Sign in
Sign in
Recover your password.
A password will be e-mailed to you.
ରେଢାଖୋଲ ବନଖଣ୍ଡରେ ଜନ୍ତୁ ଶିକାର ଘଟଣା: ୨ ଶିକାରୀଙ୍କୁ କୋର୍ଟ ଚାଲାଣ
( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ / ଅନିଲ ପୁଷ୍ଟି ): ସମ୍ବଲପୁର ଜିଲ୍ଲା ରେଢାଖୋଲ ବନବିଭାଗ ବଡବାହାଳ ରେଞ୍ଜ ଅଂଚଳରୁ ହରିଣ ସିଙ୍ଘ, ଚମଡା, ଦେଶୀବନ୍ଧୁକ, ଫାସ ଜାଲ ଆଦି ଜବତ କରିବା ସହ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ ରେଢାଖୋଲ ଏସ୍ଡିଜେଏମ୍…
ରୋଗାକ୍ରାନ୍ତ ବିନୋଦ ଙ୍କୁ ସହାୟତାର ହାତ ବଢ଼ାଇଲେ ସମାଜସେବୀ
ଭଞ୍ଜନଗର ( ନିଲୁ ବିଷୋୟୀ ) - ରୋଗ ଶଯ୍ୟା ରେ ପଡି ଆଜକୁ ୨ ବର୍ଷ ହେବ ଛଟପଟ ହେଉଥିବା ଭଞ୍ଜନଗର ବ୍ଳକ ଲାଲସିଂ ଗ୍ରାମର ବିନୋଦ କୁମାର ସାହୁ ଙ୍କ ପରିବାର କୁ ସମାଜସେବୀ ସନତ କୁମାର ସାହୁ, ଶୂଳପାଣି ଶତପଥୀ ଓ ପଞ୍ଚାନନ ପାଳ ସହାୟତାର ହାତ ବଢ଼ାଇଛନ୍ତି । ସେମାନେ ବିନୋଦଙ୍କ ଘରକୁ ଯାଇ ଏକ ମାସର…
ସ୍ୱାଧୀନତାର ୭୨ ବର୍ଷ ପରେ ହେବ ଅଙ୍ଗ ନଦୀ ଉପରେ ପୋଲ
"ଶାସକ ପ୍ରଶାସକ"ର ଖବର ଓ ଦୀପାଙ୍କ ଟୁଇଟ ପରେ ସାକାର ହେବ ନିଲାଥର ଗ୍ରାମବାସୀଙ୍କ ସ୍ବପ୍ନ
ପଦ୍ମପୁର : ଆମେ ଲୋକଙ୍କ ଭଲକାମକୁ ପ୍ରଶଂସା କରିବା ସହ ନିଲାଥର ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନଭେମ୍ବର ୯ ତାରିଖରେ ଏକ ଖବର ପରିବେଷଣ କରିଥିଲୁ | ସେ…
“ଘରେଘରେ ଅରୁଣିମା’ କ୍ୟାଲେଣ୍ଡର ସବୁ ଜିଲ୍ଲାକୁ ପ୍ରେରଣ : ଏଥର “ଯାନବାହାନ”
ଡିସେମ୍ବର ମାସ ପାଇଁ ପ୍ରାକ ବିଦ୍ୟାଳୟ ଶିଶୁମାନଙ୍କର ଯାନବାହନ ସଂପର୍କିତ ଜ୍ଞାନ ଆହରଣ
ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିଥିବା ସମୟରେ ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କ ସୃଜନଶୀଳ ବିକାଶ ପାଇଁ ଅପ୍ରେଲ…
ପାଳ ଗଦାରେ ଲାଗିଲା ନିଆଁ ।
ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗଡ଼ଭାଟି ଗ୍ରାମରେ ପାଳ ଗଦାରେ ଲାଗିଲା ନିଆଁ ,ଅଳ୍ପକେ ବର୍ତୀଲା ଅନ୍ୟ କୃଷକଙ୍କ ପାଳଗଦା । ନିଜ ଗୃହପାଳିତ ପଶୁଙ୍କୁ ଗୋଟିଏ ବର୍ଷ ଯାଏଁ ଖୁଆଇବା ପାଇଁ ଅତି ଜତନରେ ପାଳକୁ ସାଇତି ରଖିଥିଲେ କୃଷକ ବନମାଳୀ ବାରିହା । ହେଲେ ଆଜି 4 ଟାରେ କିପରି କେଜାଣେ…
ଏକାମ୍ରକ୍ଷେତ୍ର ପ୍ରକଳ୍ପ କାମ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ
