ଆଗାମୀ ଦୁଇ ମାସ ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

କୋଭିଡ ସମୀକ୍ଷା :ଟୀକାକରଣ ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ ଭୁବନେଶ୍ୱର(ଶାସକ ପ୍ରଶାସକ): ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସଂପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍‌ ଶୀଘ୍ର ଶିକ୍ଷାନୁଷ୍ଠନ ଖୋଲିବାକୁ ଯାଉଛି । ତେଣୁ ଆଗାମୀ ୨ ମାସ…

ମର୍ମନ୍ତୁଦ ଦୁର୍ଘଟଣାରେ ମୃତକଙ୍କର ଘରେ ପ୍ରଶାସନିକ ଅଧିକାରୀ, ସମବେଦନା ଜଣାଇଲେ ଉପଜିଲ୍ଲାପାଳ 

ମୃତକଙ୍କର ପରିବାରକୁ ସରକାରଙ୍କର ନିୟମ ମୁତାବକ ସମସ୍ତ ସାହାଯ୍ୟ ସହଯୋଗ କରାଯିବ  ବରଗଡ :- ଗତ ଦୁଇଦିନ ତଳେ ପାଇକମାଲ ବ୍ଲକ ଜାମସେଠ ଗ୍ରାମରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣା ରେ ବିଲରେ ଟ୍ରାକ୍ଟର ଦ୍ୱାରା ଚାଷ କରୁଥିବା ଜଣେ ଡ୍ରାଇଭର ମଧୁସୂଦନ ବନଛୋର ଟ୍ରାକ୍ଟର ଓଲଟି ପଡିବାରୁ…

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମୀକ୍ଷା ବୈଠକ

ଭୁବନେଶ୍ୱର(ଶାସକ ପ୍ରଶାସକ) : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଜାନୁଆରୀ ୪ ତାରିଖ ଦିନ "ସିଡାକ୍'ଠାରେ ବିଭାଗୀୟ କାର୍ଯ୍ୟକଳାପ ସଂପର୍କରେ ସମୀକ୍ଷା କରିଥିଲୋ କୋଭିଡ୍-୧୯ ପରିପ୍ରେକ୍ଷୀରେ ବୁଣାକାର ଓ ଶିଳ୍ପୀମାନଙ୍କର ଉନ୍ନତିକଳ୍ପେ ବିଭାଗ ପକ୍ଷରୁ…

ମାହାଙ୍ଗା ପୂର୍ବତନ ବ୍ଲକ ଅଧ୍ୟକ୍ଷ, ସହଯୋଗୀଙ୍କୁ ହତ୍ୟା ଘଟଣା: ହତ୍ୟାକାରୀଙ୍କୁ ଗିରଫ ଦାବୀରେ ବିଜେପିର ଥାନା ଘେରାଉ

ନୂଆପଡ଼ା(ଅମିତ ପୁରୋହିତ): ମହଙ୍ଗା ବ୍ଲକ ପୂର୍ବତନ ଅଧ୍ୟକ୍ଷ କୁଲମଣୀ ବରାଲ ଓ ସାଥୀଙ୍କୁ ହତ୍ୟା ଘଟଣାର ପ୍ରକୃତ ହତ୍ୟାକାରୀ ସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗିରଫ ଦାବୀରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ସଦର ଥାନା ଘେରାଉ କରିଥିଲେ । ବିଜେପି ଯୁବ ମୋର୍ଚ୍ଚା…

ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ଆରୋଗ୍ୟ କାମନା କରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୀପଦାନ 

କଟକ(ଶାସକ ପ୍ରଶାସକ) : ପଦ୍ମଶ୍ରୀ ତଥା ବିଶିଷ୍ଟ ସମାଜସେବୀ ଡି.ପ୍ରକାଶ ରାଓଙ୍କ ଆରୋଗ୍ୟ କାମନା କରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ମା’ କଟକ ଚଣ୍ଡୀଙ୍କ ନିକଟରେ ଦୀପଦାନ କରାଯାଇଛି । ଗତ କାଲି ସନ୍ଧ୍ୟାରେ ମା’ କଟକ ଚଣ୍ଡୀଙ୍କ ମନ୍ଦିର ସମ୍ମୁଖରେ ମନ୍ଦିରର ପୂଜକଙ୍କ ଉପସ୍ଥିତିରେ ଏହି…

ମାହାଙ୍ଗାରେ ବିଜେପି ନେତାଙ୍କ ବିଭତ୍ସ ହତ୍ୟାକାଣ୍ଡର ପ୍ରତିବାଦ : ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କଟକ ଜିଲ୍ଲା ମାହାଙ୍ଗାରେ ବରିଷ୍ଠ ବଜେପି ନେତାଙ୍କୁ ବିଭତ୍ସ ହତ୍ୟାକାଣ୍ଡର ପ୍ରତିବାଦରେ ଏବଂ ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ମଙ୍ଗଳବାର ଦିନ ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଟାଉନ ଥାନା ସମ୍ମୁଖରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ…

ବାଲିପଦର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ: ଆସ୍କା ମଲିଙ୍ଗା ଟିମ୍ ବିଜୟୀ

ବୁଗୁଡା: (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ମହୋତ୍ସବ ପଡିଆରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ପ୍ରିମିୟର ଲିଗ୍ ( କ୍ରିକେଟ ଟୁର୍ଣ୍ଣାମେଣ୍ଟ ) ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ତଥା ଘୁମୁସର ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା…

ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ 

ପୋଲସରା, (ଡ଼ଃ.କୁମୁଦ ଚନ୍ଦ୍ର ବେହେରା)ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ପାଣ୍ଡିରିପଡ଼ା ଗ୍ରାମ ପଞ୍ଚାୟତ ସଭା ଗୃହରେ ଜାନୁଆରୀ ୫ ତାରିଖ ଦିନ ଗୋଷ୍ଠୀ ଉନ୍ନୟନ ଅଧକାରୀ ଶମ୍ଭୁନାଥ ନନ୍ଦୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଆଖିରେ ମିଳିଲା ଆଖି, ତୃପ୍ତ ହେଲା ମନ ପ୍ରଭୁଙ୍କୁ ଦେଖି 

ନଅ ମାସ ପରେ ଭକ୍ତ ଓ ଭଗବାନଙ୍କର ମିଳନ ବରଗଡ :- ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ଆଜି ଶ୍ରଦ୍ଧାଳୁ ମାନଙ୍କର ନିମନ୍ତେ ଖୋଲି ଦିଆଯାଇଛି । ଦୀର୍ଘ ନଅ ମାସ ପରେ ଭକ୍ତ ସୁଯୋଗ ପାଇଛନ୍ତି ମହାପ୍ରଭୁଙ୍କ ଦର୍ଶନ କରିବାର । ଭକ୍ତ ଓ…

ମାହାଙ୍ଗା ହତ୍ୟାକାଣ୍ଡ ପ୍ରତିବାଦ : ଆଇନ ମନ୍ତ୍ରୀଙ୍କ ଇସ୍ତଫା ଓ କୁଶପୁତ୍ତଳିକା ପୋଡିଲା ବୀରମହାରାଜପୁର ବିଜେପି…

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ରାଜନୈତିକ ହିଂସା ଘଟଣା କ୍ରମେ ମହଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ଯା ଘଟଣାରେ ରାଜ୍ୟ ଆଇନମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି କୁ ନେଇ ରାଜ୍ୟ ବିଜେପି ଖଡଗ ହସ୍ତ ହୋଇଅଛି ।…