Sign in
Sign in
Recover your password.
A password will be e-mailed to you.
ପ୍ରଥମ ଥର ପାଇଁ ମହିଳା ରୋଗୀଙ୍କୁ ରକ୍ତଦାନ କଲେ ଶୁଭମ୍
ବେଲଗୁଣ୍ଠା,୦୬/୦୬-(ଶିବରାମ ଚୌଧୁରୀ )-, ସାଧାରଣ ଇଞ୍ଜେକସନ୍ କୁ ପ୍ରବଳ ଭୟ କରୁଥିଲେ ମଧ୍ୟ ଜୀବନରେ ପ୍ରଥମ ଥର ପାଇଁ ଜଣେ ଗୁରୁତର ମହିଳା ରୋଗୀଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ରକ୍ତଦାନ କରି ଖୁସି ପ୍ରକଟ କରିଛନ୍ତି ୧୯ ବର୍ଷୀୟ ଜଣେ ଯୁକ୍ତ ତିନି ଛାତ୍ର । ସୂଚନା ପ୍ରକାରେ ବର୍ତ୍ତମାନ…
ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଓ ମ୍ୟାଟେରିଆଲ ରିକଭରି ଫେସିଲିଟୀ କୁ ପରିଦର୍ଶନ…
ବାସୁଦେବପୁର - ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପୌର ପରିଷଦ ପକ୍ଷରୁ ଵୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା ବେଳେ ଶନିବାର ଦିନ ପୌର ପରିଷଦ ରେ ଥିବା ମାଇକ୍ରୋ କମ୍ଫୋଟିଂ ସେଣ୍ଟର ଏବଂ ମ୍ୟାଟେରିଆଲ ରିକଭରି ଫେଶିଲିଟି କୁ ପରିଦର୍ଶନ ରେ ଯାଇ ସମସ୍ତ କାର୍ଯ୍ୟ ସଂପର୍କ ରେ ଅବଗତ…
ମୁଖ୍ୟ ମନ୍ତ୍ରୀ ଟ୍ରଫି -୨୬ ର ଫାଇନାଲରେ ନବରଙ୍ଗପୁର ଜିଲ୍ଲା ବାଳକ ଦଳ
ନବରଙ୍ଗପୁର: ବ୍ରହ୍ମପୁର ମହାତ୍ମାଗାନ୍ଧୀ ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଉଥିବା ଜୋନାଲ ସ୍ତରୀୟ ଚଉଦ ବର୍ଷରୁ କମ୍ ଅନ୍ତଃ ଜିଲ୍ଲା ମୁଖ୍ୟ ମନ୍ତ୍ରୀ ଟ୍ରଫି-୨୬ ଚମ୍ପିୟାନସିପ ରେ ନବରଙ୍ଗପୁର ଜିଲ୍ଲା ବାଳକ ଦଳ ନିଜର ଶେଷ ଲିଗ୍ ମ୍ୟାଚ୍ ରେ ଗଞ୍ଜାମ ଜିଲ୍ଲା ବାଳିକା ଦଳକୁ ୫-୦ ଗୋଲରେ ପରାସ୍ତ କରି…
ଜାତୀୟ କବି ଲେଖକ ସଙ୍ଗଠନ ପକ୍ଷରୁ ଷଷ୍ଠ ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ।
ଭଦ୍ରକ: ତା ୦୪/୦୬/୨୦୨୬ ରିଖ ଗୁରୁବାର ଗୀତଗୋବିନ୍ଦ ସଦନରେ ଠାରେ ଜାତୀୟ କବି ଲେଖକ ସଂଗଠନ ଭଦ୍ରକ ତରଫରୁ ଏକ ରାଜ୍ୟ ସ୍ତରୀୟ ସାହିତ୍ୟ ସମାବେଶ ସାହିତ୍ୟ ସମ୍ବୋର୍ଦ୍ଧନା ଓ ମୁଖପତ୍ର ଆମ ଅଙ୍ଗୀକାର-୨୦୨୬ ବିଷୁବ ପତ୍ରିକା ଉନ୍ମୋଚନ ସଭା ଅନୁଷ୍ଠିତ ହୋଇ ଯାଇଛି ।ଏହି ସଭାକୁ ପ୍ରତିଷ୍ଠାତା…
ବେଦାନ୍ତ ଆଲୁମିନିୟମ ବିଶ୍ୱ ତମାଖୁ ମୁକ୍ତ ଦିବସ ଅବଶରରେ ଝାରସୁଗୁଡାରେ ତମାଖୁ ମୁକ୍ତ କାର୍ଯ୍ୟକଳାପକୁ ସମ୍ପ୍ରଦାୟ…
ତମାଖୁ ସେବନ ସହିତ ଜଡିତ ବିପଦ ବିଷୟରେ ୩୦୦ରୁ ଅଧିକ ଲୋକଙ୍କୁ ସଚେତନ କରିଛି
