ଜନଗଣନା ସଚେତନତା ରଥ ର ଶୁଭାରମ୍ଭ

ଜଗତସିଂହପୁର,ତା-୦୬.୦୪.୨୦୨୬/ସୁମନ୍ତକୁମାରଦାସ:  ଗଣନା ସମୟରେ ସଠିକ ଓ ନିର୍ଭୁଲ ତଥ୍ୟ ଦେବାପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ।ଜଗତସିଂହପୁର ଜିଲ୍ଲାରେ ଆସନ୍ତା ଜନଗଣନା–୨୦୨୭ର ପ୍ରଥମ ପର୍ଯ୍ୟାୟ ହାଉସ ଲିଷ୍ଟିଂ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜନଗଣନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି।ଏହି…

ନାଉଗାଁ ବ୍ଲକ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର, ତା ୦୬.୦୪.୨୦୨୬/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ନାଉଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଉପରିସ୍ଥ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି…

ଗଜପତି ଜିଲ୍ଲାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ସ୍ଥଳୀ ଗୁଡ଼ିକରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

https://youtu.be/CnDMtRUSrN0 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ଗଜପତି ପକ୍ଷରୁ ଷଷ୍ଠ ଦିନରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି (ସୋମବାର) ଜିଲ୍ଲାର ବିଭିନ୍ନ ଦେବାଳୟ ,ଐତିହ୍ୟ ସ୍ଥଳୀ ଓ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ…

ଓଡ଼ିଆପକ୍ଷ ପାଳନ ଅବସରରେରେ ଏନ୍ଏସି ର ବିଭିନ୍ନ ୱାର୍ଡରେ ସ୍ୱଚ୍ଛ ଓଡ଼ିଶାଦିବସ ପାଳିତ।

ନୀଳଗିରି- ୬/୪: ନୀଳଗିରି ବିଜ୍ଞାପିତ ଅଞ୍ଚଳପରିଷଦ ପକ୍ଷରୁ ଓଡ଼ିଆପକ୍ଷ ପାଳନ ଅବସରରେ ବିଭିନ୍ନ ୱାର୍ଡରେ ସ୍ୱଚ୍ଛ ଓଡ଼ିଶାଦିବସ ପାଳିତ ହୋଇଯାଇଛି।ନୀଳଗିରି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଂଶୁମାନ ପରିଡ଼ାଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆଜି ସକାଳେ ନୀଳଗିରି ଜଗନ୍ନାଥମନ୍ଦିର…

ବିଜେପୁର ଅଞ୍ଚଳରେ ପ୍ରବଳ କରା ମାଡ଼, ଚାଷୀ ଆତଙ୍କିତ

ବିଜେପୁର୦୬/୦୪-ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳରେ କୁଆପଥର ବୃଷ୍ଟି ହେବାରୁ ଶହ ଶହ ଏକର ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ତୀବ୍ର ବେଗରେ ପବନ ଓ ବର୍ଷା ସହ କରାମାଡ଼ ହୋଇଥିବାରୁ ଚାଷୀର ଅଣ୍ଟା ଭାଙ୍ଗିପଡ଼ିଚି । ସନ୍ଧ୍ୟାରେ ଆକାଶ ହଠାତ୍ ଘନ ମେଘାଚ୍ଛନ୍ନ ହୋଇ ବାତ୍ୟା ବର୍ଷା ଆରମ୍ଭ…

ଅବୈଧ ଇଟା ଭାଟି ଉପରେ ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ

ବାଲେଶ୍ୱର: ପ୍ରଶାସନ ଦ୍ୱାରା ଧାରା ୧୬୩ BNSS ଉଲ୍ଲଂଘନ କରିଥିବା ଦୁଇଟି ଚିମ୍ନି ଇଟା ଭାଟି—ବେଗୁନିଆ ଛକ, ହରିପୁର (ରେମୁଣା ତହସିଲ) ର Gold Bricks ଏବଂ ନଗ୍ରମ୍ RI ସର୍କଲ, ମୌଜା କାଳୀପୁର (ସଦର ତହସିଲ) ର Steel Bricks—କୁ ଭଙ୍ଗାଯାଇଛି।ନିଷେଧ ସତ୍ତ୍ୱେ ଇଟା ପୋଡ଼ା କାର୍ଯ୍ୟ ଚାଲୁ ରଖି…

ଇନ୍‌ଟାକ କେନ୍ଦୁଝର ଚାପ୍ଟର ବୈଠକ ଅନୁଷ୍ଠିତ।

 କେନ୍ଦୁଝର କଳା, ସଂସ୍କୃତି ଐତିହ୍ୟ ସୁରକ୍ଷା ଲାଗି ଅନେକ ପଦକ୍ଷେପ ସମ୍ପର୍କରେ ଆଲୋଚନା।            କେନ୍ଦୁଝର,ତା୬/୪- କେନ୍ଦୁଝର ରୋଟାରୀ ଭବନରେ କଳା, ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ଲାଗି କାର୍ଯ୍ୟ କରୁଥିବା ବୃହତ ସଂଗଠନ ଇନ୍‌ଟାକ, କେନ୍ଦୁଝର ଚାପଟରର ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଚଳିତ ମାସ ଶେଷ ସୁଦ୍ଧା ସ୍ଥାୟୀ କୁଳପତି ନିଯୁକ୍ତି ନହେଲେ ରାଜରାସ୍ତାକୁ ଓହ୍ଲାଇବୁ: ବିଜେଡି

ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରୁ ୧୪ଟିରେ ସ୍ଥାୟୀ କୁଳପତି ନଥିବା ପ୍ରସଙ୍ଗ ଗୌରୀକିକରଣ ଉଦ୍ୟମର କୁପରିଣାମ କୁଳପତି ମରୁଡି ୧୪ଟି ସ୍ଥାୟୀ କୁଳପତି ସମେତ ୧୪୦୦ ଅଧ୍ୟାପକ ପଦବୀ ଖାଲି ଓଡ଼ିଆ ବିଶ୍ୱବିଦ୍ୟାଳୟରେ କୁଳପତି ସମେତ ସମସ୍ତ ୨୧ ଅଧ୍ୟାପକ ପଦବୀ ଖାଲି…

ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ଧୂମଧାମରେ ପାଳନ କରିବାକୁ ନିଷ୍ପତ୍ତି।

 ଏସସି,ଏସଟି,ଓବିସି ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।      କେନ୍ଦୁଝର,ତା୬/୪, ଆଜି ସ୍ଥାନୀୟ ଭୂୟାଁ ସାଂସ୍କୃତିକ ଭବନ ଠାରେ ଆଗାମୀ ଏପ୍ରିଲ ୧୪ ତାରିଖ ଦିନ ବାବା ସାହେବ ଡ଼କ୍ଟର ବି ଆର ଆମ୍ବେଦକରଙ୍କ ପୁଣ୍ୟ ଜନ୍ମ ଜୟନ୍ତୀ ପାଳନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ…