Sign in
Sign in
Recover your password.
A password will be e-mailed to you.
ଭିଜିଲାନ୍ସ ଯନ୍ତାରେ ଉପଜିଲ୍ଲାପାଳ କାର୍ଯ୍ୟାଳୟର ମହିଳା ବରିଷ୍ଠ କିରାଣୀ
ଭୁବନେଶ୍ୱର ( ଶାସକ ପ୍ରଶାସକ) ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତ୍ସିଂହପୁର,ସବ୍-କଲେକ୍ଟର ଅଫିସର ସିନିୟର ଆସିଷ୍ଟାଣ୍ଟ ସଂଯୁକ୍ତା ଦାସ ଭିଜିଲାନ୍ସ ଜାଲରେ ଫସିଛନ୍ତି | ଆଜି ଏକକାଳୀନ ଚାରୋଟି ଜାଗାରେ ରେଡ କରିଛି ଭିଜିଲାନ୍ସ କଟକ ଡିଭିଜନ୍ | ସଂଯୁକ୍ତାଙ୍କ ତରିକୁନ୍ଦ ସାତପୁରା…
ରେଲୱେ ଠିକାଦାର ଙ୍କ ବେପରୁଆ ମନୋଭାବ, ନିଆଁ ଲାଗି ୧ ଏକର ଧାନ ଫସଲ ପୋଡି ନଷ୍ଟ l
ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ଶାସନ ଥାନା ପରଧିଆପାଲି ଗ୍ରାମର ଚାଷୀ ଉପେନ୍ଦ୍ର ପ୍ରଧାନ ଛତରଗଡା଼ ମୌଜାରେ ଥିବା ୧ ଏକର ଜମିରେ ଧାନ ଚାଷ କରିଥିଲେ। ଆଜି ସକାଳୁ ଏକ ହାରଵେଷ୍ଟର ଧରି ଧାନ କାଟି ବାକୁ ଯିବା ବେଳକୁ ଉକ୍ତ ଜମିରେ ନିଆଁ ଲାଗି ଏହି ୧ ଏକର ଜମିର ଧାନ ଫସଲ ପୋଡି ପାଉଁଶ…
ବିଶ୍ବ ଏଡ୍ସ ଦିବସ ଉପଲକ୍ଷେ ବେଦାନ୍ତ ଲାଞ୍ଜିଗଡ ତରଫରୁ ଜନ ସଚେତନତା କାର୍ଯ୍ୟକ୍ରମ
ଲାଞ୍ଜିଗଡ଼/ଶାସକ ପ୍ରଶାସକ : ଭାରତର ପ୍ରମୁଖ ଆଲୁମିନା ଉତ୍ପାଦନକାରୀ ସଂସ୍ଥା ବେଦାନ୍ତ ଲାଞ୍ଜିଗଡ଼ ତରଫରୁ ବିଶ୍ବ ଏଡ୍ସ ଦିବସ ପାଳନ ଅବସରରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିI କଳାହାଣ୍ଡି ତଥା ରାୟଗଡା ଜିଲ୍ଲାର ୫୦ଟି ନନ୍ଦ ଘର ମାନଙ୍କରେ କ୍ଲଷ୍ଟର- ସମନ୍ଵୟକମାନେ ୪୦୦ ଜଣ…
ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଶିଳ୍ପୀ ବୃନ୍ଦାବନ ମହାରଣାଙ୍କୁ “ଶିଳ୍ପୀ ସମ୍ବର୍ଦ୍ଧନା” l
ସମ୍ବଲପୁର (ରମାକାନ୍ତ ବିଶ୍ବାଳ)- ଓଡ଼ିଶା ଲଳିତ କଳା ଏକାଡେମୀର ଧର୍ମପଦ ପୁରସ୍କାର ପ୍ରଦାନ ସମାରୋହ ରେ ରବିବାର ଚଳିତ ବର୍ଷ ଶିଳ୍ପୀ ବୃନ୍ଦାବନ ମହାରଣାଙ୍କୁ "ଶିଳ୍ପୀ ସମ୍ବର୍ଦ୍ଧନା" ପ୍ରଦାନ କରାଯାଇଛି l ଭୁବନେଶ୍ବର ସାଂସ୍କୃତିକ ଭବନ ସମାରୋହ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ…
ଦେଶରେ ପ୍ରଥମ ବିଶ୍ୱସ୍ତରୀୟ ପ୍ରିମିୟମ ଗ୍ରେଡ୍ ପେଟ୍ରୋଲ ‘ଅକ୍ଟେନ ୧୦୦’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଦେଶରେ ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର– ଦେଶର ଲୋକମାନଙ୍କ ଜୀବନକୁ ସହଜ କରିବା ପାଇଁ ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମଙ୍ଗଳବାର…
ଏମ୍ଏନଜୀଏଲର ୧୦୦ତମ ସିଏନଜି ଷ୍ଟେସନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ
ଆଗାମୀ ଦିନରେ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ସହ ୫ କୋଟି ପିଏନଜି ସଂଯୋଗ ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ
ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ସିଜିଡି ସଂସ୍ଥା ଏବଂ ତୈଳ କମ୍ପାନୀଙ୍କୁ ଅଧିକ ପରିଶ୍ରମ କରିବାକୁ ଆହ୍ୱାନ
ମହାରାଷ୍ଟ୍ର ନାସିକର ପାଥରାଡ଼ି ଠାରେ ଏଲଏନଜି/ସିଏନଜିର…
ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଡସ ସଚେତନତା ଦିବସ ପାଳିତ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ବ ଏଡସ ଦିବସ ପାଳିତ ହୋଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଵିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଝାରସୁଗୁଡ଼ା ମୂଖ୍ୟ ଚିକିତ୍ସାଳୟରେ ସିଡିଏମଓ ଜଗଦୀଶ ଚନ୍ଦ୍ର ବାରିକଙ୍କ…
ବିଜୁ ଜନତା ଦଳର କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ାର ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି ବିଜୁ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ତରଫରୁ ଓଡ଼ିଶା ମୋ ପରିବାରର ସୌଜନ୍ୟରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ଉଦଘାଟନ 'ଜୀବନ ବିନ୍ଦୁ' ର…
ସାମାଜିକ ପରମ୍ପରା ନୁହେଁ, ସନ୍ତାନର କର୍ତ୍ତବ୍ୟ ସବୁଠାରୁ ବଡ଼।
ବାପାଙ୍କ ମୃତଦେହକୁ କାନ୍ଧରେ ବୋହିନେଲେ ଚାରି ଝିଅ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ସମାଜ ତିଆରି କରିଥିବା ନୀତିନିୟମ ମଣିଷର ଉପକାର ପାଇଁ ହେବା ଉଚିତ୍। ମାତ୍ର ଅନେକ ସମୟରେ ଏହି ନୀତିନିୟମ ଲୋକଙ୍କ ପାଇଁ ଭୀଷଣ ସମସ୍ୟା ଭାବରେ ଠିଆ ହୁଅନ୍ତି। ବାପ ମଲା ପରେ ପୁଅ ବା ପୁରୁଷ ଲୋକ ହିଁ…
” ଭକ୍ତି ନୈବେଦ୍ୟ” ୟୁ ଟ୍ୟୁବ ଚାନେଲରେ ହିନ୍ଦୀ ଓ ଓଡ଼ିଆ ଭଜନ ଉନ୍ମୋଚନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପୁରାତନ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପରିସରରେ ହିନ୍ଦୀ ଓ ଓଡ଼ିଆ ଭଜନ ଭିଡିଓର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ ମୁଖ୍ୟ ଅତିଥି…