ଝାରସୁଗୁଡା, ଓଡିଶା, ୬ ଜୁନ ୨୦୨୬: ପ୍ରତିରୋଧକ ସ୍ୱାସ୍ଥ୍ୟସେବା ଏବଂ ସାମୁଦାୟିକ କଲ୍ୟାଣ ପ୍ରତି ଏହାର ପ୍ରତିବଦ୍ଧତାକୁ ସୁଦୃଢ଼ କରି, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଜିଲ୍ଲା…
ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ।
କେନ୍ଦୁଝର,ତା୬/୬- ବିଶ୍ୱ ପରିବେଶ ଦିବସ, ୦୫ ଜୁନ ୨୦୨୬ ଦିନ ସ୍ଥାନୀୟ ଡି.ଏନ୍. ହାଇ ସ୍କୁଲ ୧୯୭୬ ବ୍ୟାଚର ପୂର୍ବତନ ଛାତ୍ରମାନଙ୍କ ଦ୍ୱାରା “Green Mission 2026” ଅଭିଯାନର ଶୁଭାରମ୍ଭ କରାଯାଇ ବିଭିନ୍ନ ବୃକ୍ଷ ଚାରା ରୋପଣ କରାଯାଇଛି। ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ଆମ ଅଞ୍ଚଳର…
ଅବସର ପରେ ବି ପରିବେଶ ସେବାରେ ଅଗ୍ରଣୀ: ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ ହେଲା ଡୁମେରବାହାଲ ସରକାରୀ ଉଚ୍ଚ…
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡୁମେରବାହାଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟଶ୍ରୀ ବହିଦାର ଗତ ୩୧ ମେ ୨୦୨୬ ତାରିଖରେ ଦୀର୍ଘ ଶିକ୍ଷା ସେବା ପରେ ଅବସର ଗ୍ରହଣ କରିଛନ୍ତି। ତାଙ୍କ…
ପଦ୍ମପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଜାରି: ବିଧାୟିକା ବର୍ଷା ସିଂ ବରିହାଙ୍କୁ ପ୍ରଦାନ କରାଗଲା ଏନ୍ୟୁମେରେସନ…
ରାଜବୋଡାସମ୍ବର ବ୍ଲକରେ ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତରୁ ଅଧିକ ଏନ୍ୟୁମେରେସନ ଫର୍ମ ବଣ୍ଟନ
ପଦ୍ମପୁର:- ପଦ୍ମପୁର ଉପଖଣ୍ଡରେ ଭୋଟର ତାଲିକାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (Special…
କଳାହାଣ୍ଡିର ଲୋକପ୍ରିୟ ଶିଶୁରୋଗ ବିଶେଷଜ୍ଞ ଡା. ପଲ୍ଲବ ପ୍ରଧାନଙ୍କ ପରଲୋକ
ଜିଲ୍ଲାବାସୀଙ୍କ ମଧ୍ୟରେ ଶୋକର ଛାୟା, ରୋଗୀସେବା ପ୍ରତି ତାଙ୍କ ଅବଦାନ ଚିରସ୍ମରଣୀୟ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ତଥା ଅତ୍ୟନ୍ତ ଲୋକପ୍ରିୟ ଚିକିତ୍ସକ ଡା. ପଲ୍ଲବ ପ୍ରଧାନ (ଏମ୍.ଡି.)ଙ୍କ ଅକାଳ ବିୟୋଗ ଖବର…
ନବରଙ୍ଗପୁର ଠାରେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୧୨ ତାରିଖ ରୁ ପ୍ରଦର୍ଶନୀ ଓ ବିଭିନ୍ନ…
ନବରଙ୍ଗପୁର ତା ୬.୬.୨୦୨୬: ଅଶୋକ ସାହୁ,ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧକ୍ଷତାରେ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଏବଂ ସଫଳ ଶାସନ ଓ ବିକାଶ ମୂଳକ ଉପଲବ୍ଧିକୁ ଜନ ସାଧାରଣ ଙ୍କ ନିକଟରେ ପହଞ୍ଚାଇବା ଓ ଜନ ସଂପୃକ୍ତି କାର୍ଯ୍ୟକ୍ରମ ଆୟୋଜନ…