୨୦୨୦ ରାଉଣ୍ଡ ଅପ୍‍ : ସମୟର ଆଇନାରେ କିଟ୍‍-କିସ୍‍

ଭୁବନେଶ୍ୱର(ଶାସକ ପ୍ରଶାସକ) ସମଗ୍ର ବିଶ୍ୱବାସୀଙ୍କ ପାଇଁ ୨୦୨୦ ବର୍ଷ ସ୍ମରଣୀୟ ହୋଇ ରହିବ। ୨୦୨୦ର ପ୍ରଥମ ଦୁଇ ମାସ ଭାରତ ତଥା ଓଡ଼ିଶାବାସୀଙ୍କ ପାଇଁ ଭଲରେ କଟିଥିବା ବେଳେ ମାର୍ଚ୍ଚ ମାସରୁ ବର୍ଷ ଶେଷ ପର୍ଯ୍ୟନ୍ତ କରୋନା ମହାମାରୀ ସମସ୍ତଙ୍କୁ କୌଣସି ନା କୌଣସି ପ୍ରକାର ପ୍ରଭାବିତ କରିଛି।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କର ମୃତ୍ୟୁ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ରଞ୍ଜିତପୁର ପ୍ରାଥମିକ ବିଦ୍ୟାଳୟରେ କାର୍ଯରତ ଶିକ୍ଷକ ଶ୍ରୀ ଥବିର ମେହେର (୪୨) ଙ୍କର ଆଜି ସନ୍ଧ୍ୟା ପ୍ରାୟ ଆଠ ଘଣ୍ଟା ସମୟରେ ପାଇକମାଲ ବିଦ୍ୟୁତ  ଗ୍ରୀଡ଼ ସମ୍ମୁଖରେ ନିଜର ବାଇକର ଭାରସାମ୍ୟ ହରାଇବା ଦ୍ୱାରା ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ପ୍ରଥମେ…

ଆଇଆଇଏମ ସ୍ଥାୟୀ କ୍ୟାମ୍ପସ ଶିଳାନ୍ୟାସ ୨ରେ ,ପ୍ରଧାନମନ୍ତ୍ରୀ କରିବେ ଶିଳାନ୍ୟାସ  

  ସମ୍ବଲପୁର/ରମାକାନ୍ତ ବିଶ୍ବାଳ - ସମ୍ବଲପୁର ଠାରେ ଥିବା ଆଇଆଇଏମର ବହୁପ୍ରତିକ୍ଷିତ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ ଜାନୁଆରୀ ୨ ତାରିଖରେ ହେବ । ଏନେଇ ସୁଚନା ଦେଇଛନ୍ତି ଆଇଆଇଏମ ସମ୍ବଲପୁର ର ନିର୍ଦ୍ଦେଶକ ପ୍ରଫେସର ମହାଦେବ ପ୍ରସାଦ ଜଏସୁଆଲ । ଶିଳାନ୍ୟାସ କାର୍ଯ୍ୟକ୍ରମଟି   ଭରଚୁଆଲ…

ଗଛରେ ଗାମୁଛା ଲଗାଇ ପ୍ରେମୀ ଯୁଗଳଙ୍କ  ଆତ୍ମହତ୍ୟା ।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର): ଜିଲ୍ଲା ସଦର ମହକୁମା ରେ ଦେଖିବାକୁ ମିଳିଛି ଏକ ହୃଦ ବିଦାରକ ଘଟଣା । ମାଲକାନଗିରି ଜବରଦସ୍ତ କଲୋନୀର  ଶିବମନ୍ଦିର ନକଟରେ ଥିବା ଏକ ବରଗଛରୁ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଉଭୟଙ୍କ ମୃତଦେହ ବର ଗଛରେ   ବେକରେ ଗାମୁଛା ରେ…

ପୁନେରେ ପ୍ରାଣ ହରାଇଥିବା  ଓଡ଼ିଆ ଯବକଙ୍କ ପାର୍ଥିବ ଶରୀରକୁ ଓଡିଶା ଆଣ଼ିଲା “ଓଡିଶା ମୋ ପରିବାର”

ଭୁବନେଶ୍ୱର (ଶାସକ ପ୍ରଶାସକ):- ପୁନେଠାରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା  ଓଡ଼ିଆଯୁବକଙ୍କ ପାର୍ଥିବ ଶରୀରକୁ ଓଡିଶ ଆଣ଼ିଲା "ଓଡିଶା ମୋ ପରିବାର" |  ଭୁବନେଶ୍ୱର  ବିମାନବନ୍ଦର ଠାରେ  "ଓଡିଶା ମୋ ପରିବାର" ସଦସ୍ୟ ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପାର୍ଥିବ ଶରୀରକୁ…

