ଗଛରେ ପିଟିହୋଇ ପିକଅପ ଦୁର୍ଘଟଣା ଗ୍ରସ୍ତ , ଦୁଇ ଆହତ

0 2

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଚୁହାପଲି  ସାତଟା ସମୟରେ ପାଇକମାଲ ପଟରୁ ଡଭା ଆଡକୁ ପରିବା ନେବାକୁ ଯାଉଥିବା ଏକ ପିକଅପ ଭେନ ଏକ ମୋଟର ସାଇକଲ ଅରୋହି କୁ ବଞ୍ଚାଇବା କୁ ଯାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟିହେବା ଫଳରେ ଦୁର୍ଘଟଣା ଗ୍ରସ୍ତ ହୋଇଯାଇଛି । ଉକ୍ତ ଦୁର୍ଘଟଣା ରେ ଉଭୟ ଡ୍ରାଇଭର ଓ ହେଲ୍ପର ଆହତ ହୋଇଛନ୍ତି । ଉଭୟ ଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକ ପାଇକମାଲ ଡାକ୍ତରଖାନା କୁ ପଠେଇ ଦେଇଥିବା ବେଳେ ପାଇକମାଲ ପୋଲିସ ର ସବ ଇନ୍ସପେକ୍ଟର ଶ୍ରୀ ବିପିନ ବାଗ ଘଟଣା ସ୍ଥଳକୁ ପହଂଛି ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.