Sign in
Sign in
Recover your password.
A password will be e-mailed to you.
ବଡ଼ବିଲ ବାର ଆସୋସିଏସନ ନିର୍ବାଚନ : ତ୍ରିବେଣୀ ଗିରି ସଭାପତି, ଦେବପ୍ରିୟ ରଣା ସମ୍ପାଦକ ନିର୍ବାଚିତ
ବଡ଼ବିଲ (ଶାସକ ପ୍ରଶାସକ) କେନ୍ଦୁଝର ଜିଲା ବଡବିଲ ଆଇନଜୀବୀ ସଂଘର କାର୍ଯ୍ୟକାରିଣୀ ନିର୍ବାଚନ ପ୍ରକ୍ରିୟା ଶନିବାର ସନ୍ଧ୍ୟାରେ ଶେଷ ହୋଇଛି। ନିର୍ବାଚନରେ ସଭାପତି ଭାବେ ତ୍ରିବେଣୀ ଗିରି ଏବଂ ସମ୍ପାଦକ ଭାବେ ଦେବପ୍ରିୟ ରଣା ନିର୍ବାଚିତ ହୋଇଥିବା ଜଣାପଡିଛି ।
ରାଜ୍ୟ ବାର କାଉନସିଲ…
ବାଇକ ରୁ ଖସି ମହିଳାଙ୍କ ମୃତ୍ୟୁ
ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ଥାନା ଅଧିନ ବରଣପୁର ଗ୍ରାମ ଠାରେ ବାଇକରୁ ଖସି ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ତାରସିଂ ଥାନା ଅନ୍ତର୍ଗତ ଫୁଡୁରୁଙ୍ଗୁ ଗ୍ରାମର ଲକ୍ଷ୍ମୀ ମଲ୍ଲିକ । ସୂଚନା ମୁତାବକ ଲକ୍ଷ୍ମୀ ତାଙ୍କ ସ୍ବାମୀ ଗାଣ୍ଡୁ ଓ ତାଙ୍କ ସଂପର୍କୀୟ ଭାଇ…
୧୮ରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର- (ଶାସକ ପ୍ରଶାସକ) : ଆସନ୍ତା ଡିସେମ୍ବର ୧୮ ତାରିଖ ଦିନ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବିଜେଡି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟଠାରେ ସକାଳ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ଯୁବ ବିଜେଡିର କାର୍ଯ୍ୟକାରୀ…
୨୪ ଡିସେମ୍ବରରୁ ଛିନ୍ଦେଇକେଲା କପ
ପଦ୍ମପୁର : ରାଇଜିଙ୍ଗ ଷ୍ଟ୍ରାର କ୍ରିକେଟ କ୍କବ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ୨୬ତମ ଛିନ୍ଦେଇକେଲା କପ ଆସନ୍ତା ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ରାଇଜିଙ୍ଗ ଷ୍ଟ୍ରାର କ୍ରିକେଟ କ୍ଲବ ସଭାପତି ଶ୍ରୀ ଆନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସଂପର୍କରେ…
ରେଢାଖୋଲ ଓକିଲ ସଂଘ ନିର୍ବାଚନ: ଗଣେଶ୍ୱର ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଓକିଲ ସଂଘର ନିର୍ବାଚନ ସମ୍ପନ୍ନ ହୋଇ ଫଳାଫଳ ଘୋଷଣା ହୋଇ ଯାଇଛି। ନିର୍ବାଚନ ଅଧିକାରୀ ଜଗନ୍ନାଥ ବିଶ୍ୱାଳ ଏହା ପରିଚାଳନା କରିଥିଲେ। ଏଥିରେ ସଭାପତି ଗଣେଶ୍ୱର ପ୍ରଧାନ, ଉପ ସଭାପତି ଭବାନୀ ଶଙ୍କର ପଣ୍ଡା, ସାଧାରଣ ସମ୍ପାଦକ…
