ନେସ୍କୋ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ କର୍ମଚାରୀଙ୍କ ବିରୋଧ

ଦାବି ପୂରଣ ନ ହେଲେ ଆନ୍ଦୋଳନର ଚେତାବନୀ ବାରିପଦା(ଦିଲ୍ଲୀପ ମହାନ୍ତି)-  ମୟୂରଭଞ୍ଜ ଜିଲ୍ଲା ବେତନଟୀଠାରେ ନେସ୍କୋ ପାୱାର ଏମ୍ପେ୍ଲାଇଜ ୟୁନିୟନର ସାଧାରଣ ସମ୍ପାଦକ ତାରାକାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓ ୟୁନିୟନର ବରିଷ୍ଠ  ସଦସ୍ୟ ରବୀନ୍ଦ୍ର ବେରାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ…

ରାଜ୍ୟସ୍ତରୀୟ ସିନିୟର ଟି-୨୦ କ୍ରିକେଟ ପ୍ରତିଯୋଗିତା ନିମନ୍ତେ ମୟୂରଭଞ୍ଜ କ୍ରିକେଟ ଟିମର କଟକ ଗସ୍ତ

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ଏଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ କଟକଠାରେ ଅନୁଷ୍ଠିତ  ହେବାକୁ ଥିବା ସିନିୟର ଟି-୨୦ କ୍ରିକେଟ ପ୍ରତିଯୋଗିତା ପାଇଁ ୧୫ ଜଣିଆ ମୟୂରଭଞ୍ଜ ଟିମ କଟକ  ଯାଇଛନ୍ତି । ଏମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ସିଂ(ଅଧିନାୟକ), ଅଭିଜିତ୍ ପ୍ରସାଦ ଘଣା, ଅଭିଷେକ୍…

ଯୁବ ନାଟ୍ୟ କର୍ମୀ ଆଦର୍ଶ ଦାସ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଆ ନାଟକ ର ଏନ୍ତୁଡ଼ିଶାଳ  ପାରଳାଖେମୁଣ୍ଡି , ଦିନ ଥିଲା ଏଠି ସଞ୍ଜ ନଇଲେ ସାହି ସାହି ରେ ନାଟକ ମଞ୍ଚସ୍ଥ ହେଉଥିଲା ହେଲେ ଦିନକୁ ଦିନ ଏହି ଦ୍ଵୀଭାଷୀ ଅଞ୍ଚଳ ରେ ଓଡ଼ିଆ ସଂସ୍କୃତି ତଥା ଓଡ଼ିଆ ନାଟକ ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗିଲା…

ବ୍ୟାଟେରୀ ଚୋରି ଅଭିଯୋଗ ରେ ୨ ଗିରଫ

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଖମରା ପଞ୍ଚାୟତ ବମ୍ରିତ ଗ୍ରାମଠାରେ ଏୟାର୍ଟେଲ ଟାୱାର ଲାଗିଥିବା ଟାୱାର ଠାରୁ ବ୍ୟାଟେରୀ ଚୋରି କରିଥିବା ଅଭିଯୋଗ ରେ ଜଗଦଲପୁର ପୋଲିସ 2 ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଚନ୍ଦ୍ରହାଶ ପଟେଲ,ପ୍ରମୋଦ ରଣା ଅଭିଯୁକ୍ତ…

ଗଣେଶରାମ ବାଗ ହେଲେ ବିଧାୟକ ପ୍ରତିନିଧି।

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ାର ରାଜପୁର ପଞ୍ଚାୟତ ସମିତି ସଭ୍ୟ ଗଣେଶରାମ ବାଗଙ୍କୁ ବ୍ରଜରାଜନଗର ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତି  ତାଙ୍କର ବ୍ଳକ ପ୍ରତିନିଧି ଭାବରେ ଚୟନ କରିଛନ୍ତି। ଏ ନେଇ ସେ ଝାରସୁଗୁଡ଼ା ବିଡିଓଙ୍କୁ ଏକ ପତ୍ର ଲେଖି ସୂଚିତ କରିଛନ୍ତି। ସୂଚନାଯୋଗ୍ୟ ଯେ…

