Sign in
Sign in
Recover your password.
A password will be e-mailed to you.
ଅଶୀ ଛୁଇଁଲାଣି ବୟସ, ମିଳୁନି ସରକାରୀ ଆବାସ
କଣ ଖାପ ଖାଉନି ମାପଦଣ୍ଡ ନା ଏହା ପୀରଙ୍କ ପାଇଁ ପ୍ରଶାସନିକ ଉଦାସୀନତାର ଦଣ୍ଡ !
କଳାହାଣ୍ଡି ଧର୍ମଗଡରୁ ସୁଶାନ୍ତ ରାଉତ : ଅତି ନିରୀହ ଗରିବ ବାସହୀନ ବ୍ୟକ୍ତିଙ୍କୁ ଚିହ୍ନଟ କରି ଘର ଖଣ୍ଡିଏ ଯୋଗାଇବା ପାଇଁ ତିଆରି ହୋଇଛି ଆବାସ ଯୋଜନା | ସରକାର ଏଥି ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି…
ଚରିତ୍ର ପଞ୍ଜିକା ନିୟମାବଳୀରେ ସଂଶୋଧନ ଆଣିଲେ ସରକାର
ଚରିତ୍ର ପଞ୍ଜିକା ନ ମିଳିଲେ ପଦୋନ୍ନତି ଘୁଞ୍ଚିବ
ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ସରକାର ଗତ ଅଗଷ୍ଟ ମାସରେ ସରକାରୀ କର୍ମଚାରୀଙ୍କ ଚରିତ୍ର ପଞ୍ଜିକା ନିୟମାବଳୀରେ ଏକ ସଂଶୋଧନ ଆଣି କହିଛନ୍ତି ଯେ ଏଣିକି କୌଣସି ‘କ’ ଓ ‘ଖ’ ଶ୍ରେଣୀର କର୍ମଚାରୀଙ୍କର ଆବଶ୍ୟକ ପରିମାଣର ଚରିତ୍ର ପଞ୍ଜିକା…
ଜିଲ୍ଲା ଖଣିଜ ପାଣ୍ଠି ଲୋକଙ୍କ ଟଙ୍କା,ଏହା କେବଳ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ – ମୁଖ୍ୟମନ୍ତ୍ରୀ
ଆନନ୍ଦପୁରରେ ୨୪ ମେଗାୱାଟ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ
ରାଜ୍ୟ ଗ୍ରୀଡକୁ ବର୍ଷକୁ ଶହେ ମିଲିଅନ ୟୁନିଟ ବିଜୁଳି ମିଳିବ
ଭୁବନେଶ୍ୱର : ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କା ହେଉଛି ଲୋକଙ୍କ ଟଙ୍କା। ଏହାର ସବୁ ଟଙ୍କା କେବଳ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ ବୋଲି…
ପଦ୍ମପୁର ଅଞ୍ଚଳ ପାଇଁ ଏକ ଉଦାହରଣ ସୄଷ୍ଟି କରିଛନ୍ତି ଚାଷୀ ଅଶୋକ ସାହୁ
ଜୈବିକ ପଦ୍ଧତିରେ କରୁଛନ୍ତି ୧୪ ପ୍ରକାରର ଲୁପ୍ତପ୍ରାୟ ଦେଶୀ ଧାନ ଚାଷ
ପଦ୍ମପୁର-ବରଗଡ଼ ଜିଲ୍ଲାରେ ଦିନକୁ ଦିନ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କ୍ୟାନସର ରୋଗ ହେବାର ବିଭିନ୍ନ କାରଣ ରହିଛି । ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ କରି ଅମଳ କରାଯାଇଥିବା ଫସଲ ଖାଇବା ଦ୍ଵାରା…
ଧରାପଡ଼ି ନିଲମ୍ବିତ ହେବାପରେ ଦଳ ଛାଡିଲେ ଜୀବନ
ବିଜେଡିର ପ୍ରାଥମିକ ସଭ୍ୟପଦରୁ ଜୀବନଙ୍କ ଇସ୍ତଫା
ବିଜେଡି ଡେପୁଟେସନ ସରିଲା, ଏବେ ଘର ବାହୁଡା !
