କଣ୍ଟାବାଞ୍ଜି ବାଳକ ବିଦ୍ୟାଳୟ ର ୨୦୦୧ ମେଟ୍ରିକ ବ୍ୟାଚର ବନ୍ଧୁ ମିଳନ।

0 2

କଣ୍ଟାବାଞ୍ଜି(ଚୁଡାମଣି ସୁନା): କଣ୍ଟାବାଞ୍ଜି ବାଳକ ବିଦ୍ୟାଳୟରେ ଅଧ୍ୟୟନକ କରୁଥିବା ୨୦୦୧  ମେଟ୍ରିକ ବ୍ୟାଚର ଛାତ୍ରମାନଙ୍କ ଏକ ବନ୍ଧୁ ମିଳନ କଣ୍ଟାବାଞ୍ଜି ସ୍ଥିତ ଦୁମେରଚୁଆଁ ନିକଟରେ ହୋଇଯାଇଛି। ଏହି ବନ୍ଧୁ ମିଳନ ରେ କଣ୍ଟାବାଞ୍ଜି ତଥା ଆଖ ପାଖ ଗାଁ ମାନଙ୍କର ଥିବା ଛାତ୍ର ମାନେ ଯୋଗ ଦେଇଥିଲେ। ଏହି ବନ୍ଧୁ ମିଳନରେ ମନୋଜ ଚଣ୍ଡୀ, ଅବଦୁଲ ନିଜାମ, ଆଶିଷ ଖଇତାନ,ପ୍ରୀତିଶ ମହାନ୍ତି, ଦେବାଶିଷ ମିଶ୍ର ଏବଂ ଅନ୍ୟ ଛାତ୍ର ମାନେ ମଧ୍ୟ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.