Sign in
Sign in
Recover your password.
A password will be e-mailed to you.
କ୍ରୀଡ଼ା ଓ ଯୁବସେବା,ଇଲେକ୍ଟ୍ରୋନିକ୍ସ ଓ ସୂଚନା-ପ୍ରଯୁକ୍ତି ବିଭାଗର ସମୀକ୍ଷା ବୈଠକ ନେଲେ ମନ୍ତ୍ରୀ ତୁଷାରକାନ୍ତି
ସିସି କ୍ୟାମେରା ଜରିଆରେ ହେବ ପୁରୀ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ତଦାରଖ
ଇଣ୍ଟିଗ୍ରେଟେଡ୍ ସ୍ପୋଟର୍ସ କମ୍ପ୍ଲେକ୍ସ, ଇନ୍ଡୋର ହଲ୍ ଏବଂ ହଷ୍ଟେଲ୍ କାର୍ଯ୍ୟ ଶୀଘ୍ର ସାରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି,…
ବିଜେପୁରରେ ରକ୍ତଦାନ ଶିବିର, ସଂଗୃହୀତ ହେଲା ଚାଳିଶ ୟୁନିଟ ରକ୍ତ
ବରଗଡ :- ରକ୍ତଦାନ ଜୀବନ ଦାନ । ରାଜ୍ୟରୁ ରକ୍ତ ଅଭାବକୁ ଦୂର କରିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ରାଜ୍ୟ ବାସୀଙ୍କୁ ଅନୁରୋଧ କରୁଛନ୍ତି । ଓଡିଶା ମୋ ପରିବାର ତରଫରୁ ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ କାର୍ଯକ୍ରମ ମାଧ୍ୟମରେ କ୍ରମାଗତ ଭାବରେ ରକ୍ତଦାନ…
ଅପରାଧ ଘଟଣାକୁ ନେଇ ବିଜେପି ଶସ୍ତା ରାଜନୀତି କରୁଛି: ବିଜେଡି
"ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ବିଜେଡି ସରକାର ଆସାମୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତିବଦ୍ଧ । ଯାହା ଫଳରେ ମୃତକଙ୍କ ପରିବାର ନ୍ୟାୟ ପରିପାରିବେ । ଏଭଳି ଜଘନ୍ୟ ଅପରାଧର ଷଡଯନ୍ତ୍ର ରଚିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ବି କଠୋର…
ଜଂଗଲରେ ସଂପୂର୍ଣ୍ଣ ଦଗ୍ଧ ବୃଦ୍ଧଙ୍କ ଶବ ଜବତ
ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ଥାନା ଅଧିନସ୍ଥ କନ୍ଦାଡଂଗର ଗ୍ରାମରେ ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଲିଛି।ଉକ୍ତ ଗ୍ରାମର ଟିନଚୁ ବରିହା ଜଂଗଳରେ ବୁଲିବା ତାର ଅଭ୍ୟାସ ଥିଲା।ଗତ କାଳି ଉପର ଓଳି ଏକ ଟାଂଗିଆ ଧରି ଜଂଗଳକୁ ଯାଇଥିଲା।ରାତ୍ରରେ ନ ଫେରିବାରୁ ପରିବାର ଲୋକମାନେ ଚିନ୍ତିତ…
ମର୍ମନ୍ତୁଦ ଦୁର୍ଘଟଣା ରେ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ ପରେ ବେସାହାରା ଚାରି ଛୁଆ ଓ ସ୍ତ୍ରୀ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ଗ୍ରାମରେ ଗତକାଲି ରାତି ପ୍ରାୟ ଆଠଟା ସମୟରେ ଘଟି ଯାଇଥିଲା ଏକ ମର୍ମନ୍ତୁଦ ଦୁର୍ଘଟଣା । ଜାମସେଠ ଗ୍ରାମର ମଧୁସୂଦନ ବନଛୋର ଜଣେ ଅତି ଗରିବ ଶ୍ରେଣୀର ଲୋକ । ପର ପାଖରେ ମୂଲ ଲାଗି ନିଜର ପରିବାର ପୋଷଣ କରୁଥିଲେ ମଧୁ । ଗତ ରାତିରେ ସେହି ଗ୍ରାମର…
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ଲୋକାର୍ପିତ
ଦେଶରେ ଗ୍ୟାସ ଆଧାରିତ ଅର୍ଥନୀତିର ଦ୍ରୁତ ସମ୍ପ୍ରସାରଣ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବ - ନରେନ୍ଦ୍ର ମୋଦି
କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ ପାଇପଲାଇନ ଦେଶର ସ୍ୱଚ୍ଛ ଉର୍ଜା ଭିତିଭୂମିକୁ ଅଧିକ ମଜବୁତ୍ କରିବ - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର,(ଶାସକ ପ୍ରଶାସକ) –…
କହିଲେ ବୈଜୟନ୍ତ : ମାହାଙ୍ଗା ଡବଲ ମର୍ଡର ରାଜନୈତିକ ଅସହିଷ୍ଣୁତାର ସଦ୍ୟତମ ଉଦାହରଣ
ଭୁବନେଶ୍ବର(ଶାସକ ପ୍ରଶାସକ) - ବିଜେପି ନେତା ଶ୍ରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ନିର୍ମମ ହତ୍ୟାକୁ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୃଢ଼ ନିନ୍ଦା କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ବିଜେପି…
ମାହାଙ୍ଗା ଡବଲ ମର୍ଡର ଘଟଣା : ଚମ୍ପୁଆ ଥାନା ଘେରିଲା ବିଜେପି
ଚମ୍ପୁଆ (ଶାସକ ପ୍ରଶାସକ) : କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳିର ବରିଷ୍ଠ ବିଜେପି ନେତା ତଥା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୂଳମଣି ବରାଳଙ୍କୁ ରାଜନୈତିକ କାରଣରୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା…
ଭଞ୍ଜନଗର କୋର୍ଟ ରେ ନୂତନ ଏ.ଡି.ଜେ ଯୋଗଦାନ
ଭଂଜନଗର ( ନିଲୁ ବିଷୋୟୀ ) - ଗଂଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ରେ ନୂତନ ଏ.ଡି.ଜେ ରୂପେ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଯୋଗ ଦେଇଛନ୍ତି। ଏହି ଅଵସରରେ ତାଙ୍କୁ ଭଞ୍ଜନଗର ଓକିଲ ସଂଘ ତରଫରୁ ସ୍ୱାଗତ କରାଯାଇଛି। ଓକିଲ ସଂଘ ସଭାପତି ଦଣ୍ଡପାଣି ସ୍ୱାଇଁ ଙ୍କ ସଭାପତିତ୍ୱ ସ୍ଥାନୀୟ ଲାଇବ୍ରେରି ହଲ…
ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ଜିଲ୍ଲା ଯୋଜନା ବୋର୍ଡ ବୈଠକ
ମାଲକାନଗିରି(ବି ଶ୍ରୀନିବାସ ପାତ୍ର)ମାଲକାନଗିରି ସ୍ଥିତ ଗ୍ରାମ୍ୟ ଉନ୍ନୟନ ସଭାଗୃହରେ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା,କ୍ରୀଡା ଓ ଯୁବ ସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ସାଂସଦ ରମେଶ…