Sign in
Sign in
Recover your password.
A password will be e-mailed to you.
ସ୍ୱାଭିମାନ ଅଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ଭୁବନେଶ୍ୱର ଟିମ ।
ଆରଡ଼ି ବିଭାଗର ଯନ୍ତ୍ରୀ ସାଇଙ୍କ ମନମାନୀ କାମକୁ ନେଇ ଲୋକଙ୍କ ଭିତରେ ବଢୁଛି ଅସନ୍ତୋଷ
ମାଲକାନଗିରି: (ବି ଶ୍ରୀନିବାସ ପାତ୍ର )-ଗତ କିଛିଦିନ ତଳେ ସ୍ୱାଭିମାନ ଅଞ୍ଚଳକୁ ଗସ୍ତ କରିଥିଲେ କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସେ ନିଜର ଗସ୍ତ ସମୟରେ ସ୍ୱାଭିମାନ ଅଞ୍ଚଳରେ ସରକାର ଙ୍କ…
ବିଜେପି ଆରମ୍ଭ କରିବ ଚାଷୀ ସମାବେଶ ଓ ମଣ୍ଡିଚାଲ ଅଭିଯାନ
ରାଜ୍ୟସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ରାଜ୍ୟବ୍ୟାପୀ ଚାଷୀ ସମାବେଶ ଓ ମଣ୍ଡିଚାଲ ଅଭିଯାନ ଆରମ୍ଭ କରିବ କୃଷକମୋର୍ଚ୍ଚା :ପ୍ରଦୀପ ପୁରୋହିତ
ରାଜ୍ୟର ୩ ହଜାର ୫ ଶହ ଧାନ ମଣ୍ଡିରେ କୃଷକମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ମଣ୍ଡିଚାଲ ଅଭିଯାନକୁ ବ୍ୟାପକ କରିବେ
ଡିସେମ୍ବର ୧୯ ତାରିଖ…
ପୁରନ୍ଦେଶ୍ୱରୀ ଯଦି ମିଛୁଆ, ତେବେ ବିଜେଡି ମନ୍ତ୍ରୀ ନେତା ଅଭ୍ୟାସଗତ ମିଛୁଆ : ଲେଖାଶ୍ରୀ
ଭୁବନେଶ୍ୱର(ଶାସକ ପ୍ରଶାସକ) :ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ବିଧାନସଭା ଉତ୍ତର ଆଧାରରେ ରାଜ୍ୟସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏହା ପରେ ବିଜେଡି ମୁଖପାତ୍ର ସସ୍ମିତପାତ୍ର ତାଙ୍କୁ ମିଛୁଆ ବୋଲି ଆକ୍ଷେପ କରିଛନ୍ତି । ଏଥିରୁ ସ୍ପଷ୍ଟ ଯେ,…
ଭଞ୍ଜନଗର ଓକିଲ ସଂଘ ନିର୍ବାଚନ ; ଦଣ୍ଡପାଣି ସ୍ୱାଇଁ ସଭାପତି , ଅକ୍ଷୟ କୁମାର ସାହୁ ସମ୍ପାଦକ
ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ଓକିଲ ସଂଘର ବିଭିନ୍ନ ପଦପଦବୀ ନିମନ୍ତେ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସକାଳ ୮ଟାରୁ ଅପରାହ୍ନ ୪ଟା ଯାଇ ମତଦାନ ଜାରିରହିଥିଲା। ଆଇନଜୀବୀ ଦଣ୍ଡପାଣି ସ୍ୱାଇଁ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ପୂର୍ବରୁ ସମ୍ପାଦକ ପଦରେ…
ଛବିଶିରେ ପୁରିବ ଚବିଶି
୨୦ରେ ବିଜେଡ଼ିର ରାଜ୍ୟ କାର୍ଯ୍ୟକାରିଣୀ
୨୧ରେ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ
ରାଜନୈତିକ ଚିଠା ପ୍ରସ୍ତାବ ସହ ସାଙ୍ଗଠନିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେବ ରୂପରେଖ
ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ୨୩ ବର୍ଷ ପୁରି ଦଳ ୨୪…
ନଡ୍ଡାଙ୍କୁ କରୋନା
ନୂଆଦିଲ୍ଲୀ (ଶାସକ ପ୍ରଶାସକ) ବିଜେପି ସଭାପତି ଜେପି ନଡ୍ଡା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେ କୋଭିଡି ପଜିଟିଭ ଚିହ୍ନଟ ହେବା ପରେ ଆଇସୋଲେସନରେ ରହିବା ସହ ତାଙ୍କ ସହ ମିଶିଥିବା ସମସ୍ତେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି |
ରବିବାର ଦିନ ନିଜେ ଶ୍ରୀ…
ହାଇକୋର୍ଟର ବିଚାରପତିଙ୍କ ଦ୍ଵାରା ମୋହନା ଠାରେ ଦେୱାନି ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତର…
http://www.youtube.com/watch?v=Jnrsp1UWDyg
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଆଦିବାସୀ ବହୁଳ ମୋହନା ଠାରେ ଦେୱାନି ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତ ମାନ୍ୟବର ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ…
ଡିସେମ୍ବର ୧୪ କୃଷକ ଆନ୍ଦୋଳନକୁ ସଫଳ କରିବାକୁ ନିବେଦନ
http://www.youtube.com/watch?v=YSM8df5a15M
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ୩ କଳା ଆଇନ ବିରୋଧରେ ଜନ ସମର୍ଥନ ପାଇଁ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ କମିଟି…
କରୋନା ସାଜିଲା ବଇରୀ : ଏଥର ହେବନି କଂସ ମହାରାଜାଙ୍କ ରାଜୁତି
ବରଗଡ :-କରୋନା କାରଣରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ବାତିଲ କରାଯାଇଛି | ଅନ୍ୟ ମହୋତ୍ସବ ପରି ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ବିବେଚିତ ତଥା ବରଗଡ଼ ଜିଲ୍ଲାକୁ ବିଶ୍ଵ ଦରବାରରେ ଅନନ୍ୟ ପରିଚୟ ଦେଇପାରିଥିବା ଧନୁଯାତ୍ରା ପାଇଁ ବଇରୀ ସାଜିଛି କରୋନା…
ବିଜୁ ଯୁବ ଜନତା ଦଳର ବରଗଡ ଜିଲ୍ଲା ପାଇଁ ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା
ଭୁବନେଶ୍ୱର (ଶାସକ ପ୍ରଶାସକ ) :ଆଜି ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ଛାମୁଆ ଯୁବ ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ ଜନତା…