http://www.youtube.com/watch?v=G3T4RoPRTNw
ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ଖୁବ ଶୀଘ୍ର
ଭୁବନେଶ୍ବର(ଶାସକ ପ୍ରଶାସକ) : ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ…
ବ୍ଲୁ ଫ୍ଲାଗ୍ ମାନ୍ୟତା ଓ ଗ୍ଲାମ୍ପିଂ ଦ୍ୱାରା ଓଡ଼ିଶା ପର୍ଯ୍ୟଟନର ମାନ ବୃଦ୍ଧି ହେବ
ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ପୁରୀ ବ୍ୟତିତ ଆଉ ୫ଟି ସମୁଦ୍ରକୂଳକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ତଥା ଗ୍ଲାମ୍ପିଂ ଯୋଜନା ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ମାନ ବୃଦ୍ଧି ପାଇବ ବୋଲି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଓଡ଼ିଶା ପର୍ଯ୍ୟଟନ ନୀତି ୨୦୧୬ରେ ଏହି ସବୁ…
ପଟିଆ ଓ ଶହିଦ ନଗରରେ ରୁଚି ଫ୍ରଜିଟର ଆଉଟଲେଟ ଉଦଘାଟିତ
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ପଟିଆ ଓ ଶହିଦ ନଗର ଠାରେ ଓଡ଼ିଶାର ଅଗ୍ରଣୀ ମସଲା ଓ ଖାଦ୍ୟ ଉତ୍ପାଦନକାରୀ ପ୍ରତିଷ୍ଠାନ ରୁଚି ପକ୍ଷରୁ ଦୁଇଟି ଫ୍ରଜିଟ ଆଉଟଲେଟର ଶୁଭ ଉଦଘାଟନ ହୋଇଯାଇଛି | ପଟିଆସ୍ଥିତ ଇନ୍ଦ୍ର ପ୍ୟାଲେସର ଶପ ନମ୍ବର 3 ଠାରେ ଫ୍ରଜିଟର ନୂତନ ଆଉଟଲେଟକୁ ଉଦଘାଟନ କରିଥିଲେ ମୁଖ୍ୟ…
ଗୁଣପୁର ଉପ ଜିଲ୍ଲାପାଳ ସୋନାଲଙ୍କ ଚନ୍ଦ୍ରପୁର ଅଞ୍ଚଳ ଗସ୍ତ ।
http://www.youtube.com/watch?v=EQX1VCf9rWc
ଗୁଣୁପୁରରୁ ମାଧବ ବିଡ଼ିକା: ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ମଙ୍ଗଳବାର ଦିନ ଚନ୍ଦ୍ରପୁର ଅଞ୍ଚଳର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଚାଲିଚାଲି ଯାଇ ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଚନ୍ଦ୍ରପୁର ବ୍ଲକର ବୁଡୁବାଲି…
ନମନୀୟତା ଓ ପ୍ରଭାବରେ ଏଚଆଇଭି/ଏଡ୍ସକୁ ସମାପ୍ତ କରିବା ସମ୍ଭବ ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ୨୦୩୦ ସୁଦ୍ଧା ଭାରତବର୍ଷକୁ ଏଡସ ସଂକ୍ରମଣରୁ ମୁକ୍ତ କରିବାକୁ ପ୍ରତି ସ୍ତରରେ ନମନୀୟତା ଏବଂ ପ୍ରଭାବ ବିସ୍ତାର କରି ଏହାକୁ ସମାପ୍ତ କରିବାକୁ ଆଜି ବିଶ୍ୱ ଏଡସ ଦିବସରେ ଆହ୍ୱାନ ଦିଆଯାଇଛି ।
ରେମେଡ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ୟୁଏମଏଚୟୁ ଓ ମହିଳା…