ରେଡ୍ ରିବନ କ୍ଳବ ତରଫରୁ ବିଶ୍ଵ ଏଡସ୍ ଦିବସ ପାଳିତ

ଜଗନ୍ନାଥ ପ୍ରସାଦ ( ନିଲୁ ବିଷୋୟୀ ) -  ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ମହାବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ରେଡ୍ ରିବନ୍ କ୍ଳବ ଓ ଯୁବ ରେଡ୍ କ୍ରସ୍ ଶାଖା ଆନୁକୁଲ୍ୟରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି । ପ୍ରଫେସର ଡକ୍ଟର ପ୍ରମୋଦ କୁମାର ଚୌଧୁରୀଙ୍କ…

ଯୁବପୀଢ଼ିଙ୍କ ଚରିତ୍ର ଗଠନ ଦିଗରେ ଏନଏସ୍‌ଏସ୍ ଏକ ସଂଗଠିତ ଉଦ୍ୟମ : ଡ଼ ଅରୁଣ ସାହୁ 

ସୋଆ ରେ ପୂର୍ବାଂଚଳ ପ୍ରାକ୍ ସାଧାରଣତନ୍ତ୍ର ଦିବସ ଏନ୍‌ଏସ୍‌ଏସ୍ ପ୍ୟାରେଡ କ୍ୟାମ୍ପ ଉଦ୍‌ଯାପିତ ଭୁବନେଶ୍ୱର(ଶାସକ ପ୍ରଶାସକ)  : ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡ ନିମନ୍ତେ ନ୍ୟାସ୍‌ନାଲ୍ ସର୍ଭିସ ସ୍କିମ୍ (ଏନ୍‌ଏସ୍‌ଏସ୍‌)ର କଂଟିଜେଂଟ ଚୟନ ନିମନ୍ତେ…

ବିଜେଡି ଦେଲା ପ୍ରଦୀପଙ୍କ ଜନବିରୋଧୀ କାର୍ଯ୍ୟର  ହିସାବ

"ଠକାମୀ ଓ ଜାଲି ଚରିତ୍ର ପଦାରେ ପଡିବା ପରେ ଓଡିଶା ବାସୀଙ୍କୁ  ବୋକା ଭାବି ଭୁତାଉଛନ୍ତି ପ୍ରଦୀପ ପାଣିଗ୍ରାହୀ " ଭୁବନେଶ୍ୱର (ଶାସକ ପ୍ରଶାସକ) : ପାଠକ ଆଣ୍ଡ ସନ୍ସ କେଳେଙ୍କାରୀରେ ସମ୍ପୃକ୍ତି ଥିବା ତଥା  ଓଡିଶା ଇତିହାସରେ ପ୍ରଥମଥର ପାଇଁ ଜନ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ  ବିଦା…

ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ପରେ ବିକ୍ରି ଉଦ୍ୟମ ଅଭିଯୋଗ: ଅଭିଯୁକ୍ତ କୋର୍ଟ ଚାଲାଣ ।

( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ /ଅନିଲ କୁମାର ପୃଷ୍ଟି)- ସମ୍ବଲପୁର ଜିଲ୍ଲା ରେଢାଖୋଲ  କିସିଣ୍ଡା ଥାନା ଅନ୍ତର୍ଗତ ଉପରମୁଣ୍ଡା ଗ୍ରାମର ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଜଣେ ବିବାହିତ ଯୁବକ ଅପହରଣ କରି ଆଣି ରାତି ତମାମ ଦୁଷ୍କର୍ମ କରିବା ପରେ ୫ ଘଣ୍ଟା ଧରି ଘର କୋଠରୀ…

ରାଧାକୃଷ୍ଣ ସଂସ୍କୃତ ସମାଜ ପକ୍ଷରୁ ୩୪ ତମ ରାହାସ ଉତ୍ସବ ଉଦଯାପିତ । 

( ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ/ ଅନିଲ ପୃଷ୍ଟି  ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ସ୍ଥିତ କଲିନ୍ଦର୍ ଠାରେ ରାଧାକୃଷ୍ଣ ସଂସ୍କୃତ ସାଂସଦ ପକ୍ଷରୁ ୩୪ ତମ ରାହାସ ଉତ୍ସବ ପାଳିତ ହୋଇଯାଇଛି , ଶୁକ୍ଲପକ୍ଷ ଦଶମିରୁ ଆରମ୍ଭ ହୋଇ ପାଞ୍ଚଦିନ ନିରାଡମ୍ବର ଭାବରେ ପାଳିତ…

