ଚାଲ ବଣଭୋଜି କରିଯିବା  ଦେବଦର୍ହା ଶୈବପୀଠ 

ପଦ୍ମପୁର(ଶାସକପ୍ରଶାସକ)- ଶୀତ ୠତୁରେ ବନ୍ଧୁ ବାନ୍ଧବ ତଥା ପରିବାର ଲୋକଙ୍କ ସହ ବଣଭୋଜି କରିବା ପାଇଁ ସମସ୍ତେ ଇଛା କରିଥାନ୍ତି ଏବଂ ବଣଭୋଜି କରିବା ପାଇଁ ଉତ୍ତମ ସ୍ଥାନ ଯେପରିକି ଗମନାଗମନର ସୁବିଧା, ପାନୀୟ ଜଳ,ଦର୍ଶନୀୟ ସ୍ଥାନ ବା ପ୍ରାକୄତିକ ଦୄଶ୍ୟ ରହିଥିବ ଏପରି ଜାଗା  ଖୋଜିଥାନ୍ତି ।…

“ଘୁମୁସର ର ସ୍ବର”ର ଦିନ ପଞ୍ଜିକା ଉନ୍ମୋଚିତ

ବୁଗୁଡ଼ା: (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲାର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତଥା  ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ "ଘୁମୁସର ର ସ୍ବର" ବାଲିପଦର ପକ୍ଷରୁ ଚଳିତ ବର୍ଷର ନିଜସ୍ବ ଦିନ ପଞ୍ଜିକା (ଦୈନିକ କ୍ୟାଲେଣ୍ଡର) ଉନ୍ମୋଚନ ଉତ୍ସବ ଅନୁଷ୍ଠିତ…

ଖୋଲିଲା ମାଁ ସମଲେଶ୍ୱରୀ ମନ୍ଦିର,୯ ମାସପରେ ଭକ୍ତ କରିଲେ ମାଁଙ୍କ ଦର୍ଶନ ।

http://www.youtube.com/watch?v=MXV6sVZQGqw  ରମାକାନ୍ତ ବିଶ୍ବାଳ / ସମ୍ବଲପୁର - ୯ ମାସ ପରେ ଖୋଲିଲା   ସମ୍ବଲପୁର ର ଅଧିଷ୍ଟାତ୍ରି ଦେବୀ  ମାଁ ସମଲେଶ୍ବରୀ ଦେବୀ ଙ୍କ ମନ୍ଦିର । କୋଭିଡ ପାଇଁ ୯ ମାସ ହେଲା ମାଁ ଙ୍କ ମନ୍ଦିର ବନ୍ଦ ଥିବାରୁ ଭକ୍ତ ମାଁ ଙ୍କ ଦର୍ଶନ କରିବାରୁ ବଞ୍ଚିତ…

ନୄସିଂହ ଗୁରୁଙ୍କୁ ଶ୍ରାଦ୍ଧବାର୍ଷିକୀ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି

ରମାକାନ୍ତ ବିଶ୍ବାଳ (ସମ୍ବଲପୁର)- ପଶ୍ଚିମ ଓଡିଶାର ପ୍ରବୀଣ  ସ୍ୱ।ଧିନତା ସଂଗ୍ରାମି ତଥା ସାମ୍ବାଦିକ ନୄସିଂହ ଗୁରୁ ଙ୍କ ୩୭ ତମ ଶ୍ରାଦ୍ଦ ବାର୍ଷିକି ପାଲିତ ହୋଇଯାଇଛି । ନୄସିଂହ ଗୁରୁ ସୄତି କମିଟି ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ…

ମୁଜାଗଡ଼ ଠାରେ ଟ୍ରକକୁ ପିଟିଲା ଡିଜେଲ ଟ୍ୟାଙ୍କର 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ଥାନା ଅଧିନ ଭଞ୍ଜନଗର - ଫୁଲବାଣୀ ରୋଡ଼ ମୁଜାଗଡ଼ ନିକଟରେ ରାସ୍ତା କଡରେ ଛିଡା ଏକ ମାଲ ବୋଝେଇ ଟ୍ରକର ପଛପଟକୁ ଡିଜେଲ ଟ୍ୟାଙ୍କର ଧକ୍କା ଦେଇଥିଲା। ଫଳରେ ଟ୍ୟାଙ୍କରର ସାମ୍ନାପଟଟି ଭାଙ୍ଗି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ…

