Sign in
Sign in
Recover your password.
A password will be e-mailed to you.
ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ଦେଶର ଆଶାଆକାଂକ୍ଷା ସହିତ ନିଜ କ୍ୟାରିଅରକୁ ଯୋଡ଼ିବା ନିମନ୍ତେ ଆଇଆଇଏମ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
ଓଡ଼ିଶାକୁ ଦେଶର ସର୍ବାଧିକ ପସନ୍ଦଯୋଗ୍ୟ "ଶିକ୍ଷା ହବ" ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ : ନବୀନ
ପ୍ରଧାନମନ୍ତ୍ରୀଙ୍କ…
ବଣ୍ଡାଘାଟି ର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ନୂତନ ଜିଲ୍ଲାପାଳ ।
ମାଲକାନଗିରି(ବି ଶ୍ରୀନିବାସ ପାତ୍ର) : ଜିଲ୍ଲାପାଳ ୱାଇ. ବିଜୟ ଆଜି ମାଲକାନଗିରି ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କଲାପରେ ପ୍ରଥମ ଥର ପାଇଁ ବଣ୍ଡାଘାଟି ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି । ମନ୍ଥରରେ ଚାଲିଥିବା ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତ୍ୟେକ ବିଭାଗର ଅଫିସରଙ୍କୁ…
ଆଦିବାସୀ ଗଣହତ୍ୟା ଶ୍ରଦ୍ଧାଞ୍ଜଳି ଦିବସ ପାଳନ କଲା ଜିଲ୍ଲା କଂଗ୍ରେସ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ସଭାପତି ଶ୍ରୀ ଭରତ ଅବସ୍ଥିଙ୍କ ନେତୃତ୍ୱରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳିଙ୍ଗନଗର ଆଦିବାସୀ ହତ୍ୟା ବିରୋଧରେ "ଆଦିବାସୀ ଗଣହତ୍ୟା ଶ୍ରଦ୍ଧାଞ୍ଜଳି ଦିବସ" ପାଳିତ ହୋଇଯାଇଛି। ସକାଳ ୧୧ଟାରୁ ଦିନ ୧ଟା ପର୍ଯ୍ୟନ୍ତ…
ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ “ଡ୍ରାଏ ରନ୍” ଆରମ୍ଭ।
ଝାରସୁଗୁଡ଼ା :(ଦେଶର ପ୍ରତ୍ୟେକ ରାଜ୍ୟରେ ଆଜି "ଡ୍ରାଏ ରନ" ବା 'ଟୀକାକରଣ ପ୍ରକ୍ରିୟାର ପ୍ରାକ ଅଭ୍ୟାସ' ଆରମ୍ଭ ହୋଇଛି। ଓଡ଼ିଶାରେ ମଧ୍ୟ ୩୦ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି…
ବଡ଼ମାଳ ସ୍ବାସ୍ଥ୍ୟକେନ୍ଦ୍ରରେ ସରପଞ୍ଚଙ୍କ ଦ୍ଵାରା ରାଷ୍ଟ୍ରୀୟ ୧୦୮ ଆମ୍ବୁଲାନ୍ସ ସେବା ଉଦଘାଟିତ
ରେଢ଼ାଖୋଲ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଳକ ବଡ଼ମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ରାଷ୍ଟ୍ରୀୟ ୧୦୮ ଆମ୍ବୁଲାନ୍ସ ସେବା ଉଦଘାଟିତ ହୋଇଯାଇଛି । ସୂଚନା ଯୋଗ୍ୟଯେ ରାଜ୍ୟବାସୀଙ୍କୁ ଜରୁରୀ କାଳୀନ ସ୍ବାସ୍ଥ୍ୟସେବା ଯୋଗାଇବା ନିମନ୍ତେ କେନ୍ଦ୍ରସରକାରଙ୍କ ପକ୍ଷରୁ…
୮ରୁ ଖୋଲିବ ସ୍କୁଲ, କେବଳ ୧୦ମ ଓ ୧୨ଶ : ୧୦୦ ଦିନ ପାଇଁ ପାଠପଢ଼ା
