ନୂଆଗାଁ ବ୍ରିଜ ନିକଟରେ ବାଇକ ଦୁର୍ଘଟଣା ୨ ଗୁରୁତର 

ଭଞ୍ଜନଗର ( ନିଲୁ ବିଷୋୟୀ ) ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ନିକଟସ୍ଥ ଢ଼ିମିରିପଲ୍ଲୀ ଛକ ନିକଟରେ ବାଇକ ଦୁର୍ଘଟଣା ଘଟି ୨ ଜଣ ଆହତ ହୋଇଛନ୍ତି । ଆହତ 2 ଜଣ ହେଲେ ପପୁ ନାୟକ ( ୨୬) ଓ ବଳରାମ ବାରିକ ( ୨୦) । ମିଳିଥିବା ସୂଚନା ମୁତାବକ ଉଭୟ କୌଣସି କାମ ରେ ଭଞ୍ଜନଗର ଆସି ନିଜ ଗ୍ରାମ…

ଷ୍ଟେଟବ୍ୟାଙ୍କର ନୂତନ ଗ୍ରାହକ ସେବାକେନ୍ଦ୍ର ଉଦଘାଟନ ।

ବୁଗୁଡା : (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବାଲିପଦର, ଅଞ୍ଚଳର ଏକ ବ୍ୟବସାୟ ପେଣ୍ଠସ୍ଥଳୀ ହୋଇଥିବା ବେଳେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବାଲିପଦର ଶାଖାର ଖୁବ୍ ଗୁରୁତ୍ବ ରହିଛି। ଶହସ୍ରାଧିକ ଗ୍ରାହାକ ଏହି ବ୍ୟାଙ୍କ ଉପରେ ନିର୍ଭର କରୁଥିବା ବେଳେ ଦୈନିକ ଶହ ଶହ ଗ୍ରାହକ ବ୍ୟାଙ୍କକୁ ଆସିଥାନ୍ତି ।…

ନବବର୍ଷ ରେ ଅଘଟଣ ,ଦୁର୍ଘଟଣାରେ ସ୍ୱାମୀ ,ସ୍ତ୍ରୀ ମୃତ ।

ସମ୍ବଲପୁର(ରମାକାନ୍ତ ବିଶ୍ବାଳ):  ନବବର୍ଷ ରେ ଅଘଟଣ । ଦୁର୍ଘଟଣାରେ ସ୍ୱାମୀ ,ସ୍ତ୍ରୀ ମୃତ । ନବବର୍ଷ ସଂଧ୍ୟାରେ ସମ୍ବଲପୁର ସହର ସରଳାକାନୀ ଛକ ଟାଙ୍ଗରପାଲି  ନିକଟରେ ଘଟିଯାଇଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ସହରର ସରଳାକାନୀ ଛକରୁ OR 15 R 6489 ନମ୍ବର ସ୍କୁଟି ରେ ସ୍ୱାମୀ ସ୍ତ୍ରୀ ଦୁଇଜଣ…

ଦାୟିତ୍ୱ ଗ୍ରହଣ କଲେ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନର 

ଭୁବନେଶ୍ୱର (ଶାସକ ପ୍ରଶାସକ) :  ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ କୁମାର ମହାପାତ୍ର ଦାୟିତ୍ୱ ଗ୍ରହଣ କରିଥିବା ବେଲେ ଅନ୍ୟତମ ବରିଷ୍ଠ ଆଇଏଏସ ଅଫିସର ପ୍ରଦୀପ କୁମାର ଜେନା ରାଜ୍ୟର ଉନ୍ନୟନ କମିଶନର ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିଛନ୍ତି |  ୧୯୮୬…

ଦଳ ଭିତରେ ଶୀତଳ ଯୁଦ୍ଧ, କିଏ ହେବ ଛାମୁଙ୍କ ପ୍ରିୟ? 

ସଦିଛା, ସଦ୍ଭାବନା,ସହଭାଗିତା ଓ ସଂକଳ୍ପ ସ୍ଲୋଗାନରେ । ହେଲେ ବ୍ୟାନରରେ ସବୁନେତାଙ୍କ ଫୋଟୋ ଅଛି, କିନ୍ତୁ ଜିଲ୍ଲା ସଭାପତିଙ୍କ ଫୋଟୋ ନାହିଁ । ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଜିଲ୍ଲାରେ ଦିନକୁ ଦିନ ରାଜନୈତିକ ଦଳମାନଙ୍କ ଭିତରେ ଗୋଷ୍ଠୀକନ୍ଦଳ ବେଶ ଆକର୍ଷଣୀୟ ହୋଇ ଉଠିଛି।…

ନୂତନ କାର୍ଯ୍ୟକାରୀ ଏସପି ଭାବରେ ଯୋଗଦାନ କଲେ ବିକାଶ ଦାସ। 

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର  ନୂତନ କାର୍ଯ୍ୟକାରୀ ଏସ ପି ଭାବରେ ଆଜିଠାରୁ କାର୍ଯ୍ୟରେ ଯୋଗଦାନ କଲେ ବିକାଶ ଦାସ। ଝାରସୁଗୁଡ଼ା ଜିଲ୍ଲାର ଏସ ପି ରାହୁଲ ପି ଆର ଯାଜପୁରକୁ ବଦଳି ହେବା ପରେ ଭଦ୍ରକ ଅତିରିକ୍ତ ଏସପିଙ୍କୁ ଝାରସୁଗୁଡ଼ା ଜିଲ୍ଲାର କାର୍ଯ୍ୟକାରୀ ଏସପି ଭାବରେ…

୧୨ରେ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବାଙ୍ଗାଲୋରକୁ ଉଡ଼ିବ  ବିମାନ

 ଝାରସୁଗୁଡା /ସୁବାସ ସାହାରେ  :ଜାନୁୟାରୀ ୧୨ ତାରିଖରୁ  ଝାରସୁଗୁଡ଼ାରୁ ମୁମ୍ବାଇ ଓ ବାଙ୍ଗାଲୋରକୁ  ବିମାନ ଚଳାଚଳ ଆରମ୍ଭ ହେବ | ଫ୍ଲାଇ ସ୍ପାଇସଜେଟ୍ ପକ୍ଷରୁ ଏହି ବିମାନ ଚଳାଚଳ ହେବ | ଏ ବିଷୟରେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ତଥା ଓଡିଶା କ୍ୟାଡର…

ପିପିଲି ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିମାନ ବନ୍ଦର ଥୋପ

ପୁରୀ: ଆଗକୁ ଅଛି ପିପିଲି ଉପନିର୍ବାଚନ । ସେଥିପାଇଁ ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର କରିବା ପୁରୀବାସୀଙ୍କୁ ଏକ ଆଗୁଆ ନିର୍ବାଚନୀ ଥୋପ ବୋଲି କହିଛନ୍ତି ରାଜ୍ୟ ଯୁବ କଂଗ୍ରେସ ମୁଖପତ୍ର  ବିଶ୍ୱନାଥ ଦାଶ ।  ପୁରୀରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ…

ରକ୍ତଦାନ କରି ନୂଆବର୍ଷ ପାଳନ କଲେ ଯୁବଗୋଷ୍ଠୀ ।

ପଦ୍ମପୁର(ଶାସକପ୍ରଶାସକ)-ଆଜି ଜାନୁଆରୀ ମାସ ପ୍ରଥମ ଦିନ । ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଆଜି ନବବର୍ଷ । ଇଂରାଜୀ ନବବର୍ଷ ସମଗ୍ର ବିଶ୍ବରେ ପାଲନ କରୁଛନ୍ତି। କରୋନା କଟକଣା ଯୋଗୁଁ ଏଥର ନବବର୍ଷ ପାଳନରେ କିଛି ଫିକା ପଡିଛି । କରୋନା କଟକଣାକୁ ଦୄଷ୍ଟିରେ ରଖି ପଦ୍ମପୁର ସହରର କିଛି ବନ୍ଧୁ ଆଜି…

ରକ୍ତରେ ତଉଲି ହୋଇଥିଲେ ବିଜୁବାବୁ : ଅଭୁଲା ସ୍ମୃତି ଝାରସୁଗୁଡା ଜିଲ୍ଲା ଗଠନ ବେଳର

ଝାରସୁଗୁଡ଼ା :(ସୁଭାଷ ସହାରେ) : ସତେଇଶ ପୁରି ଅଠେଇଶ ଚାଲିଲା।  ଜିଲ୍ଲା ଭାବରେ ଘୋଷଣା ହେବା ପୂର୍ବରୁ ଏବଂ ପରେ ସମ୍ପୂର୍ଣ୍ଣ ଅବୟବ ପରିବର୍ତ୍ତନ ହୋଇଯାଇଛି। ପୂର୍ବରୁ ଶିଳ୍ପନଗରୀ ଭାବେ ପରିଚୟ ପାଇଥିବା ଝାରସୁଗୁଡ଼ା ବର୍ତ୍ତମାନ ବର୍ତ୍ତମାନ କେବଳ ରାଜ୍ୟର ନୁହେଁ, ସମଗ୍ର ଦେଶରେ ଏକ ପ୍ରମୁଖ…