ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଣ୍ଡଲୋଇ ଠାରେ କାର୍ଯ୍ୟରତ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନାର୍ଜି ଲିମିଟେଡ ପକ୍ଷରୁ ଶୁକ୍ରବାର ଦିନ ସିଏସଆର କାର୍ଯ୍ୟକ୍ରମରେ ବ୍ଲକର ନିଶାନଭଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତର ୨୦୦ ଜଣ ହିତାଧିକାରୀଙ୍କୁ ଶୀତ ପ୍ରକୋପରୁ ରକ୍ଷା ଦେବା ପାଇଁ ୨୦୦ ଖଣ୍ଡ କମ୍ବଳ ବଣ୍ଟନ କରାଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିଶାନଭଙ୍ଗା ଗ୍ରାମ ପଞ୍ଚାୟତର ସରପଞ୍ଚ ତିଳୋତ୍ତମା ବିଶ୍ବାଳ,କମ୍ପାନୀ ପକ୍ଷରୁ ଆଇନ ପରାମର୍ଶ ଦାତା ଆଇନ ଜୀବି ପ୍ରମୋଦ ସରାଫ,ବରିଷ୍ଠ ଅଧିକାରୀ ମନୋଜ ପଣ୍ଡା,ମାନବ ସମ୍ବଳ ବିଭାଗର ଶରତ କୁମାର,ସୁଧିର ସେଠ,ସରୋଜ ନାଏକ,ରଶ୍ମୀରଞ୍ଜନ ବେହେରା ଓ ଶେଷ ପଟେଲ ପ୍ରମୁଖ ଯୋଗଦାନ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post