Sign in
Sign in
Recover your password.
A password will be e-mailed to you.
ବସିଆପଡ଼ା ରେ ବାଏଫର ସ୍ୱାସ୍ଥ୍ୟ ଶିବିର ୧୫୦ଜଣଙ୍କୁ ମାଗଣା ଚିକିତ୍ସା ପ୍ରଦାନ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ଯୁଯୋମୁରା ବ୍ଲକ ବସିଆପଡ଼ା ରେ ବାଏଫର ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି I ଏହି ସ୍ୱାସ୍ଥ୍ୟ ଶିବରରେ ୧୫୦ ଜଣ ରୋଗିଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା I ବସିଆପଡା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଶିବରରେ ଡାକ୍ତର…
ବିଜେଡ଼ି ରେ ସାମିଲ ହେଲେ ଶତାଧିକ ଯୁବକ ଓ ଛାତ୍ର I
ସମ୍ବଲପୁର(ରମାକାନ୍ତ ବିଶ୍ବାଳ) - ଯୁବ ବିଜେଡ଼ି ପୂର୍ବତନ କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତିଙ୍କ ଉପସ୍ଥିତିରେ ଶତାଧିକ ଯୁବ ଛାତ୍ର ବିଜେଡ଼ିରେ ସାମିଲ ହୋଇଛନ୍ତି। ବୁଧବାର ଅନୁଷ୍ଠିତ ସ୍ବାଗତ ସମାରୋହରେ ରାଜେଶ୍ ଚଇନୀଙ୍କ ନେତୃତ୍ୱ ରେ ଯୁବ ଛାତ୍ର ସାମିଲ ହୋଇଥିବା ବେଳେ ସାଧାରଣ…
ଚାଷୀ ସମସ୍ୟା ଗୁଡିକର ଶୀଘ୍ର ସମାଧାନ ଦାବିରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଭେଟିଲା ସମ୍ବଲପୁର ବିଜେପି
ଡିସେମ୍ବର ୧୮ରେ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଘେରିଥିଲା ବିଜେପି
ଡିସେମ୍ବର ୨୩ ରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିଲା ଆଇନଅମାନ୍ୟ ଓ ଜେଲଭରୋ ଆନ୍ଦୋଳନ
ଆଗାମୀ ୪ ଦିନ ଭିତରେ ସମସ୍ୟା ଗୁଡିକର ସ୍ଥାୟୀ ସମାଧାନ ନହେଲେ ବିଜେପି କରିବ ସମ୍ବଲପୁର ବନ୍ଦ
…
ବର୍ଷ ଶେଷରେ ଇଚ୍ଛାପାଳରେ ସ୍ୱାସ୍ଥ୍ୟ ଶିବିର-: ୯୦ ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ।
ସମ୍ବଲପୁର , (ରମାକାନ୍ତ ବିଶ୍ବାଳ):ବର୍ଷର ଅନ୍ତିମ ଦିବସରେ ଇଚ୍ଛାପାଳ ଠାରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ବିଭିନ୍ନ ରୋଗରେ ଆକ୍ରାନ୍ତ ୯୦ ଜଣଙ୍କୁ ନିଶୁକ୍ଲ ଚିକିତ୍ସା କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ।
ହାତୀବାରି ସ୍ଥିତ ବାଏଫ ପକ୍ଷରୁ ଏହି ଶିବିର ବୀରସିଙ୍ଗଗଡ…
ଗୁରୁ ସତ୍ୟ ନାରାୟଣ ବହିଦାର ଙ୍କ ପୁଣ୍ୟ ତିଥି ରେ “ସମ୍ବଲପୁରୀ ଟିଭି” ଲୋକାର୍ପିତ I
