ରବିବାରଠାରୁ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍;୩୨ ଦଳଙ୍କ ଅଂଶଗ୍ରହଣ

ଓଡ଼ଗାଁ, ୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ମିନି ଷ୍ଟାଡିୟମରେ ରଘୁନାଥ ଆଥଲେଟିକ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍) ରବିବାରଠାରୁ ଆରମ୍ଭ ହେବ। ଏହି ପ୍ରତିଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ଟି ଦଳ ଅଂଶଗ୍ରହଣ କରିବେ। ୧୦…

କଲେଜ ଆଗରେ ଭୁଜାଲି ଧରି ଯୁବତୀଙ୍କୁ ଧମକ,ଅଭିଯୁକ୍ତ ଅଟକ ।

କେନ୍ଦ୍ରାପଡ଼ା:୦୬,୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ଡେରାବିଶ ଥାନା ଅନ୍ତର୍ଗତ ଡେରାବିଶ କଲେଜ ସମ୍ମୁଖରେ ଆଜି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ଯୁବକ ଭୁଜାଲି ଧରି ଜଣେ ଯୁବତୀଙ୍କୁ ଧମକ ଦେଇଥିବା ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ଅଞ୍ଚଳରେ ଆତଙ୍କ ଓ ଚର୍ଚ୍ଚାର ପରିବେଶ…

କାଲିମେଳା ବ୍ଲକ ଭେଜଙ୍ଗିଗୁଡା ପଞ୍ଚାୟତରେ କାଳବୈଶାଖୀ ତାଣ୍ଡବ: ବୃଦ୍ଧାଙ୍କ ଘର ଧ୍ୱଂସ*

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: କାଲିମେଳା ବ୍ଲକ ଅନ୍ତର୍ଗତ ଭେଜଙ୍ଗିଗୁଡା ପଞ୍ଚାୟତର MPV-39 ଗ୍ରାମରେ ଗତକାଲି ହୋଇଥିବା କାଳବୈଶାଖୀ ଝଡ଼ରେ ବ୍ୟାପକ କ୍ଷତି ହୋଇଛି। ଏହି ଝଡ଼ରେ ଗ୍ରାମର ବିଜଲୀ ରାଣୀ ବାଇନ (ବୟସ 70)ଙ୍କ ଘର ଉପରେ ବଡ଼ ଗଛ ଭାଙ୍ଗି ପଡ଼ି ଘରଟି ସମ୍ପୂର୍ଣ୍ଣ ଭାବେ…

ମାଥିଲି ବ୍ଲକରେ ପୁଣି ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ବ୍ୟବସ୍ଥା ନେଇ ଆଶଙ୍କା, ଶିକ୍ଷା ପ୍ରଶାସନ ପ୍ରଭାବିତ…

ସ୍ଥାୟୀ BEO ନିଯୁକ୍ତି ପର୍ଯ୍ୟନ୍ତ ବର୍ତ୍ତମାନର କାର୍ଯ୍ୟରତ BEOଙ୍କୁ ଅବ୍ୟାହତ ରଖିବାକୁ ଦାବି। ମାଲକାନଗିରି, ୬/୬(ସୁରେନ୍ଦ୍ର କୁମାର ବେମାଳ): ମାଲକାନଗିରି ଜିଲ୍ଲାର ସର୍ବବୃହତ ମାଥିଲି ବ୍ଲକରେ ନୂତନ ସ୍ଥାୟୀ ବ୍ଲକ ଶିକ୍ଷା ଅଧିକାରୀ (BEO) ଯୋଗଦାନ ନ କରିବା ପର୍ଯ୍ୟନ୍ତ ବର୍ତ୍ତମାନର…

ବଲାଙ୍ଗୀରଠାରେ ଅଧ୍ୟାପକ ମଞ୍ଚ ଗଠିତ

ବଲାଙ୍ଗୀର :୦୫/୦୬ ସ୍ଥାନୀୟ ଯାଦବ ଭବନଠାରେ ଆଜି ସନ୍ଧ୍ୟାରେ ପ୍ରାକ୍ତନ ପ୍ରାଧ୍ୟାପକ ରାମ ଶରଣ ହୋତାଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ଅଧ୍ୟାପକ ମଞ୍ଚ ଗଠନ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଜିଲ୍ଲାର ସରକାରୀ ମହାବିଦ୍ୟାଳୟ, ଯୁକ୍ତ ଦୁଇ, ଯୁକ୍ତ ତିନି, ଅନୁଦାନ ପ୍ରାପ୍ତ…

