Sign in
Sign in
Recover your password.
A password will be e-mailed to you.
ପାଠକ ଲିଙ୍କ କୁ ନେଇ ସମ୍ବଲପୁର ରେ ଭିଜିଲାନ୍ସ ଯାଞ୍ଚ ।
ରମାକାନ୍ତ ବିଶ୍ବାଳ /ସମ୍ଵଲପୁର- ରାଜ୍ୟ ରେ ବହୁ ଚର୍ଚ୍ଚିତ ପାଠକ କେସ ଲିଙ୍କକୁ ନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଆଜି ସହରର ବିଭିନ୍ନ ବେଙ୍କରେ ଯାଞ୍ଚ ଆରମ୍ଭ କରାଯାଇଛି । ସମ୍ବଲପୁର ରେ ପାଠକ ଙ୍କ ନାରେ କୋଣସି ବ୍ୟାଙ୍କ ରେ ଆକାଉଣ୍ଟ ଅଛି ନା ନାହିଁ ସେନେଇ ତଦନ୍ତ ଆରମ୍ଭ ହୋଇଛି…
ପୋଲିସ ବିଭାଗରେ ଜରୁରୀ ସେବା ପାଇଁ ସିଙ୍ଗଲ ଉଇଣ୍ଡୋ : ସବୁ ପାଇଁ ଗୋଟିଏ ନମ୍ବର 112
ତ୍ବରିତ ସେବା ପାଇଁ ୧୦୯୮ଟି ପଦବୀ ମଧ୍ୟ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର, ତାହା ହେଉଛି ୧୧୨ । ଏହା ତୁରନ୍ତ କାର୍ଯ୍ୟକାରୀ ହେବ । ପୋଲିସ ଆମ୍ବୁଲାନ୍ସ, ଦମକଳ ତଥା ମହିଳା ହେଲ୍ପ…
ରାମସାଗର ବନ୍ଧ ରେ ପୁଣି ଆରମ୍ଭ ହେଲା ନୌକାବିହାର l
ସମ୍ବଲପୁର,( ରମାକାନ୍ତ ବିଶ୍ବାଳ)- ସହରର କେନ୍ଦ୍ରସ୍ଥଳୀ ରେ ଥିବା ରାମସାଗର ବନ୍ଧ ରେ ସୋମବାର ବୋଟିଂ ସେବା କୁ ସମ୍ବଲପୁର ମହାନଗର ନିଗମର କମିଶନର ଅନିରୁଦ୍ଧ ପ୍ରଧାନ ଉଦଘାଟନ କରିଛନ୍ତି। ପୁର୍ବାୂହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବୋଟିଂ ସୁବିଧା ଉପଲବ୍ଧ ହେଉ ଥିବାବେଳେ ଜଣପିଛା…
“ଜ୍ୟୋତି” ଅନୁଷ୍ଠାନ ର ୩୩ ତମ ପ୍ରତିଷ୍ଠା ଦିବସ l
ସମ୍ବଲପୁର (ରମାକାନ୍ତ ବିଶ୍ବାଳ) - ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ "ଜ୍ୟୋତି"ଅନୁଷ୍ଠାନ ର ୩୩ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜ୍ୟୋତି ର ସଭାପତି ଡ଼ଃ ପରେଶ୍ ଚନ୍ଦ୍ର ଦାନୀ ଙ୍କ ଅଧ୍ୟକ୍ଷତା ରେ ହୁମା ସ୍ଥିତ ବୀର ସୁରେନ୍ଦ୍ର ସାଏ ଜରା ନିବାସ ଏବଂ ମାନେଶ୍ୱର ସ୍ଥିତ ମାଁ…
ମାଣିତରାରେ ବିଶ୍ଵ ଏଡସ୍ ଦିବସ ପାଳିତ
ବୁଗୁଡା : (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ୱ ଏଡସ ଦିବସ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି।ଏଥିରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର…
ଠକାମିର ଶିକାର ହେବାରୁ ବଞ୍ଚିଗଲେ ଚାଷୀ, ଦୀପାଙ୍କ ତତ୍ପରତା ଯୋଗୁଁ ଗାଁ ଛାଡି ଠକ ଛୁ
ଷ୍ଟେଟ ବ୍ୟାଙ୍କରେ ଡ୍ରାଫ୍ଟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ
ବରଗଡ଼ : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ,ପଦ୍ମପୁର ଏବଂ ଝାରବନ୍ଧ ବ୍ଲକର ଚାଷୀମାନେ ଡିପ ବୋରୱେଲ ଖୋଲିବା ପାଇଁ ବାରମ୍ବାର ଶୋଷଣର ଶିକାର ହେଉଥିବା ଦେଖାଯାଇଛି.ଅନ୍ୟ ବର୍ଷ ଭଳି ଏବର୍ଷ ମଧ୍ୟ ୟୁନିୟନ ବ୍ୟାଙ୍କରେ…
ବାଲିପଦରରେ ସ୍ୱଚ୍ଛତା ରାଲି ଓ ଶପଥ ପାଠ
ବୁଗୁଡା: : (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଗଂଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦରରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ସ୍ୱଚ୍ଛତା ରାଲି କାର୍ଯ୍ୟକ୍ରମ ବୁଗୁଡା ବିଡିଓ ତନ୍ମୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାଲିପଦରକୁ ଏକ ସ୍ୱଚ୍ଛ ସୁନ୍ଦର ଗ୍ରାମ ଭାବେ ଗଢିବା…
ଦୁଇ ବାଇକ ମୁହାଁମୁହିଁ,ଦୁଇ ଚାଳକ ଗୁରୁତର
ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ଥାନା ଅନ୍ତର୍ଗତ ବୁଗୁଡା ଓ ବିରଞ୍ଚିପୁର ମଧ୍ୟରେ ମୁଖ୍ୟ ସଡ଼କରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଦୁଇ ବାଇକ ଚାଳକ ଗୁରୁତର ଆହତ ହୋଇ ବୁଗୁଡା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର…
ମଥୁରାରେ ଝାଡୁ ମାରିଲେ ବିଡ଼ିଓ ।
ପୋଲସରା:-(ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ସମାଜର କଲ୍ୟାଣ ଓ ପ୍ରତ୍ୟେକ ଟି ଗାଁର ପାରିପାର୍ଶ୍ବିକ ସ୍ବଛତା କୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଗୁଡାଏ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆମ ସ୍ବାଭିମାନ ସ୍ବଛ ଗଂଜାମ କୁ ମାନ୍ୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ…
ସମ୍ବିତ ପାତ୍ର କ୍ଷମା ମାଗନ୍ତୁ ଅବା ପ୍ରମାଣ ଦିଅନ୍ତୁ, ନହେଲେ ଅଦାଲତକୁ ଯିବୁ ।
ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ରାଜନୀତିରେ ଥିବା ବ୍ୟକ୍ତିବିଶେଷଙ୍କ ନୈତିକତକୁ ନେଇ ବିଜେଡ଼ି-ବିଜେପି ଉପରେ ବର୍ଷିଲେ ନିରଞ୍ଜନ
" ନୈତିକ ସାହସ ଅଛି ତ ଅରୁଣ ସାହୁଙ୍କ ବଦଳରେ ମୁଖ୍ୟମନ୍ତ୍ରୀଙ୍କର ଇସ୍ତଫା ଦାବି କରୁ ବିଜେପି "
"ଦୀର୍ଘ ୨୦ବର୍ଷ ଭିତରେ ଓଡ଼ିଶାରେ ବହୁ ଗୁରୁତ୍ୱପୂର୍ଣ୍ଣ…