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ସମ୍ବଲପୁରୀ ଭାଷା ସଂସ୍କୃତି ର ପେହେଚାନ ଗୁରୁ ସତ୍ୟ ନାରାୟଣ ବହିଦାର ଙ୍କର ପୁଣ୍ୟ ତିଥି ରେ ଗୁରୁବାର ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଜେଲ ଛକ ସ୍ଥିତ ଜ୍ୟୋତି ଭବନ ଠାରେ ଅନୁଷ୍ଠାନ ର ଆବାହକ ଭବାନୀଶଙ୍କର ଭୋଇ ଙ୍କ…
କୁଟୁରାଚୁଆଁ ରେ ବୀରତା ଦିବସ ପାଳିତ I
ସମ୍ବଲପୁର (ରମାକାନ୍ତ ବିଶ୍ବାଳ)- କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଟୁରାଚୁଆଁ ଗ୍ରାମ ସଭା କକ୍ଷ ରେ ବୀରତା ଦିବସ ପାଳିତ ହୋଇଯାଇଛି l ସ୍ୱେଚ୍ଛାସେବୀ ସୁଶ୍ରୀ ବର୍ଷା ଦେହୁରୀ ଙ୍କ ସଂଯୋଜକରେ ଆୟୋଜିତ ଏଇ ଉତ୍ସବରେ ସମାଜ ସେବୀ ସୁଭାଷ ଚନ୍ଦ୍ର ନାୟକ ଯୋଗ ଦେଇ ଘେଁସ ଜମିଦାର ସ୍ଵାଧୀନତା ସଂଗ୍ରାମୀ…
ବାବା ଲୋକନାଥେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଲଟି ଗାଁ ଚମ୍ପିୟାନ
ବାବା ଲୋକନାଥେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଲଟି ଗାଁ ଚମ୍ପିୟାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କଇଁପୁର ଠାରେ ୮ ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ବାବା ଲୋକନାଥେଶ୍ୱର କ୍ରିକେଟ ଦଳ ଆୟୋଜନରେ ଓ ଡାଳିମ୍ବ ଦୁଃଖାନନ୍ଦ ଫକୀର…
ୱାନ୍ ଷ୍ଟପ ସେଣ୍ଟର (ସଖୀ)ର ତ୍ରୈମାସିକ ସମୀକ୍ଷା ବୈଠକ।
ଝାରସୁଗୁଡ଼ା : (ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ୱାନ ଷ୍ଟପ ସେଣ୍ଟର (ସଖୀ) ର ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ…
ବିରମାଟି ର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି
“ରିଶେ ମିଶେ ଆଏଲା ସାହେବ ଘେଁସ ଦେଲା ପୁଡ଼େଇ
କିଏ ରହେଲା ଗାଁ ଗହଲି କିଏ ରହେଲା ଝାରେ
ଆଁଠେ ରକତ୍ ବୁହିଗଲା, କୁଞ୍ଜଲ ସିଂର ମାରେଁ ।”
ବରଗଡ :- ସ୍ୱାଧୀନତା ସଂଗ୍ରାମରେ ନିଜର ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିଥିବା ବରଗଡ଼ ଜିଲ୍ଲା ଘେସଁ ଜମିଦାର ବଂଶର ସହିଦ ମାଧୋ ସିଂ ଓ ତାଙ୍କର…
“ଗ୍ରାମ୍ୟ କୃଷିକର୍ମୀମାନେ କୃଷକମାନଙ୍କ ସହିତ ଯୋଡ଼ି ରହି ଚାଷ କାର୍ଯ୍ୟକୁ ଆଗେଇ ନିଅନ୍ତୁ”
ଦକ୍ଷିଣାଞ୍ଚଳ ରାଜସ୍ୱ ଜିଲ୍ଲାର ଗ୍ରାମ୍ୟ କୃଷିକର୍ମୀମାନଙ୍କର ଦକ୍ଷତା ବିକାଶ କାର୍ଯ୍ୟକ୍ରମ
"ଫସଲର ବିବିଧିକରଣ ଓ ସମନ୍ୱିତ କୃଷି କାର୍ଯ୍ୟ ଆୟବୃଦ୍ଧିରେ ସହାୟକ'
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଯୁବକମାନଙ୍କୁ ଅଧିକ ସଂଖ୍ୟାରେ ସାମିଲ ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର (ଶାସକ…