ଝାରସୁଗୁଡ଼ା :(ସୁଭାଷ ସହାରେ)-ଅଖିଳ ଭାରତ ବୀମା କର୍ମଚାରୀ ସଂଘ ଆହ୍ବାନ ତଥା ୪ ଦଫା ଦାବିି କୁ ନେଇ ଦିନିକିିଆ ଧର୍ମଘଟ ପାଳିିତ ହୋଇଯାଇଛିି। ଏହିି ଅଅବସର ବେହେରାମାଳ ସ୍ଥିତ ଜୀବନ ବୀମା କାଯ୍ୟାଳୟ ସପୁଣ୍ଣ ବନ୍ଦ ଥିଲା। ପୂବାଂହ୍ନ ୧୦ଟାରୁ ୩ଟା ପର୍ଯ୍ୟନ୍ତ ଧାରଣା ଓ ପିକେଟିଙ୍ଗ କରାଯାଇଥିଲା।ବୀମା କର୍ମଚାରୀ ର ନେତା ରତ୍ନାକର ପ୍ରଧାନ ଧର୍ମଘଟରେ ଯୋଗ ଦେଇ ଧର୍ମଘଟର ଦାବିି ଉପରେ କହିିଲେ: ରାଷ୍ଟ୍ରୟତ୍ତ ବୀମା ସଂସ୍ଥାକୁ ଘରୋଇକରଣ କେନ୍ଦ୍ର୍ ସରକାରଙ୍କ ଏକ ଷଡଯନ୍ତ। ଅନ୍ୟ ଆଡେ ପଳିିସଧାରୀଙ୍କ ଝାଳବୁହା ଟଙ୍କା ଯାହା ଜୀବନ ବୀମା ସଂସ୍ଥାରେ ଗଚ୍ଚିତ,ଯାହାକୁ ମୋଦୀ ସରକାର IPO(intial public offer)ମାଧ୍ୟମରେ ବିିକ୍ରିୀ କରିିବାକୁ ଷଡଯନ୍ତ ଚଲାଇଛନ୍ତିି। ଯାହାକୁ କର୍ମଚାରୀ ସଂଘ ଘୋରବିିରୋଧ କରୁଛିି।ଅବିିଲମ୍ବେ,କର୍ମଚାରୀ ସଂଘର ସଭାପତିି ଅରୁନ ଚଇନିି,ସଂପାଦକ ବେଦବ୍ୟାସ ଭୋଇ,ଓ ଶଶିଭୁଷଣ ସା,ତୁଲାରାମ ବେହେରା,ଦମୟନ୍ତିି ଲୁହା,ସୁଶାନ୍ତ ପାଣିଗ୍ରାହୀ, ସନ୍ତୋଷ ଓରାମ,ଅଜ୍ଜୁନ ପ୍ରଧାନ ,ସାବିିତ୍ରିି ଡୁଡୁମ, ଆଶିଷ ଶୁକ୍ଲା ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.