Sign in
Sign in
Recover your password.
A password will be e-mailed to you.
ରାୟଗଡା ପ୍ରେସ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ
ରାୟଗଡା/ସରୋଜ ସାହୁ :: ରାୟଗଡା ପେଷାଦାର ସାମ୍ବାଦିକଙ୍କୁ ନେଇ ଗଠିତ ପ୍ରେସ ୟୁନିଅନ ର ଆଜି ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସହର ସ୍ଥିତ ବରିଷ୍ଠ ନାଗରିକ ମଙ୍ଗଳ ସଂଘ କାର୍ଯ୍ୟାଳୟରେ ୟୁନିଅନ ର ସମସ୍ତ ସଭ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସଭାପତି ଦୟାନନ୍ଦ ଖାଡଙ୍ଗାଙ୍କ…
ବନ୍ଦିତା ମହିଳା କଂଗ୍ରେସର କାର୍ଯ୍ୟବାହୀ ସଭାପତି
ଭୁବନେଶ୍ୱର (ଶାସକ ପ୍ରଶାସକ) ପ୍ରଦେଶ କଂଗ୍ରେସ ମହିଳା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡା ପ୍ରଦେଶ କଂଗ୍ରେସ ମହିଳା କଂଗ୍ରେସର କାର୍ଯ୍ୟବାହୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି | ତାଙ୍କୁ ଗତକାଲି ଏହି ନିଯୁକ୍ତି ଦିଆଯାଇଥିବା ବିଷୟ ମହିଳା କଂଗ୍ରେସର ଜାତୀୟ…
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତୄଟିପୁର୍ଣ୍ଣ କୃଷିନୀତିକୁ ବିରୋଧ : ରାଜ୍ୟ କିଷାନ କଂଗ୍ରେସର ଦାବିପତ୍ର ପ୍ରଦାନ।
ସମ୍ବଲପୁର(ରମାକାନ୍ତବିଶ୍ବାଳ) :ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତୄଟିପୁର୍ଣ୍ଣ କୃଷିନୀତିକୁ ବିରୋଧ କରିଛି ଓଡିଶା ରାଜ୍ୟ ପ୍ରଦେଶ କିସାନ କଂଗ୍ରେସ କମିଟି । କମିଟି ତରଫରୁ ସମ୍ବଲପୁର ର ଆଇଡିସି କାଯ୍ୟାଲୟ ବାହାରେ ଏନେଇ ବିକ୍ଷୋଭ ପଦର୍ଶନ କରାଯିବା ସହ ର ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା…
ସମ୍ବଲପୁରରେ ଖୋଲିବ ନାହିଁ ଧର୍ମାନୁଷ୍ଠାନ
ସମ୍ବଲପୁର/(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା ରେ ଏବେ ଖୋଲିବ ନାହିଁ ଧର୍ମାନୁଷ୍ଟାନ । ଏବେ ଜିଲ୍ଲା ରେ ସଂକ୍ରମଣ ହ୍ରାସ ପାଇଥିବା ବେଲେ ସତର୍କତା ମୂଲକ ପଦକ୍ଷେପ ସ୍ୱରୂପ ବିଭିନ୍ନ ଧର୍ମାନୁଷ୍ଟାନ ନ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରସାସନ । ଏହାକୁ ବିଭିନ୍ନ…
ଦୁର୍ଗା ପ୍ରସାଦ ଜଙ୍ଗଲ ରେ ହାତୀର ମୃତ୍ୟୁ ; କାରଣ ଅସ୍ପଷ୍ଟ
ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜ ଦୁର୍ଗାପ୍ରସାଦ ପେନବାଲି ଜଙ୍ଗଲରେ ଏକ ହାତୀର ଶୁକ୍ରବାର ସକାଳେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବରପାଇ ଘଟଣା ସ୍ଥଳରେ ଡିଏଫ୍ଓ ଅଭୟକାନ୍ତ ଦଳେଇ, ଏସିଏଫ୍ ସୁଦର୍ଶନ ବାଦୀ ପ୍ରମୁଖ…
