କପା ଶ୍ରେଣୀକରଣ ଓ ବିକ୍ରୀବଟା ଉପରେ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ।

  ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୃଷି ସୂଚନା ପରାମର୍ଶ କେନ୍ଦ୍ର ସଭା ଗୃହରେ ରାଜ୍ୟ ସରକାରଙ୍କ କପା ବୈଷୟିକ ମିଶନ ଯୋଜନା ସହାୟତାରେ କପାର ଶ୍ରେଣୀକରଣ ଓ ବିକ୍ରୀବଟା ଉପରେ ଦୁଇଦିନିଆ ତାଲିମ ଶିବିର ଆୟୋଜିତ ହୋଇଅଛି ।…

ବିଜେଡି କର୍ମୀଙ୍କ ଗିରଫ ଦାବିରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ। 

ଝାରସୁଗୁଡ଼ା :(ସୁଭାଷ ସହାରେ): କଟକ ଜିଲ୍ଲାର ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପିର ପୁରୁଣା କର୍ମୀ କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ମର୍ଡର ଘଟଣା ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ବିଜେପି ଏହି ଘଟଣା ପଛରେ ଆଇନ ମନ୍ତ୍ରୀ ପ୍ରତାପ ଜେନା…

ପରଲୋକରେ ପୂର୍ବତନ ଡିଏସପି ଜି ନାଗେଶ୍ୱର ରାଓ।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ) - ଅଇଁଠାପାଲି ନିବାସୀ ପୂର୍ବତନ ଭିଜିଲାନ୍ସ ଡିଏସପି ଜି ନାଗେଶ୍ୱର ରାଓଙ୍କ ଗତକାଲି  ମଧ୍ୟ ରାତ୍ରିର ବାରଟା ସମୟରେ ଦେହାନ୍ତ ହୋଇଯାଇଛି | ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେ ଗତ କିଛିଦିନ ହେବ ଶଯ୍ୟାଶାୟୀ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୯  ବର୍ଷ…

ରେଙ୍ଗାଲି ବିଜେପି ର ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର ଆୟୋଜିତ

ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ବର୍ତ୍ତମାନ ସର୍ବଭାରତୀୟ ସ୍ତରରେ ବିଜେପି ପକ୍ଷରୁ ଚାଲିଛି ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର । ପୂର୍ବରୁ ପ୍ରଶିକ୍ଷଣ ପାଇଥିବା ପ୍ରଶିକ୍ଷକ ମାନେ ବିଭିନ୍ନ ପ୍ରଶିକ୍ଷଣ ଶିବିରରେ ଭାଗ ନେଉଥିବା କାର୍ଯ୍ୟକର୍ତ୍ତାମାନଙ୍କୁ ବିଭିନ୍ନ…

ପଞ୍ଚମ ବାଟାଲିୟନ ଗାଡ଼ିକୁ ଧକ୍କା ଦେଲା କାଠ ବୋଝେଇ ପିକ-ଅପ୍ ଭ୍ୟାନ

 ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଲକ୍ଷ୍ମୀପୋଷିସ୍ଥିତ ପଞ୍ଚମ ବାଟାଲିୟନ ନିକଟରେ ଏକ ନମ୍ବର ବିହୀନ କାଠ ବୋଝେଇ ପିକ୍ ଅପ୍ ଭ୍ୟାନ  ରାସ୍ତାପାଶ୍ୱର୍ରେ ଓଲଟି ପଡ଼ିଥିବାର ଦେଖିବାକୁ ମିଳିଥିବା ବେଳେ ଗାଡ଼ି ନିକଟରେ କୌଣସି ବ୍ୟକ୍ତିଙ୍କୁ ଦଖେିବାକୁ ମିଳି ନ ଥିଲା । ଖବର ପାଇ…

