟା ୫ଶହରୁ କମ୍ • ୧୪ ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ମୃତ୍ୟୁ ହାର ଏକ ପ୍ରତିଶତରୁ କମ ଭୁବନେଶ୍ୱର/ ଶାସକ ପ୍ରଶାସକ : ଦେଶର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ରୋଗୀଙ୍କୁ ଉତ୍ତମ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବା ପାଇଁ କେନ୍ଦ୍ର, ରାଜ୍ୟ ଓ…

ଦୀର୍ଘସ୍ଥାୟୀ ଭିତ୍ତିରେ ଭାରତ ନିଜର ଇନ୍ଧନ ଉପଯୋଗକୁ ଦୁଇଗୁଣା କରିବାର ନିକଟବର୍ତ୍ତୀ : ପ୍ରଧାନମନ୍ତ୍ରୀ

ଚତୁର୍ଥ ଇଣ୍ଡିଆ ଏନର୍ଜି ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ • ଭାରତର ଇନ୍ଧନ ଯୋଜନା ସ୍ଥାୟୀ ବିକାଶ ପ୍ରତି ବୈଶ୍ୱିକ ପ୍ରତିବଦ୍ଧତାକୁ ପୂରଣ କରିବା ସହିତ ଇନ୍ଧନ ନ୍ୟାୟ ସୁନିଶ୍ଚିତ କରିବା ପ୍ରତି ଲକ୍ଷ୍ୟବଦ୍ଧ • ଭାରତର ଇନ୍ଧନ କ୍ଷେତ୍ର ଅଭିବୃଦ୍ଧି କୈନ୍ଦ୍ରିକ, ଶିଳ୍ପ ଅନୁକୂଳ…

ୟୁନାଇଟେଡ ଗ୍ରୁପ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ 

ସୋହେଲା (ଶାସକ ପ୍ରଶାସକ): ସମଗ୍ର ବିଶ୍ୱରେ କୋରୋନା ଭୟାବହତା ଅପେକ୍ଷାକୃତ  ହ୍ରାସ ପାଉଥିବା ବେଳେ ଏହି ଭୂତାଣୁର ଆତଂକରୁ ସମସ୍ତେ ଏ ପର୍ଯ୍ୟନ୍ତ ମୁକ୍ତି ପାଇଁ ନାହାନ୍ତି । କୋରୋନା ଟୀକା  ବାହାରିବା ପର୍ଯ୍ୟନ୍ତ ସଚେତନତାର ସହ ଚଳିବାକୁ ପଡିବ ବୋଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ…

କିରାସିନି ଢାଳି ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା।

ବୁଗୁଡା ୨୬/୧୦ : ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ମୋଟବାଡ଼ି ଗ୍ରାମରେ ୨୩ ବର୍ଷ ବୟସ୍କା  ଦୁଇ କନ୍ୟା ସନ୍ତାନଙ୍କ ମାଆ ହୋଇ ଥିବା ଜଣେ ବୋହୁ ଅକ୍ଟୋବର ୨୬ ତାରିଖ ଦିନ ନିଜେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୋଟବାଡ଼ି ଗ୍ରାମର ଚିତ୍ରସେନ…

ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ

ବୁଗୁଡା ୨୫/୧୦ ବୁଗୁଡା ଥାନା ଅନ୍ତର୍ଗତ ଝୋଲାରୀ ବଡପଦା ପଙ୍କଜ ପଲ୍ଲୀ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଅକ୍ଟୋବର ୨୫ ତାରିଖ ଦିନ ଆସିକା-କରସିଙ୍ଗି ରାସ୍ତାର ଝୋଲାରୀ ଓ ପଙ୍କଳବାଡ଼ି ମଧ୍ୟରେ ଥିବା ପଙ୍କଜ ପଲ୍ଲୀ ନିକଟରେ ବାଇକ ଚାଳକ ଜଣକ…

ଜେଲ ଦଣ୍ଡାଦେଶ ପରେ ଦିଲ୍ଳୀପଙ୍କୁ ଜାମିନ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କୋଇଲା ବ୍ଲକ ଆବଣ୍ଟନ ସ୍କାମରେ ଦୋଷୀ ସାବ୍ୟସ୍ତ ହୋଇ ତିନି ବର୍ଷ ଜେଲ ଦଣ୍ଡ ଆଦେଶ ପାଇବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଆଜି ଜାମିନ ମିଳିଯାଇଛି | ଜଣେ ଜାମିନଦାର ଓ ଲକ୍ଷେ ଟଙ୍କା ବେଲ୍‌ ବଣ୍ଡରେ ମିଳିଲା ଜାମିନ | ଦିଲୀପଙ୍କ ସହ ଅନ୍ୟ ୨…

କେନ୍ଦ୍ର ସରକାରଙ୍କ କୃଷିନୀତିକୁ କୃଷକ ସଂଗଠନର ବିରୋଧ 

କଲା ଆଇନ ପ୍ରତିବାଦରେ କୃଷକ ଚେତାବନୀ ବିକ୍ଷୋଭ   ପଦ୍ମପୁର-ଆଜିର କରୋନା ମହାମାରୀ ସମୟରେ ଦେଶର ସଂପୂର୍ଷ ଅର୍ଥବ୍ୟବସ୍ଥା ଘୋର ସଂକଟର ଶିକାର ହୋଇ ସାରିଥିବା ବେଳେ କେନ୍ଦ୍ର ସରକାର ଅତି ତରବରିଆ ଭାବରେ ପ୍ରଥମେ ଜୁନ୍ ପ୍ରଥମ ସପ୍ତାହରେ ୩ ଟି ଅଧାଦେଶ ଜାରି କରି ଏବଂ ସେପ୍ଟେମ୍ବର ଦ୍ବିତୀୟ…