Sign in
Sign in
Recover your password.
A password will be e-mailed to you.
“ଏଣିକି ଗୋଟିଏ ମିସଡ଼୍ କଲରେ ଗ୍ୟାସ “
ଇଣ୍ଡିଆନ ଅଏଲର ମିସଡ୍ କଲରେ ସର୍ବଭାରତୀୟ ଗ୍ୟାସ ରିଫିଲ୍ ବୁକିଂର ଲଚିଂ କଲେ କେନ୍ଦ୍ରମନ୍ତ୍ରୀ - ଧର୍ମେନ୍ଦ୍ର ପ୍ରଧାନ
୮୪୫୪୯୫୫୫୫୫ ନମ୍ବରରେ ଗୋଟିଏ ମିସକଲ୍ ଦେଲେ ମିଳିବ ସୁବିଧା
ଭୁବନେଶ୍ୱରରେ ମିସଡ୍ କଲରେ ହେବ ନୂତନ ଗ୍ୟାସ ସଂଯୋଗର ପଞ୍ଜୀକରଣ
ଭୁବନେଶ୍ୱର,(ଶାସକ ପ୍ରଶାସକ) –…
ଦଳ ଏବଂ ସରକାର ଭିତରେ ଫରକକୁ ବୁଝି ନାହାଁନ୍ତି ସସ୍ମିତ ପାତ୍ର : ପିଙ୍କି
ଭୁବନେଶ୍ୱର:ଓଡିଶାରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବା ନେଇ ବିଜୁ ଜନତା ଦଳର ଦଳୀୟ ବୈଠକରେ ରିଜଲ୍ୟୁସନ ପାସ ହୋଇଛି ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର ଟୁଇଟ କରି ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି । ଜଣେ ଜ୍ଞାନୀ ଗୁଣୀ ଲୋକ ହୋଇ ଦଳ ଏବଂ ସରକାର ଭିତରେ ଫରକକୁ ଡ. ସସ୍ମିତ ପାତ୍ର ବୁଝି…
୨୦୨୧ ନବବର୍ଷର ପ୍ରଥମ ସକାଳ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ଆଜି ହେଉଛି ଇଂରାଜୀ ନବବର୍ଷ ୨୦୨୧ । ତେବେ ଚଳିତ ବର୍ଷ ନବବର୍ଷ ପାଲନ କୋଭିଡ ପାଇଁ ଫିକା ପଡିଯାଇଛି। ସରକାରୀ କଟକଣା ପାଇଁ ନବବର୍ଷ ଆୟୋଜନ ଉପରେ ରୋକ ଥିବାରୁ ସମ୍ବଲପୁର ବାସିନ୍ଦା ନିଜନିଜ ଘରେ ନବବର୍ଷ କୁ ସ୍ୱାଗତ କରିଥିଲେ । ସମ୍ବଲପୁର ସହର ନବବର୍ଷ…
ପୁରୀରେ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଯଥାର୍ଥ ଓ ସମୟୋଚିତ : ଦାସବର୍ମା
ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଶ୍ରୀକ୍ଷେତ୍ର ପୁରୀ ଠାରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କରାଯିବା ପାଇଁ ଅନୁରୋଧ କରିଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପକୁ…
ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତ ହେଲେ ଭିନୀଲ କ୍ରିଷ୍ଣ
ବଦଳିଲେ ପୁରୀ ଜିଲ୍ଲାପାଳ, ବଳବନ୍ତଙ୍କ ବଦଳରେ ସମର୍ଥ
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ ଅଫିସର ସ୍ତରରେ କରିଛନ୍ତି ଅଦଳବଦଳ | ଓଏମସି ଏମଡି ତଥା କ୍ରୀଡା ନିର୍ଦ୍ଦେଶକ ଥିବା ବରିଷ୍ଠ ଆଇଏଏସ ଅଫିସର ଶ୍ରୀ ଭିନୀଲ କ୍ରୀଷ୍ଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି…