ପୁନଃନିଯୁକ୍ତି ଦାବି କରି ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଛଟେଇ ହୋଇଥିବା ସ୍ବାସ୍ଥ୍ୟକର୍ମୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) :କୋରୋନା ସମୟରେ ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ ସରକାରୀ ଡାକ୍ତରଖାନାରେ ନିଯୁକ୍ତ ହୋଇଥିବା ସ୍ବାସ୍ଥ୍ୟକର୍ମୀମାନଙ୍କୁ ଗତ ଡିସେମ୍ବର ମାସରେ ଛଟେଇ କରିଛନ୍ତି ସରକାର। କୋରୋନା ପାଇଁ ଏମାନଙ୍କୁ ସ୍ବତନ୍ତ୍ର ଭାବରେ ନିଯୁକ୍ତି ଦିଆଯାଇଥିଲା। ମାତ୍ର କୋରୋନା ପ୍ରଭାବ…

ଦାବୀ ପୂରଣ କଲେ ସରକାର-କୋଲାବିରା ଡାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସ ପ୍ରଦାନ କଲେ। 

ମାଲିମୁଣ୍ଡାରୁ ଓଏମପିକୁ ସଂଯୋଗ କରୁଥିବା ରାସ୍ତାକୁ ମଧ୍ୟ ଉଦଘାଟନ କଲେ।  ଝାରସୁଗୁଡ଼ା :(ସୁଭାଷ ସହାରେ) : ଅନେକ ଦିନରୁ କୋଲାବିରାବାସୀ ଦାବୀ କରି ଆସୁଥିଲେ ଏକ ଆମ୍ବୁଲାନ୍ସ। ଶେଷରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ସେମାନଙ୍କର ଦାବୀ ପୂରଣ ହୋଇଛି । ସରକାରଙ୍କ ତରଫରୁ ଆଜି ଏକ ୧୦୮…

ପୂର୍ତ୍ତ ବିଭାଗ ନା ଜମି ଦଖଲକାରୀ ବିଭାଗ?

ଲୋକଙ୍କ ଜମି ଉପରେ ଜବରଦଖଲ କରି ରାସ୍ତା ନିର୍ମାଣ ଅଭିଯୋଗ।  ଝାରସୁଗୁଡ଼ା :(ସୁଭାଷ ସହାରେ) : ସରକାରଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଦାୟୀତ୍ବସମ୍ପନ୍ନ ବିଭାଗମାନଙ୍କ ମଧ୍ୟରୁ ନିର୍ମାଣ ସଂସ୍ଥା ପୂର୍ତ୍ତ ବିଭାଗ ଅନ୍ୟତମ। କିନ୍ତୁ ଏହି ବିଭାଗ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଇବ…

ପାହାଡ଼େଶ୍ବର ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ବିକ ବିକାଶ ନିମନ୍ତେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପତ୍ର। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ମଧ୍ୟଭାଗରେ ଅଛି ଶହ ଶହ ବର୍ଷ ପୁରୁଣା ପାହାଡ଼େଶ୍ବର ମନ୍ଦିର। ଝାରସୁଗୁଡ଼ା ଓ ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଏହା ଏକ ଧରୋହର ଅଟେ।ଏହାର ବିକାଶ  ଏବଂ ପାରିପାର୍ଶ୍ବିକ ଉନ୍ନତି ନିମନ୍ତେ ପାହାଡ଼େଶ୍ବର ବିକାଶ ପରିଷଦ ସ୍ବାସ୍ଥ୍ୟମନ୍ତ୍ରୀ…

ରାଜ୍ୟ ପାଇଁ ଗୌରବ ଆଣିଲେ ଗଜପତି ଜିଲ୍ଲାର ପ୍ରିୟଙ୍କା

ଜାତୀୟ ସ୍ତରୀୟ ମିସ୍ ଇଣ୍ତିଆ ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ୍ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲର +୨ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ସାହୁ  ଗ୍ଲିଟର୍ସ ପାଜିଏଣ୍ଟ ଦ୍ବାରା ଆୟୋଜିତ ଜାତୀୟସ୍ତରୀୟ ମିସ୍ ଇଣ୍ତିଆ ପ୍ରତିଯୋଗିତାରେ ପ୍ରଥମ ରନର୍ସ ହେବାର…