ଟ୍ରକ ତଳେ ଚାପି ହୋଇ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ। 

0 2

ଝାରସୁଗୁଡ଼ା/ସୁବାସ ସାହାରେ : ଝାରସୁଗୁଡ଼ା ଜିଲ୍ଲା ପ୍ରସନ୍ନ ପଣ୍ଡା ଛକ ନିକଟରେ ଦୁର୍ଘଟଣା ଘଟିଛି । ଗୋଟିଏ ଦଶ ଚକିଆ ମାଲବାହୀ ଟ୍ରକ ଗାଡି ନମ୍ବର OD-23A-3218 ପିଟିଲା ଲୁନା ଚାଳକକୁ। ଲୁନା ଚାଳକ ଟ୍ରକ ତଳେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି ।ଘଟଣା ସ୍ଥଳରେ ଚାପା ଉତ୍ତେଜନା। ଘଟଣା ଦେଖା ଦେଇଥିବା ବେଳେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ମୃତକଙ୍କ କୌଣସି ପରିଚୟ ମିଳି ପାରିନାହିଁ।

Leave A Reply

Your email address will not be published.