ଗୋଲାମୁଣ୍ଡା : ପାଣି ସମସ୍ୟାକୁ ନେଇ ରାସ୍ତା ଅବରୋଧ 

ଗୋଲାମୁଣ୍ଡାବ୍ଲକ ରୁ ନହୁସ ବାଗ : ଦୀର୍ଘ ଦିନଧରି ପାଣି ସମସ୍ୟା ଉପରେ ପ୍ରଶାସନକୁ ଅନେକ ଦାବିପତ୍ର ଦେବା ସତ୍ୱେ ପୂରଣ ନ ହେବାରୁ ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡଙ୍ଗରିଗୁଡା ଗ୍ରାମବାସୀ ଗୋଲାମୁଣ୍ଡାରୁ କେଗାଁ ଯାଉଥିବା ରାସ୍ତାଉପରେ ଶହଶହ ସଂଖ୍ୟାରେ ଜମାହୋଇ ରାସ୍ତା ଅବରୋଧ…

ପଦୁଅଁ ଉପରେ ଭାରି ପଡିଲେ ନୃସିଂହ-ବିଜୟ ଯୋଡି

ପର୍ଜଙ୍ଗ(ଶାସକ ପ୍ରଶାସକ):ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ  ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲା ପରିଷଦ କୋଡିଏ ନମ୍ବର ଜୋନ୍ ଉପ -ନିର୍ବାଚନରେ ଉଡିଲା ବିଜେଡି ବାନା | ବିଜେପି ଉପରେ ଭାରି ପଡିଲେ ନୃସିଂହ-ବିଜୟ ଯୋଡି | ବିଜେପି ହାତରେ ଥିବା ଆସନକୁ ନିଜ ପକ୍ଷକୁ ଆଣିବା ସହିତ ଏକ…

ଯୁବ ବିକାଶ ପରିଷଦର ଆମରଣ ଅନଶନକୁ ସମର୍ଥନ ଦେଲା ପ୍ରେସ ୟୁନିୟନ, ରାୟଗଡ 

ରାୟଗଡରେ ସୁପର୍ ସ୍ପେଶିଆଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ଦାବୀରେ ୧୦୦ ଘଣ୍ଟିଆ ଆମରଣ ଅନଶନ  ରାୟଗଡ(ସରୋଜ କୁମାର ସାହୁ) -ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସୁପର୍ ସ୍ପେଶିଆଲିଟି ହସ୍ପିଟାଲ ସହ ରାୟଗଡା ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବୀର ଆଜି ଚତୁର୍ଥ ଦିନ । ଦୀର୍ଘ ବର୍ଷ…

ସ୍କୁଲ ନିର୍ଦ୍ଦେଶକଙ୍କ ପୁଅଙ୍କ ମୃତଦେହ ମିଳିଲା କୋଠରୀରୁ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ସହରର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଥେନ ଥୋମାସର ନିର୍ଦ୍ଦେଶକଙ୍କ ୨୯ ବର୍ଷ ବୟସ୍କ ପୁଅ ପ୍ରବୀଣ ଡାନିଏଲଙ୍କ ମୃତ ଦେହ ତାଙ୍କ କୋଠରୀରୁ ମିଳିଛି। ସୂଚନାନୁଯାୟୀ, ପରିବାରର ଲୋକଙ୍କ ଅନୁସାରେ ବିଷାକ୍ତ ବାଷ୍ପର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି।  ଜଣେ…

ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ଟାକ୍ସଫୋର୍ସ ଗଠିତ

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଝାରସୁଗୁଡ଼ା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇ ଏକ ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ସମ୍ବନ୍ଧୀୟ ଟାକ୍ସଫୋର୍ସ ଗଠିତ ହୋଇଯାଇଛି। …

ଗଜପତିରେ ଶିଶୁ ସମ୍ପର୍କ ଯାତ୍ରା ରଥର ଶୁଭାରମ୍ଭ

http://www.youtube.com/watch?v=tvsSvZkM9cI   ସପ୍ତାହେ ଧରି ଜିଲ୍ଲାର ଜନସାଧାରଣଙ୍କୁ ଶିଶୁ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ   "ଶିଶୁ…

