ପ୍ରସ୍ତାବିତ ନିର୍ବାଚନରୁ ବିରତ ରୁହ

0 2

କୋରାପୁଟ ଜିଲ୍ଲାପାଳ ବିଜୟନଗରମ ଜିଲ୍ଲାପାଳଙ୍କୁ ଲେଖିଲେ ପତ୍ର

କୋରାପୁଟ : ସମ୍ପ୍ରତି ମାମଲା ସୁପ୍ରିମ କୋର୍ଟରେ  ବିଚାରାଧୀନ ଥିବାବେଳେ  ଓଡ଼ିଶାର କୋରାପୁଟ ଜିଲ୍ଲା ଅନ୍ତର୍ଗତ ପଟାଙ୍ଗୀ ବ୍ଲକ୍ର କୋଟିଆ ପଂଚାୟତ ରେ ପ୍ରସ୍ତାବିତ ନିର୍ବାଚନରୁ ବିରତ ରହିବା ପାଇଁ କୋରାପୁଟ ଜିଲ୍ଲାପାଳ ଅବଦଲ ଅହମ୍ମଦ ଅଖାତାର  ବିଜୟନଗରମ ଜିଲ୍ଲାପାଳ ଡ଼ ଏମ ହରି ଜବାହରଲାଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।

ଶୁକ୍ରବାର ଦିନ ଏ ସମ୍ପର୍କିତ ଏକ ଅଦାଲତ ଅବମାନନା ମାମଲା ବିଚାରକୁ ନେଇ କୌଣସି ନିର୍ବାଚନ ବର୍ତ୍ତମାନ ସ୍ଥିତିରେ ନକରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବିଷୟରେ ମଧ୍ୟ କୋରାପୁଟ ଜିଲ୍ଲାପାଳ  ତାଙ୍କ ପଟ୍ରରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.