ଚାଲେଞ୍ଜ ଦେଲେ ମାଓବାଦୀ,ଥରିଲା ସୀମାନ୍ତ : ଫୁଟିଲା ଗୋଳା, କଟିଲା ଗଳା

ପୁଣି ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ: ଶିକାର ହେଲେ ନିରୀହ ଜନତା । ମାଲକାନଗିରି (ବି ଶ୍ରୀନିବାସ ପାତ୍ର) ଜିଲ୍ଲା ସୀମାନ୍ତ ଅଞ୍ଚଳ ରେ ପୁଣି ମାଓବାଦୀଙ୍କ ଲାଲ ତାଣ୍ଡବ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଓ ଦାନ୍ତେୱାଡା ଜିଲ୍ଲା ରେ ମାଓବାଦୀ ମାନେ ନିଜର…

ସ୍ୱାମୀ ସୋମବେଶ ଜୀଙ୍କ ଜନ୍ମ ବାର୍ଷିକୀ ଉତ୍ସବ ପାଳନ ସମେତ କାର୍ତ୍ତିକ ପୂର୍ଣ୍ଣମୀ ଯଜ୍ଞହୋମ

ପଦ୍ମପୁର- ଐତିହାସିକ କିମ୍ବଦନ୍ତୀ ପବିତ୍ର ନୃସିଂହନାଥ ପୀଠ ସ୍ଥିତ କପିଳମୁନୀ ଆଶ୍ରମ ଠାରେ ସ୍ୱାମୀ ସୋମବେଶ ଜୀ ଙ୍କ ୭୫ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳନ ସମେତ କାର୍ତ୍ତିକ ପୂର୍ଣ୍ଣମୀ ଯଜ୍ଞହୋମ ସହ ସତସଙ୍ଗ ର ଆୟୋଜନ କରାଯାଇଥିଲା lଯଜ୍ଞ ପରିଚାଳନା କରିଥିଲେ ପଣ୍ଡିତ ପ୍ରିୟବ୍ରତ ଆର୍ଯ୍ୟ ଓ…

ମାଲକାନଗିରିରେ ଧାନମଣ୍ଡିର ଶୁଭଦେଲେ ଜିଲ୍ଲାପାଳ, ଚାଷୀଙ୍କ ମୁହଁ ହସ ଫୁଟିଲା ।

ମାଲକାନଗିରି  (ବି ଶ୍ରୀନିବାସ ପାତ୍ର)   ଜିଲ୍ଲାରେ ଚାଷୀମାନଙ୍କ ନିକଟରୁ ଧାନ କିଣିବା ପାଇଁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାନମଣ୍ଡି ଖୋଲାଯାଇଛି। ସଦର ମହକୁମା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଥିବା ମଣ୍ଡିକୁ ଜିଲାପାଳ ଓ୍ବାଇ ବିଜୟ ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ…

ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ୟୁନିୟନ ତରଫରୁ ନୂତନ ଥାନାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

ଜଗନ୍ନାଥ ପ୍ରସାଦ ( ନିଲୁ ବିଷୋୟୀ ) - ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ପୋଲିସ ଥାନା ରେ  ଶ୍ରୀ ଦିଲ୍ଲୀପ କୁମାର ସ୍ୱାଇଁ ନୂତନ ଭାବେ ଥାନା ଅଧିକାରୀ ରୂପେ ଯୋଗ ଦେଇଛନ୍ତି। ତାଙ୍କୁ ଜଗନ୍ନାଥ ପ୍ରସାଦ ୱେବ ମିଡିଆ ୟୁନିୟନ ତରଫରୁ  ସଭାପତି ନିରାକାର ସାହୁ  ସ୍ୱାଗତ କରିଛନ୍ତି। ୱେବ ମିଡିଆ…

 ବଡକୋଦଣ୍ଡାରେ ବିଶ୍ବ ପ୍ରସିଦ୍ଧ ଡେରାବେଶ କୋଭିଡ କଟକଣା ହେତୁ ବାଧାପ୍ରାପ୍ତ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ତଥା ଘୁମୁସରର ଏକ କଳା, ସଂସ୍କୃତି ତଥା ଐତିହ୍ୟରେ ସମୃଦ୍ଧ କଳାର ଗ୍ରାମ ବଡକୋଦଣ୍ଡାରେ ବହୁ ପୂର୍ବରୁ ଅନୁଷ୍ଠିତ ହୋଇ ଆସୁଥିବା ବିଶ୍ବ ପ୍ରସିଦ୍ଧ ଡେରାବେଶ କୋଭିଡ ଜନିତ କଟକଣା ହେତୁ…