ବୟସ୍କ ଲୋକଙ୍କ କଷ୍ଟ ଦେଖି ନିଜ ଅସୁସ୍ଥତା ଭୁଲିଗଲେ ବିଧାୟକ ବିଜୟ ରଞ୍ଜନ
ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଲ ବ୍ଲକର ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ଗ୍ରାମ ଗୁଡିକରେ ବର୍ତମାନ ପ୍ରବଳ ଶୀତ ହେଉଛି । ଏହି ପ୍ରବଳ ଶୀତରେ ମୁଖ୍ୟତଃ ବୟସ୍କ ଲୋକଙ୍କ ପାଇଁ ଅନେକ ଅସୁବିଧା ହେଉଛି । ଗରିବ ଶ୍ରେଣୀର ଲୋକ ଶୀତ ବସ୍ତ୍ରର ଅଭାବ…
ଶହୀଦ କୋଭିଡ ଯୋଦ୍ଧାଙ୍କ ସ୍ମୃତିରେ ଭୁବନେଶ୍ବରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ – ମୁଖ୍ୟମନ୍ତ୍ରୀ
ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
"ଶହୀଦଙ୍କ ତ୍ୟାଗ କେବେ ହେଲେ ବିଫଳ ହେବ ନାହିଁ"
ଭୁବନେଶ୍ୱର(ଶାସକ ପ୍ରଶାସକ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶହୀଦ କୋଭିଡ ଯୋଦ୍ଧାଙ୍କ…
କେମିତି କଟିବ ୨୦୨୧!!!
୨୦୨୦ ସମଗ୍ର ବିଶ୍ବକୁ ଏମିତି ସ୍ଥିତିକୁ ଆଣିଦେଲା ଯାହାର କଳ୍ପନା କେହି ବି କରିନଥିଲେ।ଅର୍ଥନୀତି ସହ ଜୀବନଜୀବିକା କୁ ନେଇ ସମଗ୍ର ଦୁନିଆରେ ସଂଘର୍ଷ ଜାରୀ ରହିଛି।ଆଗାମୀ ନୂତନ ବର୍ଷକୁ ନେଇ ସମସ୍ତେ ଆଶା ଆକାଂକ୍ଷା ଉଦବିଗ୍ନତା ମଧ୍ୟରେ ଅଛନ୍ତି।୨୦୨୦ ବିଦାୟ ନେବା ସମୟରେ ମଧ୍ୟ କରୋନାର…
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ୪ର୍ଥ ସମାବର୍ତ୍ତନ ଉତ୍ସବ
ଉଚ୍ଚଶିକ୍ଷା ଅନୁଷ୍ଠାନମାନେ ହାଇ-ଏଣ୍ଡ୍ ଟେକ୍ନୋଲୋଜିକୁ ଗ୍ରହଣ କରିବା ଉଚିତ- ପ୍ରଫେସର ରାମଜୀ ତକ୍ୱାଲେ I
ସମ୍ବଲପୁର (ରମାକାନ୍ତ ବିଶ୍ବାଳ)-ମ୍ବଲପୁରରେ ଆୟୋଜିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ୪ର୍ଥ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ ଇନ୍ଦିରା ଗାନ୍ଧୀ…
ରକ୍ତତୀର୍ଥ କୁଦୋପାଲିରେ ଶହୀଦ ମାନଙ୍କୁ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ I
ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ଓଡିଶାର ରକ୍ତତିର୍ଥ କୁହାଯାଉଥିବା ସମ୍ବଲପୁର କୁଦୋପାଲିରେ ୧୮୫୭ ମସିହା ଡିସେମ୍ବର ୩୦ ତାରିଖ ରେ ପୁଷପୁନୀ ଅବସରରେ ଶହୀଦ ହୋଇଥିବା ୫୮ ଜଣ ସଂଗ୍ରାମୀ ମାନଙ୍କୁ ବୁଧବାର ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି ଦିନ…