ମା ସୁନାଦେଇ ହାଇସ୍କୁଲରେ ତମାଖୁ ସଚେତନତା କାର୍ଯ୍ୟକ୍ରମ

0 2

କୋମନା-(ଭାଗିରଥି ଭୋଇ):ନୂଆପଡା ଜିଲା କୋମନା ବ୍ଲକ ସୁନାବେଡାସ୍ଥିତ ମା ସୁନାଦେଇ ହାଇସ୍କୁଲରେ ତମାଖୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନୂଆପଡା ସ୍ଵାସ୍ଥ୍ୟ ବିଭାଗର ଡାକ୍ତର ସୁନିଲ କୁମାର ପଣ୍ଡା ଯୋଗଦେଇ ଛାତ୍ରଛା୍ତ୍ରୀଙ୍କୁ ତମାଖୁ ଉପରେ ସଚେତନ କରିଥିବା ବେଲେ ମା ସୁନାଦେଇ ହାଇସ୍କୁଲ ର ପ୍ରଧାନଶିକ୍ଷକ ଭାଗ୍ୟବନ୍ତ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସହଶିକ୍ଷକ ରୋହିତ କୁମାର ଅହିର ଓ ରାଜେଶ ଖମାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.