ଭୁବନେଶ୍ୱର, (ଶାସକ ପ୍ରଶାସକ) : କୋଭିଡ୍ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାବେଳେ ରାଜ୍ୟ ସରକାର ଆସନ୍ତା ୮ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛନ୍ତିା ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପାଠପଢ଼ିବାକୁ ଯିବୋ ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ…
“ମୁଖ୍ୟମନ୍ତ୍ରୀ ମହୋଦୟ , ଘେନା ହେଉ ନିବେଦନ”
୩୦ ମାସ ହେଲା ଦରମା ପାଉନି ଦୁଃଖରେ କଟୁଛି ଦିନ
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଟେମରୀ ଗ୍ରାମ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପାଇଁ ରତନ ହରିପାଲ ୨୦୧୨ ମସିହାରୁ ପାଣି ପମ୍ପ ଚାଳକ ତଥା ନଳକୂପ ମରାମତି ଦାୟିତ୍ୱରେ କାମକରି ଆସୁଛନ୍ତି । ହେଲେ ବିଗତ ଜୁଲାଇ ୧…
ନୂଆଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ସାମିଲ ହେବେ ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ…
ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୨୧ ଜାନୁଆରୀ ୨୬ ପବିତ୍ର ଗଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀଠାରେ ଆୟୋଜିତ ହେବାକୁ ଯାଉଥିବା ସମ୍ମାନଜନକ ପ୍ୟାରେଡ଼ରେ ଭାଗ ନେବା ପାଇଁ ୮ ଜଣ ସ୍ୱେଚ୍ଛାସେବୀମାନଙ୍କ ସହିତ ଜଣେ ଜାତୀୟ କାର୍ଯ୍ୟକ୍ରମ ଅଧିକାରୀ ମନୋନୀତ ହୋଇଛନ୍ତି । ଏଥି ନିମନ୍ତେ ବାରିପଦା…
ନୂଆ ବର୍ଷରେ ଶିମିଳିପାଳ ଅଭୟାରଣ୍ୟ ବୁଲିଲେ ୭୧୬ ପର୍ଯ୍ୟଟକ
ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୨୧ ଜାନୁଆରୀ ୧ ବର୍ଷର ଆରମ୍ଭ ହୋଇଥିବା ବେଳେ ଏହାକୁ ବିଭିନ୍ନ ଢ଼ଙ୍ଗରେ ଜନସାଧାରଣ ପାଳନ କରିଥିବାର ପରିଲକ୍ଷିତ ହୋଇଛି । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ଼ିସେମ୍ବର ୩୧ ରାତି ୧୦ରୁ ୨୦୨୧ ଜାନୁଆରୀ ୧ ପର୍ଯ୍ୟନ୍ତ ନବ ବର୍ଷ ସ୍ୱାଗତ ଉତ୍ସବ ପାଳନ ଉପରେ…
ବାରିପଦା : ଲିଙ୍ଗରାଜ ପଲ୍ଲୀରେ ପରିଚୟ ଗୃହ ଓ ଶିଶୁ ଆମୋଦ ପ୍ରମୋଦ କେନ୍ଦ୍ର ଉଦଘାଟିତ
ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରାଞ୍ଚଳର ୨୨ ନମ୍ବର ୱାର୍ଡ ଲିଙ୍ଗରାଜ ପଲ୍ଲୀରେ ୟୁଡବ୍ଲ୍ୟୁଇଆଇ ଯୋଜନାରେ ନବନିର୍ମିତ ମାଇକ୍ରୋ ଏକଟିଭିଟିଜ ପରିଚୟ ଗୃହ ଏବଂ ଶିଶୁ ଆମୋଦ ପ୍ରମୋଦ କେନ୍ଦ୍ରକୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଛନ୍ତି ।…