ବୀରମହାରାଜପୁର ମୁଖ୍ୟରାସ୍ତା ଅବରୋଧ, ୩୫ ଚାଷୀ ଗିରଫ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ଵୟ ସମିତିର ଆହ୍ଵାନକ୍ରମେ ସୁବର୍ଣ୍ଣପୁର ଜିଲ୍ଲା ଉଫୁଲା ଛକ ନିକଟରେ ଶତାଧିକ ଚାଷୀ ମାନେ ବୀରମହାରାଜପୁର - ସୋନପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନର…

ଡିସେମ୍ବର ୧୬ ତାରିଖରୁ ମଣ୍ଡିରେ ଧାନ କିଣା ଆରମ୍ଭ, ଧାନ କୁଇଣ୍ଟାଲ ମୂଲ୍ୟ ୧୮୬୮ ଟଙ୍କା

ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ସଭା ଗୃହରେ  ବୁଗୁଡା ବିଡ଼ିଓ ତନ୍ମୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଧାନ ମଣ୍ଡି ଖୋଲିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ତହସିଲଦାର ସଂଗ୍ରାମ କେଶରୀ ଜେନା, ସଭ୍ୟ ଇ.ମଦନ ଗୋପାଳ ଦୋରା,  ଏସ.ଆର.ସି.ଏସ.…

ଏବେ ୭୫ ହେଲାଣି , କେବେ ସରକାରୀ ସହାୟତା ପାଇବ “ସାରସ ମାଆ” !!

ଜରିପାଲ ତଳେ କଟୁଛି  ଜୀବନ ; ସରକାରୀ ଯୋଜନା ସାତ ସପନ  ଭଞ୍ଜନଗର ( ନିଲୁ ବିଷୋୟୀ) - ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ବାରୁଡା ଗ୍ରାମପଂଚାୟତ ଅନ୍ତର୍ଗତ ଗୁଜୁରାଳି ଗ୍ରାମର ୭୫ ବର୍ଷୀୟ ବୃଦ୍ଧା ସରସ୍ବତୀ ଡାକୁଆ ବା ସମସ୍ତଙ୍କ ପ୍ରିୟ ସାରସ ମାଆ। ନା ଅଛନ୍ତି ସ୍ୱାମୀ ନା ଅଛନ୍ତି ପିଲା ଛୁଆ।…

ବିଶ୍ୱ ମୃତିକା ଦିବସ ପାଳିତ

ଗୁଣପୁର(Madhab Bidika) କୃଷି ବିଜ୍ଞାନକେନ୍ଦ୍ର ଠାରେ ଆଜି ବିଶ୍ୱ ମୃତ୍ତିକାଦିବସ ପାଳନ କରାଯାଇଛି । ଓଡିଶା ଏକ କୃଷି ପ୍ରାଧନ୍ୟରାଜ୍ୟ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଦୁର୍ଯ୍ୟୋଧନ ପ୍ରହରାଜଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବକ୍ତା ମାନେ ଉପସ୍ଥିତ ରହି…

ଛିଃ ଛିଃ ….୭ ବର୍ଷର ନାବାଳିକାକୁ….!!!

file photo ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଅଞ୍ଚଳରେ ଏକ ଯୌନ ନିର୍ଯାତନା ଘଟଣା ସାମନାକୁ ଆସିବା ପରେ ଅଞ୍ଚଳରେ ଏ ନେଇ ଚାଇଲ୍ଡଲାଇନ ହସ୍ତକ୍ଷେପ କରିଥିଲେ। ଚାଇଲ୍ଡଲାଇନ ସହାୟତା ପରେ ନିର୍ଯ୍ୟାତିତ ନାବାଳିକାର ପିତାମାତା ଆରୋପୀ ବିରୋଧରେ ଥାନାରେ…

ସରିଲା କୋଣାର୍କ ଉତ୍ସବ, ପୁଣି ଆର ବରଷକୁ ଅପେକ୍ଷା 

ଓଡ଼ିଶୀରେ କୃଷ୍ଣଗାଥା ଓ କଥକରେ ପ୍ରେମର ଉଚ୍ଛ୍ୱାସ କୋଣାର୍କ (ଶାସକ ପ୍ରଶାସକ) : ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ରମ୍ୟକଳାର କିର୍ତ୍ତୀସ୍ତମ୍ଭ କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶର ଚିତ୍ରିତ ପରିବେଶରେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀଙ୍କ ଭଙ୍ଗିମା ଓ ଛନ୍ଦାୟିତ ପଦଚାଳନା ନେଇ ଆସିଥିଲା ଏକ ଆବେଗମୟ ଭାବ…

ସାହାସପୁର ସୋସାଇଟିରେ ଧାନକିଣା ଆରମ୍ଭ ହେଲା। ସରକାରଙ୍କ ଶତ ପ୍ରତିଶ୍ରୁତି ପରେ ମଧ୍ୟ ରୋକା ଯାଇ ପାରୁନାହିଁ କଟନୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ସରକାରଙ୍କ ନିୟମ ଅନୁଯାୟୀ ଧାନକିଣା ଆରମ୍ଭ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକର ସାହାସପୁର ସେବା ସମବାୟ ସମିତି ପକ୍ଷରୁ ଧାନ କିଣା ପ୍ରକ୍ରିୟା ଆଜି ଆରମ୍ଭ ହୋଇଥିବା ସୂଚନା ମିଳିଛି। ହେଲେ ସରକାରଙ୍କ ଶତ ପ୍ରତିଶ୍ରୁତି ପରେ ମଧ୍ୟ କଟନୀ ବନ୍ଦ…

୯୦ ପ୍ରତିଶତ ନଷ୍ଟ ଫୁସ୍‌ଫୁସ୍‌କୁ ଇକ୍‌ମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର

ଭୁବନେଶ୍ୱର : କୋଭିଡ୍‌-୧୯ ସଂକ୍ରମିତ ହେଲେ ଅନେକ କ୍ଷେତ୍ରରେ ସଂକ୍ରମିତଙ୍କ ଫୁସ୍‌ଫୁସ୍ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛି । କେତେକ କ୍ଷେତ୍ରରେ ଫୁସ୍‌ଫୁସ୍ ନଷ୍ଟ ହେବା ଦ୍ୱାରା ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟୁଛି । ତେବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍…

ସୁଡ଼ୁଙ୍ଗରେ ଗ୍ରାମ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକର ଖୁନ୍ତାମାଲ ପଞ୍ଚାୟତର ସୁଡ଼ୁଙ୍ଗ ଗ୍ରାମରେ ଗ୍ରାମ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ଲୋକମୁକ୍ତି ସଂଗଠନ ପକ୍ଷରୁ ଆୟୋଜିତ କରାଯାଇଥିଲା। ସଙ୍ଗଠନର ଉପଦେଷ୍ଟା ଅନନ୍ତ ଭାଇ ଯୋଗ ଦେଇ ବନ ଅଧିକାର ଆଇନ-୨୦୦୬ ଏବଂ…

ଜିଲ୍ଲା ସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳିତ

ଝାରସୁଗୁଡ଼ା:(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି। ମୂଖ୍ୟ ଅତିଥି ରୂପେ ଜିଲ୍ଲାପାଳ ସରୋଜ କୁମାର ସାମଲ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ। ଏହି ଅବସରରେ ନିଜର ଉଦବୋଧନରେ…