ଭାରତ ବାଇଓଟେକକୁ ଅଭିନନ୍ଦନ ଜଣାଇଲେ ନବୀନ 

ଭୁବନେଶ୍ୱର (ଶାସକ ପ୍ରଶାସକ ): ଭାରତରେ ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ବିଷୟ ବିଶେଷଜ୍ଞ କମିଟି (SEC) ଦ୍ୱାରା କୋଭାକ୍ସିନ୍ (କୋଭିଡ୍ ଟିକା)କୁ ସୁପାରିଶ କରାଯିବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ ଭ୍ୟାକ୍ସିନ ପ୍ରସ୍ତୁତିକାରି କମ୍ପାନୀ ଭାରତ ବାୟୋଟେକକୁ…

ଟ୍ୟାପ ପାଣି ପାଇଁ ଝାମେଲା : ଡାକ୍ତରଖାନାରେ ମହିଳା, ଥାନାରେ ମାମଲା

  ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ମାଣିକ ପାଟଣା ବଡ଼ସାହିରେ ସର୍ବ ସାଧାରଣଙ୍କ ପାଇଁ ଉଦିଷ୍ଟ ଥିବା ଟ୍ୟାପରୁ ପାଣି ନେବାକୁ କେନ୍ଦ୍ର କରି ଟଣା ଓଟରା ବେଳେ ଜଣେ ମହିଳା ଆହତ । ମହିଳା ଜଣକ ସେହି ସାହିର ଗୋକୁଳ ଚନ୍ଦ୍ର ସାହୁଙ୍କ ପତ୍ନୀ ମିନତୀ ସାହୁ…

କପା ଚାଷ  ତାଲିମ ଶିବିର ଉଦଯାପିତ

ବୀରମହାରାଜପୁର(ବିନୋଦ ପାଣ୍ଡେ)  କପା ଚାଷ ଅମଳ ପରବର୍ତ୍ତୀ ଯତ୍ନ, ପରିବହନ ବିକ୍ରିବଟା ଶୀର୍ଷକ ତାଲିମ ଶିବିର କେଂଝେରିଆ ପାଲି ଗ୍ରମପଂଚ। ୟାତ୍ ଅମାତ ପାଲି ଗ୍ରାମରେ ଉଦଯାପିତ ହୋଇଯାଇଛି। ବୀରମହାରାପୁରରବ୍ଲକ୍ ସହକାରୀ କୃଷି ଅଧିକାରୀ କାଳନ୍ଦୀ ପରିଡ଼ା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କପା…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ପରିଦର୍ଶନ କଲେ ଚିପିଲିମା ଅଞ୍ଚଳର ବିଭିନ୍ନ ପଶୁପାଲନ କେନ୍ଦ୍ର

      ସମ୍ବଲପୁର(ରମାକାନ୍ତ ବିଶ୍ବାଳ):  ଶନିବାର ଆଇ.ଆଇ.ଏମ୍ ସମ୍ବଲପୁର ର ଭୂମିପୂଜନ ଓ ଭିତ୍ତିପ୍ରସ୍ତ କାର୍ଯ୍ୟକ୍ରମ ରେ ସମ୍ବଲପୁର ଗସ୍ତରେ ଆସିଥିଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ସେ ସେ ଧନକଉଡା ବ୍ଲକ ଅନ୍ତର୍ଗତ ବସନ୍ତପୁର…

କୋଭିଡ-୧୯ ଟିକାକରଣ ପ୍ରକ୍ରିୟାର ପୂର୍ବାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ

http://www.youtube.com/watch?v=LW3XEesnlSs  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ-ଚିକିତ୍ସାଳୟ ପରିସରରେ ଥିବା ପ୍ରସୂତିକାଳୀନ ଏବଂ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ…