ପଦ୍ମପୁର- ଆଜି ଭାରତୀୟ ଜନତା ପାର୍ଟି ବରଗଡ଼ ଜିଲ୍ଲା ପକ୍ଷରୁ ନୂତନ ଭାବେ ମନୋନୀତ ଜିଲ୍ଲା ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ ତଥା ମୋର୍ଚ୍ଚା ସଭାପତି ମାନଙ୍କ ନାମ ପ୍ରକାଶ କରିଛନ୍ତି ଜିଲ୍ଲା କମିଟି । ଆଜିର ଏହି କ୍ରମରେ ବରଗଡ଼ ଜିଲ୍ଲା କୄଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଭାବରେ ଶ୍ରୀକାନ୍ତ ମିଶ୍ର ମନୋନୀତ ହୋଇଛନ୍ତି । ଶ୍ରୀ ମିଶ୍ର କୄଷକ ମାନଙ୍କ ସମସ୍ୟା ବିଷୟରେ ସରକାରଙ୍କ ଠାରେ ଉପସ୍ଥାପନ କରିବା ସହିତ କୄଷକ ମାନଙ୍କ ହକପାଇଁ ଲଢେ଼ଇ କରିବେ ବୋଲି ପ୍ରତିଶୄତି ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.