Sign in
Sign in
Recover your password.
A password will be e-mailed to you.
ଦୀପ୍ତିପଦ୍ମା ବେସିକ୍ ସାଇନ୍ସ ଟପ୍ପର
୯୦.୧୬ ପ୍ରତିଶତ ନମ୍ବର ରଖି ହେଲେ ବେଷ୍ଟ ଗ୍ରାଜୁଏଟ୍
ଭୁବନେଶ୍ୱର(ଶାସକ ) : ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ(ଓୟୁଏଟି) ପରିଚାଳିତ ବେସିକ୍ ସାଇନ୍ସ( +୩) ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ଯାଜପୁର ଜିଲ୍ଲା ବିଞ୍ଝାରପୁରର ଝିଅ ଦୀପ୍ତିପଦ୍ମା ମଲ୍ଲିକ…
ପଦ୍ମପୁରରେ ଚାଷୀଙ୍କର ରଣ ହୁଙ୍କାର : କୃଷି ବିଲ୍ ବିରୋଧରେ ଗର୍ଜିଲେ ଅନ୍ନଦାତା
ବରଗଡ଼:- ନୂତନ ଭାବରେ ଆଇନରେ ପରିଣତ ହୋଇସାରିଥିବ କୃଷି ବିଲକୁ ନେଇ ସାରାଦେଶରେ କୃଷକ ବନ୍ଧୁ ମାନେ ସ୍ବର ଉତ୍ତଳନ କରିବା ସହିତ ଏହି ଵିଲକୁ ତୀବ୍ର ବିରୋଧ କରୁଛନ୍ତି । ଆଜି ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ଆହ୍ବାନରେ ବରଗଡ଼ ଜିଲା ପଦ୍ମପୁର ଗୋରୁ ବଜାର ପରିସରରେ କୃଷକ ଚେତାବନୀ…
ନିଷ୍ଠା ପରିବାର ଦ୍ୱାରା ଅସହାୟ ବୃଦ୍ଧା ଉଦ୍ଧାର
ବରଗଡ :/- ଆଜି ସୋହେଲା ଅଂଚଳରେ ବୁଲୁଥିବା ଜଣେ ଅପରିଚିତ ମାନସିକ ବିକୃତ ମହିଳା ଅତି ଅସହାୟ ଅବସ୍ଥାରେ ରାସ୍ତା କଡରେ ପଡିଥିବାର ଖବର ପାଇଲା ପରେ ତତ୍ପର ହୋଇ ପଡ଼ିଥିଲେ ନିଷ୍ଠା ପରିବାରର ସଦସ୍ୟ ମାନେ । ଉକ୍ତ ମହିଳା ଜଣଙ୍କ ନିଜର ପରିଚୟ ଦେଇ ପାରୁ ନଥିବା ବେଳେ ତାଙ୍କ ଶରୀର ରେ ଘା' ହେବା…
ସମ୍ବଲପୁର ପୋଲିସ କୁ ବଡ ସଫଳତା
ସୁନା ଦୋକାନରୁ ବଡ ଧରଣର ଡକାୟତି ଉଦ୍ୟମ ବିଫଳ, ନାବାଳକ ସମେତ ୫ ଗିରଫ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ)-ସମ୍ବଲପୁର ପୋଲିସ କୁ ଏକ ବଡ ସଫଳତା ମିଳିଛି। ମଙ୍ଗଳବାର ରାତ୍ରିରେ ଧନୁପାଲି ଥାନା ଅଞ୍ଚଳର ଏକ ସୁନା ଦୋକାନରୁ ଡକାୟତି ଯୋଜନା ଚାଲିଯଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ…
ଝୋଟ ସାମଗ୍ରୀରେ ବାଧ୍ୟତାମୂଳକ ପ୍ୟାକେଜିଂ ସମ୍ବନ୍ଧୀୟ ନିୟମର ସମ୍ପ୍ରସାରଣକୁ କ୍ୟାବିନେଟ ମଞ୍ଜୁରି
ଓଡ଼ିଶା ସମେତ ପୂର୍ବ ଓ ପୂର୍ବୋତ୍ତର ରାଜ୍ୟଗୁଡ଼ିକୁ ମିଳିବ ଲାଭ
ନୂଆଦିଲ୍ଲୀ (ଶାସକ ପ୍ରଶାସକ)- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି(ସିସିଇଏ) ବିଭିନ୍ନ ପ୍ରକାରର ଝୋଟ ଅଖାରେ ଶତପ୍ରତିଶତ ଖାଦ୍ୟଶସ୍ୟ ଏବଂ 20 ପ୍ରତିଶତ…
ପୂର୍ବତଟ ରେଳପଥ କର୍ମଚାରୀମାନେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଶପଥ ନେଲେ |
ଭୁବନେଶ୍ୱର (ଶାସକ ପ୍ରଶାସକ) : ଭାରତ ସରକାରଙ୍କ ରେଳ, ବାଣିଜ୍ୟ ଏବଂ ଶିଳ୍ପ, ଗ୍ରାହକ ବ୍ୟାପାର ଓ ଖାଦ୍ୟ ଏବଂ ସାଧାରଣ ବଣ୍ଟନମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ଆଜି ନୂଆଦିଲ୍ଲୀରୁ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ରେଳବାଇ କର୍ମଚାରୀ ମାନଙ୍କୁ ରାଷ୍ଟ୍ରିୟ ଏକତା ଦିବସ ଅବସରରେ ଶପଥ ପାଠ କରାଇଛନ୍ତି…
କରୋନା ବେଳେ ଜଗତସିଂହପୁରକୁ ୭୦୮.୩୨ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି – ଧର୍ମେନ୍ଦ୍ର
ତିର୍ତ୍ତୋଲ ଉପନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ନିର୍ବାଚନୀ ପ୍ରଚାର
• ସମ୍ବେଦନହୀନ ସରକାରକୁ ପରାଜୟ କରିବା ପାଇଁ ତିର୍ତ୍ତୋଲବାସୀ ମନବଳାଇଛନ୍ତି
• ଜଗତସିଂହପୁରରେ ବିଭିନ୍ନ ପ୍ରକଳ୍ପ ପାଇଁ ୫୭,୭୬୭.୪୩ କୋଟି ଖର୍ଚ୍ଚ କରିଛନ୍ତି ମୋଦି ସରକାର
• ବିଜେପିକୁ ତିର୍ତ୍ତୋଲବାସୀ…
୨୦୩୦ ସୁଦ୍ଧା ୪୫ ଶତକଡା ପଣ୍ୟ ପରିବହନ ଚାହିଦାକୁ ନିୟନ୍ତ୍ରଣ କରିବା ଦିଗରେ ଦକ୍ଷତା ବୃଦ୍ଧି ପାଇଁ ଜାତୀୟ ରେଳ ଯୋଜନା |…
ଭୁବନେଶ୍ୱର (ଶାସକ ପ୍ରଶାସକ) :ବିଭିନ୍ନ ମାଧ୍ୟମରେ ହେଉଥିବା ପଣ୍ୟ ପରିବହନ କ୍ଷେତ୍ରରେ ନିଜର ପଣ୍ୟ ପରିବହନ ଅଂଶ ବୃଦ୍ଧି କରିବା ଲକ୍ଷ୍ୟରେ ରେଳ ମନ୍ତ୍ରଣାଳୟ 2030 ସୁଦ୍ଧା ବର୍ତ୍ତମାନର 28% ରୁ 45% ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା କରୁଛି। ଏହା ହାସଲ କରିବା ପାଇଁ, ଜାତୀୟ ରେଳ…
ବିଭିନ୍ନ ଗ୍ରେଡରୁ ଉତ୍ପନ୍ନ ଇଥାନଲର କ୍ରୟ ମୂଲ୍ୟ ବୃଦ୍ଧି ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ…
• ଆଖୁ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ଦିଗରେ ବଡ ପଦକ୍ଷେପ - ଧର୍ମେନ୍ଦ୍ର ପ୍ରଧାନ
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ
• ଆଖୁ ରସରୁ ଉତ୍ପାଦନ ହେଉଥିବା ଇଥାନଲର ମୂଲ୍ୟ ଲିଟର ପ୍ରତି 62.65 ଟଙ୍କା ବୃଦ୍ଧି
• ବି-ହେଭି ମୋଲାସେସ ଇଥାନଲ ଲିଟର ପ୍ରତି 57.61 ଟଙ୍କା…
ତୁଟୁନି କଙ୍ଗନା କେଁ …….
ଅଭିନେତ୍ରୀଙ୍କ ବିରୋଧରେ ଅଶ୍ଳୀଳ କମେଣ୍ଟ ଦେଇଥିବା ଓକିଲଙ୍କୁ ଗିରଫ ଦାବିରେ ଦାବିପତ୍ର ପ୍ରଦାନ କଲା ଝାରସୁଗୁଡ଼ା ବିଜେପି।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ଜନୈକ ଓକିଲ ମେହେନ୍ଦୀ ରେଜାଙ୍କୁ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫେସବୁକ ପୋଷ୍ଟରେ ଅଶାଳୀନ କମେଣ୍ଟ…