Sign in
Sign in
Recover your password.
A password will be e-mailed to you.
ଏପଟେ ଚାଲିଛି ଇକୋ ଟୁରିଜିମ ପ୍ରସାର : ଶିମିଳିପାଳ କଥା କି ଭୁଲି ଯାଇଛନ୍ତି ସରକାର !!
ମୟୂରଭଞ୍ଜକୁ ବୃଦ୍ଧି ପାଉଛି ପର୍ଯ୍ୟଟକଙ୍କ ଆବାଗମନ, ହେଲେ ଶିମିଳିପାଳରୁ ମୁହଁ ଫେରାଉଛନ୍ତି
ବାରିପଦା(ଦିଲ୍ଲୀପ ମହାନ୍ତି )- ପର୍ଯ୍ୟଟନରେ ଆନନ୍ଦର ଉତ୍ସ ଓ ଉଦ୍ଦୀପନାର ପ୍ରାଚୁର୍ଯ୍ୟ ଭରି ରହିଛି । ଏଥି ସହିତ ଜ୍ଞାନ- ଗାରିମା, ଅନୁଭୂତି, ଅଭିଜ୍ଞତା ଓ ସ୍ୱାସ୍ଥ୍ୟ ଆଦିକୁ ନେଇ…
ମାଲକାନଗିରି ଜିଲ୍ଲା ବାର ଆସୋସିଏସନ : ଦୁର୍ଗା ପ୍ରସାଦ ସଭାପତି, ଲମ୍ବୋଦର ସମ୍ପାଦକ
ମାଲକାନଗିରି (ବି ଶ୍ରୀନିବାସ ପାତ୍ର): ମାଲକାନଗିରି ଜିଲ୍ଲା ବାର ଆସୋସିଏସନ ନିର୍ବାଚନର ଫଳାଫଳ ବାହାରିଛି | ଶ୍ରୀ ଦୁର୍ଗା ପ୍ରସାଦ ତ୍ରିପାଠୀ ୪୮ ଖଣ୍ଡଭୋଟ ପାଇ ବାର ଆସୋସିଏସନ ର ସଭାପତି ଓ ୪୮ ଭୋଟ ପାଇ ଶ୍ରୀ ଲମ୍ବୋଦର ତୁରୁକ ଲଗାତର ପଞ୍ଚମ ଥର ପାଇଁ ସମ୍ପାଦକ ଭାବେ ନିର୍ବାଚିତ…
ଆମ ସେତୁର ଆବଶ୍ୟକତା ରହିଛି, ପ୍ରାଚୀରର ନୁହେଁ : ପ୍ରଧାନମନ୍ତ୍ରୀ
ଫିକ୍କିର 93ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
ଏକ ଦୃଢ଼ ଏବଂ ନିର୍ଣ୍ଣାୟକ ସରକାର ସମସ୍ତ ଅଂଶୀଦାରଙ୍କୁ ସେମାନଙ୍କର ସମ୍ଭାବନାକୁ ବାସ୍ତବ ରୂପ ଦେବାରେ ସହାୟତା କରିଥାଏ
ନୀତି ଓ ଉଦ୍ଦେଶ୍ୟ ସହିତ କୃଷକଙ୍କ କଲ୍ୟାଣ ଲାଗି ସରକାର ସମ୍ପୂର୍ଣ୍ଣ…
“ଅନୁଭବରେ ବିଶାଳ ଆମେରିକା’ ଲୋକାର୍ପିତ
ଓଡ଼ିଆ ଭ୍ରମଣ ସାହିତ୍ୟର ପରମ୍ପରା ଅତ୍ୟନ୍ତ ସମୃଦ୍ଧ
ଭୁବନେଶ୍ୱର : ଓଡ଼ିଆ ସାହିତ୍ୟରେ ଭ୍ରମଣ ସାହିତ୍ୟ ପରମ୍ପରା ସମୃଦ୍ଧ ଗୌରବର ଅଧିକାରୀା ଦେଶ, ରାଜ୍ୟ ଓ ବିଦେଶକୁ ନେଇ ରଚିତ ରାଶି ରାଶି ଭ୍ରମଣ ବୃତ୍ତାନ୍ତ ପାଠକମାନଙ୍କୁ ଆଚ୍ଛନ୍ନ କରିବସିଛିା ଭ୍ରମଣକାରୀର ମାନସିକତା, ଆଗ୍ରହ ଓ ରୁଚିକୁ…
ମୟୂରଭଞ୍ଜର ଯୁବ ଚିତ୍ରକର ସମରେନ୍ଦ୍ର ବେହେରାଙ୍କୁ ଟ୍ୱିଟ୍ ଜରିଆରେ ସାଧୁବାଦ ଦେଲେ କେନ୍ଦ୍ରମନ୍ତ୍ରୀ
ବୃକ୍ଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଛବି ଆଙ୍କି ଜଙ୍ଗଲ ସଂରକ୍ଷଣ ପାଇଁ ସଚେତନତାର ବାର୍ତା ଦେବା ଖୁସିର ବିଷୟ-ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର – ଶିମିଳିପାଳ ଜାତୀୟ ଉଦ୍ୟାନର ଏକ ବୃକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଛବି ଆଙ୍କି ଅଭିନବ ଉପାୟରେ ବେଆଇନ ଗଛକଟା…