ରେଢାଖୋଲ ଉପଖଣ୍ଡରେ ବଢୁଛି ହାତୀ ଉପଦ୍ରବ, ଆକ୍ରମଣରେ ଜଣେ ଗୁରୁତର।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ହେଲେ ବଡ଼ମାଳ ରେଞ୍ଜ ଅନ୍ତର୍ଗତ ଅଞ୍ଚଳରେ ବିଗତ ୨ମାସ ପୂର୍ବରୁ ଏହି ହାତୀ ଆକ୍ରମଣରେ ଜଣଙ୍କର ଜୀବନ ଯାଇଥିବା ବେଳେ ଶୁକ୍ରବାର ରାତିରେ ପୁଣି ହାତୀ ଆକ୍ରମଣରେ…
ଉଦ୍ଘାଟିତ ହେଲା ଲାବଣ୍ୟବତୀ କଳା ମଣ୍ଡପ
ଭଞ୍ଜନଗର ( ନିଲୁ ବିଷୋୟୀ ) - ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗିତ ଆସର ଭଞ୍ଜନଗର,ବିଶ୍ବ ମାନବାଧିକାର ଦିବସ ଓ ଗୁରୁ ଆନନ୍ଦ ପ୍ରଧାନଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଡିଫେନ୍ସ୍ କଲୋନୀ ଠାରେ ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ମାସିକ ଭଞ୍ଜ ସଙ୍ଗୀତ ଆସର ଅନୁଷ୍ଠାନର ସଭାପତି ପ୍ରଶାନ୍ତ…
କର୍ମୀଙ୍କ ମନୋବଳ ବଢାଇବାକୁ ପୁରନ୍ଦେଶ୍ୱରୀ ନେଇଛନ୍ତି ମିଛର ଆସରା : ବିଜେଡି
ପୁରନ୍ଦେଶ୍ୱରୀଙ୍କ ଏଭଳି ମିଛ ଓ ପ୍ରବଞ୍ଚନା ଓଡିଶାବାସୀଙ୍କ ନିକଟରେ କାମ ଦେବନାହିଁ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଦୁଇ ଦୁଇଟି ଉପନିର୍ବାଚନରେ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମନୋବଳ ଭାଙ୍ଗିଯାଇଥିବା ବିଜେପି କର୍ମକର୍ତ୍ତାଙ୍କ ଉତ୍ସାହ ବଢାଇବାପାଇଁ ରାଜ୍ୟ ଗସ୍ତରେ ଆସିଥିବା ବିଜେପିର…
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୁରନ୍ଦେଶ୍ୱରୀ
ରାଜ୍ୟରେ ନବୀନ ବାବୁ ନୁହେଁ ବରଂ ସରକାରୀ ବାବୁମାନେ ଶାସନ କରୁଛନ୍ତି : ଡି.ପୁରନ୍ଦେଶ୍ୱରୀ
ରାଜ୍ୟରେ ଚାଲିଛି କୁଶାସନ, ସୁଶାସନ ପାଇଁ ବିଜେପିକୁ ସୁଯୋଗ ଦିଅନ୍ତୁ
ମୁଖ୍ୟମନ୍ତ୍ରୀ କାହିଁକି ଓଡିଶାର ଗରିବ ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଚାହୁଁନାହାଁନ୍ତି?
…
ଖୁବଶୀଘ୍ର ରାଜ୍ୟର ମନ୍ଦିର ଓ ଉପାସନସ୍ଥଳୀରେ ଲାଗିବ ଗହଳଚହଳ !
ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି : ୨୫ ତାରିଖ ପରେ ଯେ କୌଣସି ଦିନ ଖୋଲିଯିବ ଶ୍ରୀମନ୍ଦିର
ଜାନୁଆରୀର ପ୍ରଥମ ଦି ଦିନ ଖୋଲିବ ନାହିଁ ଶ୍ରୀମନ୍ଦିର
ଭୁବନେଶ୍ୱର/ପୁରୀ (ଶାସକ ପ୍ରଶାସକ) : ଏଥର ରାଜ୍ୟରେ ଖୋଲିବ ମନ୍ଦିର ଓ ଉପାସନା ଗୃହ | ପର୍ଯ୍ୟାୟକ୍ରମେ…