ଗାଡି ସହ ତିନି କୁଇଣ୍ଟାଲରୁ ଉର୍ଦ୍ଧ୍ବ ଭାଙ୍ଗ ଜବତ, ଦୁଇ ଗିରଫ
ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ଥାନା, ବାଲିପଦର ପୋଲିସ ଫାଣ୍ଡି ଓଆଇସି ନିରଞ୍ଜନ ଦାଶଙ୍କ ନେତୃତ୍ୱରେ ବାଲିପଦର ପୋଲିସ ନଭେମ୍ବର ୩ ତାରିଖ ସନ୍ଧ୍ୟାରେ ଓଆର ୧୩ ଏଚ ୪୩୮୬ ଅଟୋରେ ଭାଙ୍ଗ ଚୋରା ଚାଲାଣ ହେଉଥିବା ବେଳେ କଳମ୍ବ ଛକରେ ଚଢ଼ାଉ କରି ଭାଙ୍ଗ ସହ ଗାଡିକୁ ଜବତ କରି…
ମହିଳାଙ୍କ ଅର୍ଧଦଗ୍ଧ ଗଳିତ ଶବ ଉଦ୍ଧାର
ଭଞ୍ଜନଗର / ସୋରଡା ( ନିଲୁ ବିଷୋୟୀ) -ଗଂଜାମ ଜିଲ୍ଲା ସୋରଡ଼ା ଥାନା ଅଧିନ ବଜରଗୁମା ଗ୍ରାମ ନିକଟ ଏକ ଲଟାବୁଦା ଭିତରୁ ଜଣେମହିଳା ଙ୍କ ଅର୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ସୋରଡ଼ା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ମୁହଁ ଟି ସମ୍ପୁର୍ଣ ପୋଡି…
ଭିଜିଲାନ୍ସ ଖାପଚରେ ମୁରିବାହାଲ୍ ବନବିଭାଗ ରେଞ୍ଜର।
ଟିଟିଲାଗଡ, (ଗୌରବ ଦର୍ଜୀ)-ପୁଣି ଭିଜିଲାନ୍ସ ଜାଲରେ ଜଣେ କୋଟିପତି ସରକାରୀ ଅଧିକାରୀ। ବଲାଙ୍ଗୀର ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ସରକାରୀ ଅଧିକାରୀ, କର୍ମଚାରୀ ଏବେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡୁଛନ୍ତି। ଏଥର ଭିଜିଲାନ୍ସ ଜାଲରେ ଜଣେ ବନବିଭାଗ ର ରେଞ୍ଜର ରହିଛନ୍ତି। ବଲାଙ୍ଗୀର ଜିଲ୍ଲା…
ସରୋଜ ସାର ଆଉ ନାହାଁନ୍ତି ।
ପଦ୍ମପୁର- ପଦ୍ମପୁର ସହରର ଜଣା ଶୁଣା ଉଚ୍ଚ ବିଦ୍ୟାଳୟ ଟାଉନ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ସରୋଜ କୁମାର ସାହୁଙ୍କ ଆଜି ଦେହାନ୍ତ ହୋଇଛି । ଆଜି ସକାଳୁ ବରିକେଲ ସ୍ଥିତ ବାସଭବନରେ ହୄଦଘାତ ଯୋଗୁଁ ଶ୍ରୀ ସାହୁଙ୍କ ଦେହାନ୍ତ ହୋଇଛି । ସେ ଏକାଧାରରେ ଜଣେ ଶିକ୍ଷକ ଓ କଳାକାର ମଧ୍ୟ ଥିଲେ ।…
ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତିକୁ ବିରୋଧ
ଜିଲ୍ଲାପାଳ ଅଫିସ ଘେରିଲା ଜୟ କିଶାନ ମଜଦୂର ସଂଗ୍ରାମ ପରିଷଦ
ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲାର ୧୫୬ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ଜିଲ୍ଲା ପ୍ରଶାସନ ବନ୍ଦ କରିବା ନିଷ୍ପତିକୁ ବିରୋଧ କରି ଜୟ କିଶାନ ମଜଦୂର ସଂଗ୍ରାମ ପରିଷଦ ପକ୍ଷରୁ ଜିଲ୍ଲାପାଳ ଅଫିସ ଘେରାଓ…