ଚୋରି ସାମଗ୍ରୀ ଉଦ୍ଧାର,୩ ଗିରଫ ।
ଭଞ୍ଜନଗର / ବେଲଗୁଣ୍ଠା ( ନିଲୁ ବିଷୋୟୀ ) ବେଲଗୁଣ୍ଠା ମେଇନ୍ ରୋଡ୍ ତଥା ଭଞ୍ଜନଗର ରୋଡ୍ ବାସିନ୍ଦା ଏ.ସୁବାରାଓ ଆଚାରୀଙ୍କ ବାସଭବନରୁ ଗତ ୫ ଡିସେମ୍ବରରେ ଶ୍ରୀ ଆଚାରୀ ଭୁବନେଶ୍ୱର ଯାଇଥିବା ସମୟରେ ତାଙ୍କ ଘରୁ ନଗଦ ଟଙ୍କା, ଟିଭି, ଗ୍ରାଇଣ୍ଡର, ଫ୍ୟାନ୍,ହୋମ୍ ଥିଏଟର୍,ମୋବାଇଲ,ଗ୍ୟାସ୍…
ପୁଣି ଏକ ନାବାଳିକାର ବିବାହ ରୋକିବାରେ ସକ୍ଷମ ହେଲେ ଚାଇଲ୍ଡଲାଇନ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଥାନା ଅନ୍ତର୍ଗତ ଅର୍ଡା ପଞ୍ଚାୟତର ଏକ ଗ୍ରାମରେ ଏକ ବାଲ୍ୟବିବାହକୁ ପୋଲିସ ସହାୟତାରେ ରୋକିବାକୁ ସମର୍ଥ ହେଲେ ଚାଇଲ୍ଡଲାଇନ। ବିଗତ କେତେ ମାସ ଭିତରେ ଏହିପରି ବାଲ୍ୟବିବାହକୁ ରୋକିବା ପାଇଁ ଚାଇଲ୍ଡଲାଇନ ତରଫରୁ ହେଉଥିବା ପ୍ରୟାସକୁ…
ବାର ଏସୋସିଏସନର ନୂତନ ସଭାପତି ନିର୍ବାଚିତ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବାର ଏସୋସିଏସନର ସଭାପତି ନିର୍ବାଚନ ଆଜି ସମାପ୍ତ ହୋଇଯାଇଛି। ସଭାପତି ଦୌଡ଼ରେ ଦୁଇଜଣ ଥିବା ବେଳେ ଅନ୍ୟାନ୍ୟ ପଦବୀ ପାଇଁ ସମସ୍ତ ପ୍ରାର୍ଥୀ ଏହା ପୂର୍ବରୁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଯାଇଥିଲେ।
ସୂଚନା ଅନୁଯାୟୀ ବରିଷ୍ଠ ଆଇନଜୀବୀ…
ଝାରସୁଗୁଡ଼ା ଉପକାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ।
ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଉପକାରାଗାରର ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଭୀମଯୋର ଗ୍ରାମର ସନ୍ତୋଷ ପ୍ରଧାନ ନାମକ ଏହି କଏଦୀ ନିଜର ସ୍ତ୍ରୀଙ୍କ ହତ୍ୟା ଅଭିଯୋଗରେ ବିଚାରଧୀନ ଅବସ୍ଥାରେ ବନ୍ଦୀ ହୋଇ ରହିଥିଲେ। ସୂଚନା ଅନୁଯାୟୀ, ୪୪ ବର୍ଷ ବୟସ୍କ କଏଦୀ…
ଆଶଙ୍କା ଭିତରେ “ଦୁଲଦୁଲି”
କୋଭିଡ କଟକଣା ଭିତରେ ଝାରସୁଗୁଡ଼ା ମହୋତ୍ସବ ଦୁଲଦୁଲି ନେଇ ଅନିଶ୍ଚିତତା।
ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ: ଆୟୋଜକ
ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ପ୍ରତିଷ୍ଠା ଦିବସରେ ଅନୁଷ୍ଠିତ ହୋଇ ଆସୁଥିବା ଝାରସୁଗୁଡ଼ା ମହୋତ୍ସବ "ଦୁଲଦୁଲି"ର ଏ…