Sign in
Sign in
Recover your password.
A password will be e-mailed to you.
ଘଣ୍ଟ ବାଡେଇ କହିଲେ ଖୋଲ ହେ ସରକାର
ମନ୍ଦିର ଖୋଲାଯିବା ଦାବିରେ ଆଜି ପୁଣି ଘଣ୍ଟା ବଜାଇ ପ୍ରତିବାଦ ଜଣାଇଲେ ସେବାୟତ ।
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିର ସମ୍ମୁଖରେ ଆଜି ପୂର୍ବାହ୍ନ ୯ ଠାରୁ ୯ମିନିଟ ଧରି ପୁଣି ଥରେ ବାଜିଲା ଘଣ୍ଟା । ଘଣ୍ଟା ବଜାଇ ପ୍ରତିବାଦର…
ବୁର୍ଲାରେ ଗୋଷ୍ଠି ସଂଘର୍ଷ ୨ ମୃତ ଏବଂ ୩ ଗୁରୁତ୍ୱର।
ରମାକାନ୍ତ ବିଶ୍ବାଳ /ସମ୍ବଲପୁର-ବୁର୍ଲା ସହରରେ ପୁଣି ଘଟିଯାଇଛି ଗୋଷ୍ଟିସର୍ଘଷ। ବୁର୍ଲା ଥାନା ସେଣ୍ଟ୍ରାଲ ଲାଇନ ରେ ଘଟିଛି ଗୋଷ୍ଠି ସଂଘର୍ଷ। ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଗୋଟିଏ ପରିବାର ର ସମସ୍ତ ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୨ ମୃତ ହୋଇଥିବା ବେଲେ ୩ ଗୁରୁତର…
କୃଷି ଓ କୃଷକ ବିରୋଧୀ ବିଲ୍ ପାରିତକୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟି ତରଫରୁ ପ୍ରତିବାଦ ଶୋଭାଯାତ୍ରା
ବିକ୍ଷୋଭ ପ୍ରଦର୍ଶନ ଓ ସ୍ମାରକପତ୍ର ପ୍ରଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କେନ୍ଦ୍ରର କୃଷି ଓ କୃଷକ ବିରୋଧୀ ବିଲ ପାରିତକୁ ବିରୋଧ କରି କୃଷକ ସମାବେଶ ,…
ବାଲ୍ୟ ବିବାହ ମୁକ୍ତ ଗାଁ ଖଇରମାଲରେ ରକ୍ତଦାନ ଶିବିର ଆୟୋଜନ
ବିରମହରାଜପୁର/ବିନୋଦ ପାଣ୍ଡେ : ବିରମହରାଜପୁର ବ୍ଳକ ଅନ୍ତର୍ଗତ କେଂଝରିଆପଲି ପଂଚ।ୟତ ର ଖଇରମାଲ ଅଙ୍ଗନବାଡି ସମିତି ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଉକ୍ତ ଶିବିର ରେ civid କଟକଣା ହେତୁ ଜଣେ ମହିଳା ରକ୍ତଦାତା ଅଙ୍ଗନବାଡି କର୍ମୀ ରଶ୍ମିତା ପଧାନ ଙ୍କ ସମେତ…
ଶିଶୁ, ଗର୍ଭବତୀ ଓ ପ୍ରସୂତୀ ଏବଂ କିଶୋରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏସଏନପିରେ ସାମିଲ ହେବ ଚୂନା ମାଛ
ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ ଓ୍ୱାଲର୍ଡ ଫିସ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ପାଇଲଟ୍ ପ୍ରକଳ୍ପ ଭାବେ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ କରାଯିବ ଏହି କାର୍ଯ୍ୟକ୍ରମ
ଖୁବ ଶୀଘ୍ର ସମଗ୍ର ରାଜ୍ୟରେ ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ମାଛକୁ ସାମିଲ…
ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ଖଣ୍ଡ ବିଖଣ୍ଡିତ କରାନଯାଉ
ସଚେତନ ନାଗରକ ମଂଚ ଓ ବୁଦ୍ଧିଜୀବୀଙ୍କ ଚେତାବନୀ ।
ବାରିପଦା (ଦିଲ୍ଲୀପ ମହାନ୍ତି )- - ବାରିପଦାଠାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବା ବହୁ ସଂଗ୍ରାମର ଫଳ । କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ଖଣ୍ଡବିଖଣ୍ଡିତ କରିବାକୁ ଚେଷ୍ଟା କରୁଥିବା…
ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କୁ ସରକାରୀ ଜମି ଆବଂଟନରେ ଅବହେଳା
ନାଗରିକ ମଂଚ ପକ୍ଷରୁ ନେଇ କ୍ଷୋଭ ପ୍ରକାଶ
ବାରିପଦା (ଦିଲ୍ଲୀପ ମହାନ୍ତି) - ମୟୂରଭଞ୍ଜ ଜିଲ୍ଲା ଓଡ଼ିଶାର ଆଦିବାସୀ ବହୁଳ ସର୍ବବୃହତ୍ ଜିଲ୍ଲା । ମୟୁରଭଞ୍ଜର କ୍ଷେତ୍ରଫଳ ହିସାବରେ ସିଂହଭାଗ ଜମି ସରକାରୀ ଜମି, ଜଙ୍ଗଲ କିସମ ଜମି ସହ ଅନୁସୂଚିତ ଜନଜାତି ସମ୍ପ୍ରଦାୟଙ୍କ ନାମରେ ରହିଛି । ସାଧାରଣ…
ଉଦୟନାଥ ଫର୍ଣ୍ଣିଚରର ୧୨ତମ ଲକି ଡ୍ର ଉଠାଣ
ପଦ୍ମପୁର :- ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୨ତମ ଲକି ଡ୍ର ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଡ୍ର'ର ବିଜେତା ହେଉଛନ୍ତି ବରଗଡ଼ର ନିହାର ଭୋଇ । ଏହି ଉଠାଣ କାର୍ଯ୍ୟକ୍ରମରେ ରୋହିତ କୁମାର ପଟ୍ଟନାୟକ ,…
“ଜାଗା ମିଶନ” ଯୋଜନାରେ ଭୂମି ପ୍ରମାଣପତ୍ର ପ୍ରଦାନ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଓଡ଼ିଶା ସରକାରଙ୍କ "ଜାଗା ମିଶନ" ଯୋଜନା ଅନୁଯାୟୀ ଆଜି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ ଦ୍ଵାରା ଝାରସୁଗୁଡ଼ାର ୬୦ ଭୂମିହୀନ ପରିବାରମାନଙ୍କୁ ଭୂମି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଝାରସୁଗୁଡ଼ାର ମଙ୍ଗଳବଜାର ଅଡିଟୋରିୟମରେ…
କୋଇଲା ଚୋରି କରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ପୌରାଞ୍ଚଳର ନୂଆପଡ଼ା ଅଞ୍ଚଳର ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ଟ୍ରେନରୁ କୋଇଲା ଚୋରି କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଭାବରେ ଆହତ ହୋଇଛନ୍ତି। ତାଙ୍କ ଦେହର ଅନେକ ଅଂଶ ପୋଡ଼ି ଯାଇଥିବା ସୂଚନା ମିଳିଛି।…