ପ୍ରସ୍ତାବିତ ନିର୍ବାଚନରୁ ବିରତ ରୁହ

କୋରାପୁଟ ଜିଲ୍ଲାପାଳ ବିଜୟନଗରମ ଜିଲ୍ଲାପାଳଙ୍କୁ ଲେଖିଲେ ପତ୍ର କୋରାପୁଟ : ସମ୍ପ୍ରତି ମାମଲା ସୁପ୍ରିମ କୋର୍ଟରେ  ବିଚାରାଧୀନ ଥିବାବେଳେ  ଓଡ଼ିଶାର କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଟାଙ୍ଗୀ ବ୍ଲକ୍ର କୋଟିଆ ପଂଚାୟତ ରେ ପ୍ରସ୍ତାବିତ ନିର୍ବାଚନରୁ ବିରତ ରହିବା ପାଇଁ କୋରାପୁଟ ଜିଲ୍ଲାପାଳ ଅବଦଲ…

ଅନଲାଇନ୍ ବିଲଡିଂ ପ୍ଲାନ୍ ମଞ୍ଜୁରୀ ବ୍ୟବସ୍ଥାର ଶୁଭାରମ୍ଭ

 http://www.youtube.com/watch?v=FLvfrClU_I8  ଭୁବନେଶ୍ୱର, (ଶାସକ ପ୍ରଶାସକ) : ୫-ଟି ପଦକ୍ଷେପ ଅନ୍ତର୍ଗତ ଆଉ ଏକ ପରିବର୍ତ୍ତନଶୀଳ ପଦକ୍ଷେପ, ସ୍ଥାୟୀ ସହରୀ ସେବା ଅଧୀନରେ ଥିବା ଅନ୍‍ ଲାଇନ୍‍ ବିଲ୍ଡିଂ ପ୍ଲାନ ଆପ୍ରୁଭାଲ ସିଷ୍ଟମ (ଓବିପିଏଏସ୍‍)କୁ ଆଜି ପଞ୍ଚାୟତିରାଜ, ପାନୀୟଜଳ,…

ଝାରବନ୍ଧରେ କୋଟି ଟଂକାର ରୋଜର ପେ’ରେ ହଡପ, ଅନଶନରେ ଯୁବ ସମାଜସେବୀ

ଝାରବନ୍ଧ : ଝାରବନ୍ଧ ଠାରେ ଥିବା ଅମଠି ଷ୍ଟେଟ ବ୍ୟାଂକ ଶାଖାରୁ ରୋଜର ପେ' ଜରିଆରେ କୋଟି କୋଟି ଟଂକା ହଡପ ହୋଇଥିବା ଦ୍ବାରା ଉପଭୋକ୍ତାମାନେ କ୍ଷତିର ସମ୍ମୁଖିନ ହୋଇଥିଲେ।ବ୍ୟାଂକ ଉଚ୍ଚ ପଦସ୍ଥ ଅଧିକାରୀଂକ ଦୃଷ୍ଟି ଆକର୍ଷଣ କରିଥିଲେ।କିନ୍ତୁ କୌଣସି ପଦକ୍ଷେପ ନେଇ ନ ଥିଲେ।ତେଣୁ ଯୁବ ସମାଜସେବୀ…

ପିକଅପ ଭ୍ୟାନ ସହ ଶାଳ କାଠ ଜବତ , ୨ ଗିରଫ 

ମୋହନା(ଏସ୍. ତ୍ରିପାଠୀ)-ଗଜପତି ଜିଲ୍ଲା ଅଡବା ଥାନା ଏସ୍‌ଆଇ ଚନ୍ଦନ ଦାସ ଓ ପୁଲିସ କର୍ମଚାରୀ ପାଟ୍ରୋଲିଙ୍ଗ କରୁଥିବା ବେଳେ ବଜାର ଛକ ନିକଟରୁ ଏକ ମହିନ୍ଦ୍ରା ପିକଅପ ଭ୍ୟାନକୁ ଜବତ କରିଛନ୍ତି |  ଗାଡ଼ିରୁ ରୁ ୬୯.୭୪ ଘନଫୁଟ ଶାଳ ସାଇଜ କାଠ ଓ ୮୧୦ ଘନଫୁଟ ପିଆଶାଳ ସାଇଜ କାଠ ଜବତ କରିବା ସହ …