ପାହାଡ଼ ଉପରେ ସଫେଇ ଅଭିଯାନ କଲେ ପର୍ବତାରୋହୀ ଦଳ। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲାର ବନହରପାଲିର ତିଲିଆ ପଞ୍ଚାୟତରେ  ଥିବା ଗୁଜା ପାହାଡ଼ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ପ୍ରତ୍ୟେକ ବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବଣଭୋଜି, ପର୍ବତାରୋହଣ ଓ ବୁଲିବା ପାଇଁ ଆସି ଥାଆନ୍ତି। ମାତ୍ର ସଚେତନତା ଅଭାବରୁ ଏଠାରେ ବିପୁଳ…

ଦୁଲାଲ ପ୍ରଧାନ ଝାରସୁଗୁଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ନିଯୁକ୍ତ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ସମ୍ବଲପୁରର ଯୁବ କଂଗ୍ରେସ ନେତା ଦୁଲାଲ ପ୍ରଧାନଙ୍କୁ ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ରୂପେ ନିଯୁକ୍ତି ଦେଇଛନ୍ତି। ଜଣେ ନବ ଯୁବକଙ୍କୁ ଏହିପରି ଏକ ଗୁରୁତ୍ବପୂର୍ଣ୍ଣ ପଦବୀରେ ନିଯୁକ୍ତ କରିବା ପରେ ଝାରସୁଗୁଡ଼ା…

ବିଜୁ ଜନତା ଦଳ ପକ୍ଷରୁ  ବୁଥ କମିଟି ବୈଠକ । 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ପୌରପରିଷଦର ବାବୁପଡ଼ା ଓ ଝାଡ଼େଶ୍ବର ମନ୍ଦିର ରୋଡର ୧୬ ନମ୍ବର ୱାର୍ଡଠାରେ ବିଜୁ ଜନତା ଦଳ ତରଫରୁ ବୁଥ କମିଟି ବୈଠକମାନ  ଅନୁଷ୍ଠିତ ହୋଇଥିଲା। ଏହି ବୈଠକମାନଙ୍କରେ ଆଗାମୀ ସମୟରେ ବିଜୁ ଜନତା ଦଳକୁ କିପରି ଆହୁରି ଶକ୍ତିଶାଳୀ କରାଯିବ ସେ ବିଷୟରେ…

୧୩ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଗୁଡଖା ଜବତ:  ୮ଗିରଫ ।

ମାଲକାନଗିରି: (ବି ଶ୍ରୀନିବାସ ପାତ୍ର)ଗତକାଲି ସନ୍ଧ୍ୟାରେ ପୁଲିସ ମାଲକାନଗିରି ବସ୍‌ଷ୍ଟାଣ୍ଡ୍‌ରୁ କାଲିମେଳାକୁ ବେଆଇନ ଭାବେ ଯାଉଥିବା ବିପୁଳ ପରିମାଣର ଗୁଟ୍‌ଖା ଜବତ କରିବା ସହ ଏଥିରେ ସମ୍ପୃକ୍ତ କେତେ ଜଣଙ୍କୁ ଗିରଫ କରିଛି। ବସ୍‌ଷ୍ଟାଣ୍ଡ୍‌ରୁ ଜବତ ଗୁଟ୍‌ଖା ଘଟଣାରେ ଗିରଫ ବ୍ୟକ୍ତିଦ୍ୱୟ…

ପୋଲିସ ଗୁଳିରେ ଟଳିଲେ ଦୁଇ ମାଓବାଦୀ : ୧ବନ୍ଧୁକ ଜବତ ।

ମାଲକାନଗିରି :-(ବି ଶ୍ରୀନିବାସ ପାତ୍ର)-ପୁଣି ମାଲକାନଗିରି ଜିଲା ଚିତ୍ରକୋଣ୍ଡା  ସ୍ୱାଭିମାନ ଅଞ୍ଚଳରେ ଫୁଟିଲା ଗୁଳି । ସୁରକ୍ଷାକର୍ମି  ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଦୁଇ ମାଓବାଦୀ ମୃତ । ମାଓ ଦମନ ଅଭିଯାନରେ ପୋଲିସର ଏହା ଆଉ ପାଦେ ସଫଳତା ବୋଲି କୁହାଯାଇପାରେ । ମୃତ ଦୁଇ…