ସଂକୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦ୍ ଯାପିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଗତ ୪ତାରିଖରୁ ଆରମ୍ଭ ହୋଇ ତିନି ଦିନ ଧରି ଚାଲିଥିବା ସଂକୁଳ ଆଚାର୍ଯ୍ୟ କାର୍ଯ୍ୟଶାଳା ଆଜି ଉଦ୍ ଯାପିତ ହୋଇଯାଇଛି।ଏଇ କାର୍ଯ୍ୟଶାଳାରେ ଜିଲ୍ଲାର ରାୟଗଡ଼ , ରାମଗିରି , ନାରାୟଣପୁର , ନୂଆଗଡ଼ , ରା…

ଏସବିଆଇ ମାଲକାନଗିରି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି--ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ୭ଜୁନ :ବିଶ୍ୱ ପରିବେଶ ଦିବସ ଅବସରରେ ଭାରତ ସରକାରଙ୍କ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ "ମା'ଙ୍କ ନାମରେ ଗୋଟିଏ ଗଛ" ଅଭିଯାନ ଅନ୍ତର୍ଗତ ୦୭/୦୬/୨୦୨୬ ତାରିଖରେ ଭାରତୀୟ ଷ୍ଟେଟ…

ବାଇକକୁ ଧକା ଦେଲା ଟ୍ରକ, ଦୁଇ ମୃତ.

ବାଲେଶ୍ବର: ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ........ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ସୋର ଥାନ ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର…

ବସ୍ତା ପୋଲିସ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ।

ବସ୍ତା ୭/୬:ସାରା ରାଜ୍ୟରେ ବିଶ୍ବ ସାଇକେଲ ଦିବସ ପାଳିତ ହେଉଥିବା ବେଳେ ବିଶ୍ବ ସାଇକେଲ ଦିବସ ବସ୍ତା ପୋଲିସ ପକ୍ଷରୁ ଏସଡିପିଓ ସମର୍ଥ ବେହେରାଙ୍କ ନେତୃତ୍ବରେ ସାଇକେଲ ରାଲିର ଆୟୋଜନ କରାଯାଇଥିଲା।ସ୍ୱାସ୍ଥ୍ୟ ସଚେତ ନତା,ପରିବେଶ ସୁରକ୍ଷା ଏବଂ ଇନ୍ଧନ ସଞ୍ଚୟର ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ…

ଅସ୍ତରଙ୍ଗ ଦେଇ ଯିବ ଉପକୁଳ ରାଜପଥ l

ଅସ୍ତରଙ୍ଗ,(ଦୁଃସାଶନ ନାୟକ )କେନ୍ଦ୍ର ସରକାର ଙ୍କ ପ୍ରସ୍ତାବିତ ଉପକୂଳ ରାଜ ପଥ ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୁଳ ଦେଇ ଯିବ ବୋଲି କେନ୍ଦ୍ର ସରକାର ଙ୍କ ତରଫରୁ ଘୋଷଣା କରା ଯାଇଥିବା ବେଳେ, ସେ ସମ୍ବଧୀୟ ସମସ୍ତ କାର୍ଯ୍ୟକ୍ରମ ଆଗେଇ ଚାଲିଛି l ଏହି ମେଗା ରାଜ ପଥ ଗଞ୍ଜାମ ଜିଲ୍ଲା ର ଗୋପାଳ ପୁର…

ଏସ୍‌ଆଇଆର ଅଭିଯାନକୁ ସଫଳ କରିବାକୁ ଝାରସୁଗୁଡାବାସୀଙ୍କୁ ଆହ୍ୱାନ ଦେଲେ ପୂର୍ବତନ ବିଧାୟିକା ଦୀପାଳି ଦାସ

ଝାରସୁଗୁଡା : ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ଭାରତ ସରକାରଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର) ଅଭିଯାନ ଅନ୍ତର୍ଗତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ବ୍ୟାପକ ଭାବେ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ବିଧାୟିକା ଦୀପାଳୀ ଦାସ ନିଜ ପରିବାର ସହ ଏହି ଅଭିଯାନରେ ସାମିଲ…

ମୋଦିଙ୍କ ଗ୍ୟାରେଣ୍ଟି ମୁତାବକ ଓଡ଼ିଶାରେ ଲାଗୁ ହେଉ ସଂପୂର୍ଣ୍ଣ ନିଶା ନିବାରଣ

ଭୁବନେଶ୍ୱର: ୨୦୨୪ ନିର୍ବାଚନ ବେଳେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଦିଆଯାଇଥିବା ଗ୍ୟାରେଣ୍ଟି ପରିପ୍ରେକ୍ଷୀରେ ଓଡ଼ିଶାରେ ସଂପୂର୍ଣ୍ଣ ନିଶା ନିବାରଣ ଲାଗୁ କରାଯିବା ସହିତ ଗୁଜରାଟ ମଡେଲ୍‍ ରାଜ୍ୟକୁ ନିଶାମୁକ୍ତ କରିବା ଲାଗି ବିଭିନ୍ନ ମହଲରୁ ଦାବି ତେଜିବାରେ…

ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀଙ୍କୁ ସବୁଜ ଯୋଦ୍ଧା ସମ୍ମାନ

ଓଡ଼ଗାଁ ୦୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମରେ ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଦ୍ବାରା ଆୟୋଜିତ ବାର୍ଷିକ ଅଧିବେଶନ ତଥା ଜୁନ୍ ୦୫…

ଓଡ଼ଗାଁ ବୈଦିକ ବ୍ରାହ୍ମଣ ସମାଜର ବାର୍ଷିକ ସମ୍ମିଳନୀ

ଓଡ଼ଗାଁ, ୦୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁସ୍ଥିତ ଶ୍ରୀ ରଘୁନାଥ ବୈଦିକ ବ୍ରାହ୍ମଣ ସମାଜର ବାର୍ଷିକ ସମ୍ମିଳନୀ ଶୁକ୍ରବାର ସନ୍ଧ୍ୟାରେ କଲେଜ ରୋଡ୍‌ସ୍ଥିତ ହ୍ୱାଇଟ ହାଉସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭଗବାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ…

ଓଡ଼ଗାଁ ଏନ୍‌ଏସିର ୬ ପୋଖରୀ ମାଛ ଚାଷ ପାଇଁ ନିଲାମ ଓ ହସ୍ତାନ୍ତର;

ଓଡ଼ଗାଁ, ୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଅଧୀନରେ ଥିବା ୯ଟି ପୋଖରୀ ମଧ୍ୟରୁ ୬ଟି ପୋଖରୀକୁ ମାଛ ଚାଷ ଉଦ୍ଦେଶ୍ୟରେ ନିଲାମ ପ୍ରକ୍ରିୟାରେ ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ ପ୍ରକାଶିତ ନୋଟିସ ଅନୁଯାୟୀ ନିଲାମ ଡାକରା…