ଉପ-ନିର୍ବାଚନରେ ବିଜେଡିର ଅହଙ୍କାର ପ୍ରତିଫଳିତ: ପ୍ରତାପ

ରସଲପୁରରେ ବିଜେପିର ମିଶ୍ରଣ ପର୍ବ  ବାଲେଶ୍ୱର(ଶାସକ ପ୍ରଶାସକ): ଆସନ୍ନ ନିର୍ବାଚନ ବେଳେ ଅନ୍ୟଦଳରୁ କର୍ମୀ ଓ ଛାମୁଆଙ୍କର ବିଜେପିରେ ଯୋଗଦାନ ପ୍ରାର୍ଥୀ ମାନସ ଦତ୍ତଙ୍କ ସ୍ଥିତିକୁ ବେଶ୍ ମଜବୁତ୍ କରିପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ରସଲପୁର ପଞ୍ଚାୟତରେ ଆୟୋଜିତ…

“କଂଗ୍ରେସ ଦଳ ତଥା ଝାରସୁଗୁଡ଼ାବାସୀଙ୍କ ପ୍ରତି ଦଳର ନେତାଙ୍କ ବିଶ୍ବାସଘାତକତା ହିଁ ଦଳକୁ ତୃତୀୟ ସ୍ଥାନକୁ ନେଇ…

ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ନବନିଯୁକ୍ତ ସଭାପତି ଭରତ ଅୱସ୍ତି। ଦଳ ସହିତ ବହୁ ବର୍ଷ ଧରି ଜଡ଼ିତ। ଦଳର ଅନେକ ଗୁରୁତ୍ବପୂର୍ଣ୍ଣ ଦାୟୀତ୍ୱ ସମ୍ଭାଳି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ଶ୍ରୀ ଅୱସ୍ତି । ସଭାପତି ଭାବରେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଏକ…

ଏମସିଏଲ ତରଫରୁ ପ୍ୟାଡଗାର୍ଲ ପାୟଲ ପଟେଲଙ୍କ ଦ୍ବାରା ବଣ୍ଟାଗଲା ସାନିଟାରି ପ୍ୟାଡ।

ଝାରସୁଗୁଡ଼ା :( ସୁଭାଷ ସହାରେ) -ଝାରସୁଗୁଡ଼ାରେ ପ୍ୟାଡଗାର୍ଲ ଭାବରେ ପରିଚିତ ଅଟନ୍ତି ପାୟଲ ପଟେଲ। ନିଜ ହାତ ତିଆରି ମହିଳା ମାନଙ୍କ ସାନିଟାରି ପ୍ୟାଡ ପାଇଁ ସେ ବେଶ୍ ଜଣାଶୁଣା। ତାଙ୍କରି ଦ୍ବାରା ପ୍ରସ୍ତୁତ ପ୍ୟାଡଗୁଡ଼ିକୁ ଏମସିଏଲ ତରଫରୁ ବିଭିନ୍ନ ଗ୍ରାମରେ ବଣ୍ଟନ କରାଯାଇଛି। ବର୍ତ୍ତମାନ…

ସମାପନ ହେଲା ରେଲୱେ ନିରାପତ୍ତା କମିଶନର ନିରୀକ୍ଷଣ।

ଝାରସୁଗୁଡ଼ାରୁ ବିଲାସପୁର ପର୍ଯ୍ୟନ୍ତ ଆରମ୍ଭ ହେଲା ତୃତୀୟ ରେଲୱେ ଲାଇନ।  ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ାରୁ ବିଲାସପୁର ପର୍ଯ୍ୟନ୍ତ ତୃତୀୟ ରେଲୱେ ଲାଇନ ସଂଯୋଗୀ କରଣ ସରିବା ପରେ ଗତକାଲି ରେଲୱେ ନିରାପତ୍ତା  କମିଶନର ନିରୀକ୍ଷଣ କାର୍ଯ୍ୟ ହୋଇଯାଇଛି। ଏହା ସହିତ ପରୀକ୍ଷା ମୂଳକ…

ଖସି ଗଲେ ବଡ଼ବଡ଼ିଆ, ବଳି ପଡ଼ିଲେ ଛୋଟ ମୁଣ୍ଡ। 

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସବ ବେଦନାରେ ଦୀର୍ଘ ତିନିଘଣ୍ଟା କାଳ ବାହାରେ ପଡ଼ି ଛଟପଟ ହେଉଥିବା ଘଟଣା। :୬ ଜଣ ହେଲେ ନିଲମ୍ବିତ।  ଦୁଇ ସୁରକ୍ଷା କର୍ମଚାରୀ, ହେଲ୍ପ ଡେସ୍କର ଦୁଇ କର୍ମଚାରୀ କୋଭିଡ ପରୀକ୍ଷା ଦାୟୀତ୍ବରେ ଥିବା ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରାଗଲା। …

୭ ବର୍ଷ ମଧ୍ୟରେ  ହ୍ରାସ ପାଇଛି ଗୋ ସଂପଦ।

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାରେ ଗୋ ସଂପଦ ହ୍ରାସ ପାଇଛି ଗତ ୭ ବର୍ଷ ମଧ୍ୟରେ। ଦ୍ରୁତ ଶିଳ୍ପାୟନ ଓ ଚାଷ ପ୍ରତି ବିମୁଖ ହେବା ଏହା ପଛରେ ମୂଖ୍ୟ କାରଣ ବୋଲି ଅନୁମାନ କରାଯାଉଛି।  ମିଳିଥିବା ସୂଚନା ଅନୁସାରେ, ଶେଷ ଥର ପାଇଁ ଗତ ୨୦୧୨ ମସିହାରେ ଗୋ ସଂପଦ ଗଣନା…

ମାଡ଼ିଗଲା ଟ୍ରକ୍‌, ଚାଲିଗଲା ବୃଦ୍ଧାଙ୍କ ଜୀବନ, ଟ୍ରକ ନେଇ ଡ୍ରାଇଭର ଫେରାର

ବଡ଼ବିଲ (ଶାସକ ପ୍ରଶାସକ) ଆଜି ବଡ଼ବିଲ ବାଇପାସ୍ ରୋଡ୍‌ ନ୍ୟୁମାର୍କେଟ୍ ନିକଟରେ ଏକ ଅଜଣା ଟ୍ରକ୍ ମାଡ଼ିଯାଇ ଜଣେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ନ୍ୟୁ ମାର୍କେଟ୍ ଅଂଚଳର ୭୦ବର୍ଷିୟା ବୃଦ୍ଧା ସୁମୀ ସାହୁ । ଆଜି ଅପରାହ୍ନ ପ୍ରାୟ ୩ଟା ୩୦ରେ ବୁଦ୍ଧା ଜଣକ ରାସ୍ତା ପାରି ହେବା…

ବାପା ମାଁ  ଛେଉଣ୍ଡ  ପିଲାମାନଙ୍କ ୟତ୍ନ ନେବ କିଏ, ଗୁହାରି ଶୁଣିବ କି ପ୍ରଶାସନ 

ଦୁର୍ଦ୍ଦଶା ଭିତରେ କଟୁଛି ଚାରି ଭାଇ ଭଉଣୀଙ୍କ ଜୀବନ  କଳାହାଣ୍ଡି /ଶାସକ ପ୍ରଶାସକ : ସରକାର ଙ୍କ ଯୋଜନା ଉପରେ ଯୋଜନା କରିଚାଲିଛନ୍ତି ହେଲେ କାହା ପାଇଁ  ଯୋଗ୍ୟ ହିତାଧିକାରୀ ସମସ୍ତ ଯୋଜନାରୁ ବଞ୍ଚିତ ହେଉଛନ୍ତି ଏପରି  ନଗ୍ନ ଚିତ୍ର  ଦେଖିବାକୁ ମିଳୁଛି | କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା…

ଆସନ୍ତାକାଲି ସୁନାଦେଇ ଯାତ୍ରା, ବିନା ଭକ୍ତରେ ହେବ ମାଙ୍କ ପୂଜାର୍ଚନା

କୋମନା(ଭାଗିରଥି ଭୋଇ)-ନୂଆପଡା ଜିଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟ ର ଅଧିଷ୍ଠାତ୍ରୀ ଦେବୀ ମା ସୁନାଦେଇଙ୍କ ଛତରଯାତ୍ରା ଆସନ୍ତାକାଲି ଅନୁଷ୍ଠିତ  ହେବ । ତେବେ ଚଳିତବର୍ଷ କରୋନା କଟକଣା ଯୋଗୁଁ, ବିନା ଭକ୍ତରେ ଏ ବର୍ଷ ପୂଜାର୍ଚନା କରାଯିବ । ଭିଡକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କୁ…

ମଧ୍ୟପ୍ରଦେଶ ନିର୍ବାଚନୀ ରାଜନୀତିରେ ନୂଆ ମୋଡ : କମଲନାଥଙ୍କ ବାଟ ଓଗାଳିଲେ ନିର୍ବାଚନ କମିଶନ 

ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା କଲେ ପ୍ରତ୍ୟାହାର ନୂଆଦିଲ୍ଲୀ /ଶାସକ ପ୍ରଶାସକ : ଏକାଧିକ ମଡେଲ କୋଡ୍ ଉଲ୍ଲଂଘନ ଅଭିଯୋଗରେ ପାଇଁ ଶୁକ୍ରବାର ନିର୍ବାଚନ ଆୟୋଗ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଷ୍ଟାର ପ୍ରଚାରକ…