ବାଲେଶ୍ୱର(): ବିଗତ ଉପନିର୍ବାଚନରେ ମୁଁ ନୁହେଁ ତ କେହି ନୁହଁ ନୀତିରେ ବିଜୁ ଜନତା ଦଳ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟ କରିବାର ପ୍ରମାଣ ଦାଣ୍ଡରେ ଗଡି ହାଟରେ ପଡି ବିଜେଡିରୁ ନିଲମ୍ବିତ…
ସମଲିଙ୍ଗୀ ସମ୍ପର୍କ : ଚର୍ଚାରେ ସିନ୍ଦୂରା ଓ ଅମ୍ରିତାଙ୍କ ଅନ୍ତରଙ୍ଗ ଦୃଶ୍ୟ
ଦୀପାବଳିରେ ମୁକ୍ତିଲାଭ କରିବା ୱେବ ସିରିଜ 'ପି ସେ ପ୍ଳେଜର'
ଭୁବନେଶ୍ୱର (ଶାସକ ପ୍ରଶାସକ) : ଟିନ୍ଏଜରେ ପୁଅ ଝିଅଙ୍କ ପ୍ରେମ କିଛି ନୂଆ ନୁହେଁ | କିନ୍ତୁ ଏଠି ମନ ମିଶିଛି ଦୁଇ ଝିଅଙ୍କର ! ଦୁଇ ଯୁବତୀଙ୍କ ନିଆରା ପ୍ରେମ କାହାଣୀକୁ ନେଇ ଦୀପାବଳିରେ ଆସୁଛି ନୂଆ ୱେବ ସିରିଜ୍ 'ପି ସେ…
ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ବୈଠକ ଅନୁଷ୍ଠିତ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ବୈଠକ ଡି ଏମ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆସନ୍ତା ୨୫ ନଭେମ୍ବରରୁ ଜିଲ୍ଲାରେ ଜିଲ୍ଲାରେ ୩୨ଟି ସେବା ସମିତି ମାଧ୍ୟମରେ ୪୧ଟି…
ସଂକଟରେ ଟ୍ରକ ମାଲିକ, ବେକାର ବସିଛନ୍ତି ହଜାର ହଜାର ଡ୍ରାଇଭର ଓ ସହାୟକ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲାରେ କୋରୋନା ପରେ ପରେ ସମସ୍ତ ବ୍ୟବସ୍ଥା ଯେପରି ଭୁଷୁଡ଼ି ଯାଇଛି। ବିଭିନ୍ନ କ୍ଷେତ୍ର ଅର୍ଥନୈତିକ ସଂକଟ ଦେଇ ଗତି କରୁଥିବା ବେଳେ ମାଲ ପରିବହନ ଉପରେ ନିର୍ଭର କରୁଥିବା ଟ୍ରକ ମାଲିକମାନେ ମଧ୍ୟ ଅନେକ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି।…
ଆଇପିଏଲ ମ୍ୟାଚରେ ବେଟିଂ କରୁଥିବା ଜୁଆଡ଼ି ଗିରଫ।
ଝାରସୁଗୁଡ଼ା :(ସୁଭାଷ ସହାରେ)-ବର୍ତ୍ତମାନ ଭାରତରେ କୋରୋନାର ପ୍ରଭାବ। କୋରୋନା ସଂକ୍ରମଣର ବୃଦ୍ଧି ଭୟରେ ଭାରତରେ ଏଥର ଆଇପିଏଲ୍ ମ୍ୟାଚଗୁଡ଼ିକ କରିବାକୁ ଅନୁମତି ଦେବାରୁ ବିରତ ରହିଲେ ସରକାର। ମାତ୍ର ଏହାକୁ ଦୁବାଇ ସରକାର ନିଜର ଷ୍ଟାଡିୟମରେ କରାଇବା ପାଇଁ ସହମତ ହେଲେ। କିନ୍ତୁ ସୁଦୂର ଦୁବାଇରେ…
ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ସବୁଦିନ ଚଳାଚଳ କରିବ |
ଭୁବନେଶ୍ୱର(ଶାସକ ପ୍ରଶାସକ) : ନଭେମ୍ବର ମାସ ୭ ତାରିଖ ଠାରୁ ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ସପ୍ତାହକୁ ପାଞ୍ଚଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି |
02861/02862 ରାଉରକେଲା-ଭୁବନେଶ୍ୱର-ରାଉରକେଲା…