ବିରମାଟିର ସହିଦଙ୍କୁ  ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ବରଗଡ଼ :- ବରଗଡ଼ ଜିଲ୍ଲାର ଘେସଁ ଗ୍ରାମ ବିରମାଟି ରୂପେ ପରିଚିତ । ଆଜି ହେଉଛି ବୀରତା ଦିବସ, ଏକ ଐତିହାସିକ ଦିନ । ସ୍ୱାଧୀନତା ସଂଗ୍ରାମରେ ବରଗଡ ଜିଲ୍ଲା ସୋହେଲା ବ୍ଲକ ଘେଁସ ଜମିଦାର ବଂଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରେ । ଆଜିର ଦିନରେ ମାଧୋ ସିଂଙ୍କୁ ଫାଶି ଦିଆ ଯାଇଥିଲା ।  ଏହି…

ଜିରୋ ନାଇଟ ସେଲିବ୍ରେସନ ବଂଦ : ନାଇଟ କର୍ଫ୍ୟୁ ଲାଗୁ 

ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟରେ ଜିରୋ ନାଇଟ ସେଲିବ୍ରେସନ ବଂଦ | ରାଜ୍ୟ ସରକାର ଲାଗୁ କରିଛନ୍ତି ନାଇଟ କର୍ଫ୍ୟୁ | ହେଲେ ସମସ୍ତ ଜରୁରୀ ସେବା ପାଇଁ ଅନୁମତି ଦିଆଯିବ | ଏ ବିଷୟରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର…

କିଟ୍‍ ଓ କିସ୍‍ ପରିଦର୍ଶନ କଲେ ସିଏଜି

କିସ୍‍-ମୟୂରଭଞ୍ଜରେ ହେବ ଫୁଟ୍‍ବଲ୍‍ ଏକାଡେମୀ: ଗିରିଶ ମୁର୍ମୁ ଭୁବନେଶର : ଭାରତର ମୁଖ୍ୟ ମହାଲେଖାକାର ଓ ମହାସମୀକ୍ଷକ ଗିରିଶ ଚନ୍ଦ୍ର ମୁର୍ମୁ ବୁଧବାର ସପ୍ତନିକ  କିଟ୍‍ ଓ କିସ୍‍ ପରିଦର୍ଶନ କରିଥିଲେ । ଶ୍ରୀ ମୁର୍ମୁ ଓ ତାଙ୍କ ପତ୍ନୀ ଶ୍ରୀମତୀ ଶୁଳ୍କା ମୁର୍ମୁ କିଟ୍‍ ବିଶ୍ୱବିଦ୍ୟାଳୟର…

ପାଇକମାଲ ବ୍ଲକ ସ୍ତରୀୟ କଂଗ୍ରେସ କମିଟି ସଭାପତି ହେଲେ ବିନୋଦ ବିହାରୀ ବିଶ୍ବାଳ

ପଦ୍ମପୁର,:ପାଇକମାଲ ଚେତନା ସଂଗଠନ କାର୍ଯ୍ୟାଳୟ ଠାରେ ପାଇକମାଲ ବ୍ଲକ ସ୍ତରୀୟ  କଂଗ୍ରେସ କମିଟିର ଏକ ବୈଠକ  ଗଜରାଜ ସିଂ ପୁଟାଙ୍କ ସଭାପତିତ୍ବରେ କରି ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା । ଏହି ବୈଠକରେ ବରଗଡ଼ ଜିଲ୍ଲା ପର୍ଯ୍ୟ ବେକ୍ଷକ ରାଜ କିଶୋର ଷଡଙ୍ଗୀ,ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି…

ଛେଲି ଚୋରକୁ କାବୁକଲେ ଗ୍ରାମବାସୀ

ଥାନାକୁ ଗଲେ ଛେଲି ଚୋର ସହ ଚୋରୀ ହେଉଥିବା ଛେଲି । ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ବିଜାଡିହି ଗ୍ରାମରେ ବିଲମ୍ବିତ ରାତିରେ ତିନିଜଣ ଯୁବକ ବିଜାଡିହି ଗ୍ରାମର ଚନ୍ଦ୍ର ଲେଥ୍ରାଙ୍କ ଛେଲି ଗୁହାଲରୁ ଛୋଲି ଚୋରି କରୁଥିଲେ । ଛେଲି ମାନଙ୍କ ରଡି ଶୁଣି ପରିବାର ଲୋକ ଉଠି ପଡିଲେ ଏବଂ…