ଗୋଲାମୁଣ୍ଡା ବ୍ଲକରୁ ନହୁସ ବାଗ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁ ଠାରେ ଗୃହ, ବିଦ୍ୟୁତ, ଶିଳ୍ପ ଓ ଏମ ଏସ ଏମ ଇ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଦ୍ୱାରା ତ୍ରିନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଦ୍ଘାଟିତ ହୋଇଯାଇଛି | ଏହି ସମାରୋହରେ ମନ୍ତ୍ରୀଙ୍କ ସହ ଅନେକ ବିଜେଡି କର୍ମୀ, ଛାତ୍ର ଛାତ୍ରୀ ଓ ଜନସାଧାରଣ ଉପସ୍ଥିତ ଥିଲେ | ସ୍ଥାନୀୟ ଅଞ୍ଚଳରେ ବେସରକାରୀ ବିଦ୍ୟାଳୟ ଉଦ୍ଘାଟିତ ହୋଇଥିବାରୁ ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି |
Sign in
Sign in
Recover your password.
A password will be e-mailed to you.