Sign in
Sign in
Recover your password.
A password will be e-mailed to you.
ବିଏନଆର@୯୫ : ଅନେକ ସ୍ୱର୍ଣ୍ଣିମ ମୁହୂର୍ତ୍ତ ଆଉ କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କ ସାନ୍ନିଧ୍ୟର ମୁକ ସାକ୍ଷୀ
୯୫ ବର୍ଷରେ ପୁରୀ ବିଏନଆର ହୋଟେଲ: ଭାରତରେ କେବଳ ରେଳବାଇ ସଂସ୍କୃତି ଓ ଐତିହ ହୋଟେଲ୍ |
ଏହି ଔପନିବେଶିକ ହୋଟେଲ ଉଚ୍ଚ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ମାନଙ୍କୁ ଆତିଥ୍ୟ ପ୍ରଦାନ କରିଛି |
ବିଗତ ଯୁଗର ଐତିହ ବହନ କରୁଥିବା ହୋଟେଲ ଅନେକଙ୍କ ପସନ୍ଦଯୋଗ୍ୟ |
ବିଏନଆର ହୋଟେଲ,…
ନୂତନ ବିଇଓଙ୍କୁ ସମ୍ବର୍ଦ୍ଧନା।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ବ୍ଲକର ନୂତନ ବିଇଓ ଭାବରେ ଯୋଗଦାନ କରିଥିବା ଶ୍ରୀ ସୁଶାନ୍ତ ଘୁଟାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ଝାରସୁଗୁଡ଼ା ବ୍ଲକ ଶିକ୍ଷକ ସଂଘ। ସଂଘର ସଭାପତି ଶ୍ରୀ ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ…
ଛିଃ ଛିଃ …. ମଦ ଭୁଲାଇ ଦେଲା ସଂପର୍କ
ବାପା ହୋଇ ଝିଅକୁ ବଳାତ୍କାର କରାଇଲା ମଦ।
ଝାରସୁଗୁଡ଼ା :(ସୁଭାଷ ସହାରେ) -'ମଦୁଆକୁ ନୁହେଁ,ମଦକୁ ଘୃଣା କର', ଗାନ୍ଧୀଙ୍କ ଏହି ଉକ୍ତିର ସତ୍ୟତା ବାରମ୍ବାର ପ୍ରମାଣିତ ହେବା ସତ୍ତ୍ବେ ମଦର ଆଦର କମି ନାହିଁ। ବାରମ୍ବାର ଏହା ଯୋଗୁଁ ମଣିଷପଣିଆ ହରାଉଛି ମଣିଷ। କିନ୍ତୁ ଲୋକଙ୍କ ମଧ୍ୟରେ ସଚେତନତା…
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଭିନ୍ନକ୍ଷମ ଦିବସ ଉପଲକ୍ଷେ ସଚେତନତା ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପତରଫରୁ ଜିଲ୍ଲା କୋର୍ଟ ଠାରେ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଏକ ଅନଲାଇନ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରରେ ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ ଅଧ୍ୟକ୍ଷତା କରି ବିଭିନ୍ନ…
ଜାମିନ ନାମଂଜୁର, ଜେଲ ଗଲେ ପ୍ରଦୀପ
ଭୁବନେଶ୍ୱର: ଗୋପାଳପୁର ବିଧାୟକ ତଥା ବହିଷ୍କୃତ ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି | ଗୁରୁବାର ତାଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଅଦାଲତରେ ହାଜିର କରାଯାଇଥିବା ବେଳେ ତାଙ୍କ ଜାମିନ ଆବେଦନକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟ…
ଚାଷୀ ଓ ଯୁବକ ମାନଙ୍କୁ ବ୍ୟାପକ କୃଷି ଉଦ୍ୟୋଗ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
http://www.youtube.com/watch?v=mNsI2HqNWJM
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମତ୍ସ୍ୟ ଓ ପଶୁସଂପଦ ବିକାଶ ବିଭାଗର ୧୫ଟି ଅନ୍ଲାଇନ ସେବାର ଶୁଭାରମ୍ଭ
ହୀରାକୁଦ ଜଳଭଣ୍ଡାର ମଧ୍ୟରେ ହେବ କେଜ୍ କଲ୍ଚର ମାଛ ଚାଷ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ…
ଗିରଫ ହେଲେ ପ୍ରଦୀପ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡ଼ିଶା ପୋଲିସର କ୍ରାଇମ ବ୍ରାଞ୍ଚ ଆଜି ବିଜେଡିରୁ ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବହିସ୍କୃତ ମାନ୍ୟବର ବିଧାୟକ, ଗୋପାଳପୁର ପ୍ରଦୀପ ପାଣିଗ୍ରାହୀଙ୍କୁ ସାଇବର ମାମଲା 26/2020 u/ସଁ 419/420/467/468/469/471/120-B IPC r/w sec 66 C/66 D of IT…
ଖାଉଟିଙ୍କ ଉପରେ ମହଙ୍ଗା ମାଡ଼, ରନ୍ଧନ ଗ୍ୟାସ୍ ସିଲିଣ୍ଡର ୫୦ଟଙ୍କା ବୃଦ୍ଧି, ଏହା କ’ଣ ଆଚ୍ଛେଦିନ ? – ସମାଜବାଦୀ…
ଭୁବନେଶ୍ୱର(ଶାସକ ପ୍ରଶାସକ) : ଖାଇବା ତେଲ, ପିଆଜ ଓ ଆଳୁ ପରେ ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ଆଶାତୀତ ଭାବେ ବଢିଚାଲିଛି । ଡିସେମ୍ବର ପହିଲା ଦିନ୧୯ କିଲୋ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ପ୍ରତି ତୈଳ କମ୍ପାନୀମାନେ ୫୬ଟଙ୍କା ୫୦ପଇସା ବୃଦ୍ଧି କରିଥିଲେ । ଆଜି ୧୪.୨ କି.ଗ୍ରା. ରନ୍ଧନ ଗ୍ୟାସ…
ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗର ଜିଲ୍ଲା ଆବାହକ / ଅଧ୍ୟକ୍ଷ ନିଯୁକ୍ତ
ଭୁବନେଶ୍ୱର – ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗର ଅଧ୍ୟକ୍ଷ ଭାବେ ବରିଷ୍ଠ ଆଇନ୍ଜୀବୀ ଶ୍ରୀ ସୁରେନ୍ଦ୍ରନାଥ କର ଦାୟିତ୍ୱ ନେବା ପରେ ୩୩ ଗୋଟି କଂଗ୍ରେସ ସାଂଗଠନିକ ଜିଲ୍ଲା ନିମନ୍ତେ ଆବାହକ / ଅଧ୍ୟକ୍ଷମାନଙ୍କର ନାମ ତାଲିକା ଘୋଷଣା କରିଛନ୍ତି ।
ଅନୁଗୁଳ ଜିଲ୍ଲା ନିମନ୍ତେ ଶ୍ରୀ…
ନୀଳଗିରି ନାବାଳିକା ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ପିସିସି ଗଠନ କଲା ତଥ୍ୟ ଅନୁଧ୍ୟାନ କମିଟି
ଭୁବନେଶ୍ୱର- ନୀଳଗିରି ଥାନା ଅଂଚଳରେ ଥିବା ଇଟାଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୧୨ ବର୍ଷର ନାବାଳିକା ମୃତ୍ୟୁ ଘଟଣା ସଂପର୍କରେ ତଥ୍ୟ ଅନୁଧ୍ୟାନ କରିବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଏହି କମିଟିରେ…