କୁଲଡିହା ରୁ ଦୁଇ ସଶସ୍ତ୍ର ଶିକାରୀ ଗିରଫ।

ନୀଳଗିରି ; ଗତ ୫ ତାରିଖ ଶୁକ୍ରବାର ରାତି ପ୍ରାୟ ୮,୨୦ ମିନିଟ ସମୟରେ କୁଲଡିହା ଅଭୟରଣ୍ୟ ର ପଞ୍ଚଲିଙ୍ଗେଶ୍ୱର ସେକ୍ସନ ଅନ୍ତର୍ଗତ ଚଟକା (ପାଇଡ଼ପାଣି) ଠାରେ ପ୍ରବେଶ ପଥରେ ଡ୍ୟୁଟି କରୁଥିବା ବେଳେ, ବନ କର୍ମଚାରୀମାନେ ଦୁଇ ଜଣ ଶଶସ୍ତ୍ର ଶିକାରୀ ଙ୍କୁ ଅଟକ ରଖିଥିଲେ। ସେମାନେ ହେଲେ ନୀଳଗିରିର…

ବିରୋଧ ବିରୋଧରେ ବିରୋଧ: କଂଗ୍ରେସ ବିଜେଡ଼ି ମୁହାଁମୁହିଁ

ବଲାଙ୍ଗୀର : ବିକ୍ଷୋଭ ବିରୋଧରେ ବିକ୍ଷୋଭ କଂଗ୍ରେସ ବିଜେଡ଼ି ମୁହାଁମୁହିଁ । ଜଳାଶୟ ପଙ୍କ ଉଦ୍ଧାର ଦୁର୍ନୀତି ହୋଇଥିବା ଅଭିିଯୋଗରେ ଆଜି କଂଗ୍ରେସ ଦଳ ସ୍ଥାନୀୟ ନରସିଂ ବନ୍ଧ ଓ କରଙ୍ଗାକଟା ବନ୍ଧ ଆଡ଼ିରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲା । ଠିକ୍‌ ସେତିକି ବେଳେ ବିଜେଡ଼ି ପକ୍ଷରୁ ଏକ ଦଳ ଆସି…

ଭି. ସି ମାଧ୍ୟମରେ ମାତୃ ସ୍ୱାସ୍ଥ୍ୟ ଉପରେ ତାଲିମ କାର୍ଯ୍ୟକ୍ରମ

ଜିଲ୍ଲାର ୪ ହଜାରରୁ ଉର୍ଦ୍ଧ କ୍ଷେତ୍ର କର୍ମଚାରୀ ସାମିଲ । କେନ୍ଦ୍ରାପଡ଼ା:୦୬.୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ତତ୍ତ୍ୱାବଧାନରେ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ମାତୃ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କେନ୍ଦ୍ରାପଡ଼ାର ମିଳିତ…

ଓଡ଼ିଶା ମେଟାଲିକ୍ସ ବିରୋଧରେ ନୂଆ ଅଭିଯୋଗ, ସ୍ୱଚ୍ଛ ତଦନ୍ତ ଦାବିରେ ଜନପ୍ରତିନିଧି

ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ମରାକୁଟା ଅଞ୍ଚଳରେ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍‌ ଦ୍ୱାରା କଥିତ ବେଆଇନ ଗଭୀର ନଳକୂପ ଓ ଇନ୍‌ଟେକ୍ ୱେଲ୍‌ ନିର୍ମାଣକୁ ନେଇ ବିବାଦ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ଗଠିତ ଜନପ୍ରତିନିଧି କମିଟିର ସଦସ୍ୟମାନଙ୍କୁ ତଦନ୍ତ ପ୍ରକ୍ରିୟାରୁ ଦୂରେଇ…

ମେଲଚ୍ଛାମୁଣ୍ଡା ପୋଲିସ କୁ ସଫଳତା: କାର ସହ ବିପୁଳ ପରିମାଣ ର କଫ ସିରଫ ଜବତ: ଜଣେ ଗିରଫ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଭୁବନେଶ୍ବର ରୁ ପାଇକମାଳ ଅଭିମୁଖେ ଚାଲାଣ ହେଉଥିବା କଫ ସିରଫ କୁ ଜବତ କରିଛି ମେଲଚ୍ଛାମୁଣ୍ଡା ପୋଲିସ। ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ମେଲଚ୍ଛାମୁଣ୍ଡା ଥାନା ଅଧିକାରୀ ମନୋହର ଚଦ୍ର ପ୍ରଧାନ ଖବର ପାଇ ଘେଁସ ଛକ ଠାରେ ଟିମ ସହ ଜଗିଥିବା ସମୟରେ ସୋହେଲା ପଟରୁ…