ବଲାଙ୍ଗିର ଜିଲ୍ଲାପାଳଙ୍କ ବାସଭବନ ଘେରାଉ 

ବଲାଙ୍ଗିର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) :  ସୂର୍ଯ୍ୟନଗର ର ପ୍ରାୟ ସତାଧିକ ବାସିନ୍ଦା ଜିଲ୍ଲାପାଳଙ୍କ ନିବାସ ସମ୍ମୁଖରେ ଆଜି ଧାରଣା ରେ ବସିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଆନନ୍ଦ ନଗର 'ଗ' ବା ସୂର୍ଯ୍ୟାନଗର କୁ ଉଚ୍ଛେଦ କରିବା ପାଇଁ ପୌରପାଳିକା ପକ୍ଷରୁ ନୋଟିସ…

ଶବ ରଖି ଲୋଇସିଂହା  ୨୬ନଂ ରାଜପଥ ଅବରୋଧ।

ବଲାଙ୍ଗିର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) :ଲୋଇସିଂହା ବ୍ଳକ ୨୬ନଂ ରାସ୍ତା ଉପରେ ସବ ରଖି ଅବରୋଧ କଲେ ଗ୍ରାମବାସୀ।  ସୂଚନା ମୁତାବକ ଗତକାଲି ଲୋଇସିଂହା ପଦମପୁର ରାସ୍ତା ସୁଜିଆ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଡାମୁଣ୍ଡା ଗ୍ରାମର ୧୯ ବର୍ଷର ବାଲକ କାହ୍ନା ମୁଣ୍ଡା ଙ୍କ…

ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିଷ୍ଠା ପରିବାର ସମ୍ବର୍ଦ୍ଧିତ 

ବରଗଡ଼ :- ନରସିଂହ ବିଶି କଳା ମଣ୍ଡପ ଲୋକାର୍ପଣ ଉତ୍ସବ ଅବସରରେ ପୁରାତନ ଛାତ୍ର ସଂସଦ, ଟାଉନ ହାଇସ୍କୁଲ,ବରଗଡ ଦ୍ବାରା ସମାଜସେବା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ପାଇଁ ବରଗଡ଼ ଜିଲ୍ଲାର ପୁରପଲ୍ଲୀ ରେ ପରିଚିତ ନିଷ୍ଠା ପରିବାର କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମାରୋହରେ ମୁଖ୍ୟ ଅତିଥି…

ଦଶ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ମାର୍ଚ୍ଚ ୨ରୁ ଆର୍ମି ରିକ୍ର୍ୟୁଟମେଣ୍ଟ ରାଲି 

ବଲାଙ୍ଗିର(ନିରୋଜ ମିଶ୍ର) : ବଲାଙ୍ଗିର ସହିତ ସମ୍ବଲପୁର, କେଉଁଝର, ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ଦେବଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଓ ଢେଙ୍କାନାଳ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀମାନଙ୍କ ନିମନ୍ତେ ଆସନ୍ତା ମାର୍ଚ୍ଚ ମାସ ୨ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପଦ ପଦବୀ ନିମନ୍ତେ…

କଳା କୃଷି ଆଇନକୁ ବିରୋଧ କରି ଦେଶରେ ସହିଦ ହୋଇଥିବା ୬୦ରୁ ଉର୍ଦ୍ଧ କୃଷକଙ୍କୁ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ନିକଟରେ  ମୋଦୀ ସରକାରଙ୍କ ଦେଶରେ ଆଣିଥିବା କୃଷକ ଭାଇ ମାନଙ୍କ ପାଇଁ ଯେଉଁ କଳା କୃଷି ଆଇନକୁ ବିରୋଧ କରି ଦେଶରେ ସହିଦ ହୋଇଥିବା ୬୦ରୁ ଉର୍ଦ୍ଧ କୃଷକ ଭାଇଙ୍କୁ…

 କୋଭିଡ୍-୧୯ ଟୀକାକରଣ ପ୍ରକ୍ରିୟାର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରୀୟ ପୂର୍ବାଭ୍ୟାସ…

http://www.youtube.com/watch?v=ofbiTtI1eVo  ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ କୋଭିଡ୍-୧୯ ଟୀକାକରଣ ପ୍ରକ୍ରିୟାର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରୀୟ ପୂର୍ବାଭ୍ୟାସ ଡ୍ରାଇ-ରନ  କାର୍ଯ୍ୟକ୍ରମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି…

ମଦ କାରବାର ଅଭିଯୋଗରେ ଜଣେ ଗିରଫ

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ପୋଲିସ ବେଆଇନ ମଦ କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ରେଢାଖୋଲ ଥାନା ଅନ୍ତର୍ଗତ ବଡବାହାଳ ଗ୍ରାମ ନିକଟରେ ଥିବା କ୍ଲାସିକ ଢ଼ାବାର ପ୍ରିୟବ୍ରତ ମହାପାତ୍ର(୨୬)।ପୋଲିସ ଢ଼ାବାରେ ଚଢ଼ାଉ କରି…

ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ସ୍ବେଚ୍ଛାସେବୀ ଅଶ୍ୱିନୀ ତ୍ରିପାଠୀ ସମ୍ମାନିତ

ବରଗଡ :ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଏବଂ ଜନସେବା ରକ୍ତଦାନ ପରିବାର ର ମିଳିତ ଉଦ୍ୟମ ରେ ଆଜି ବରପାଲି ସ୍ଥିତ ଲେନ୍ଦା ଗ୍ରାମ ରେ ପ୍ରଥମ ଥର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସମୁଦାୟ ୫୮ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।…

ପ୍ରଯୁକ୍ତି ବିଦ୍ୟା ଯୋଗୁଁ ସୂଚନା ପ୍ରଦାନ ଓ ସମ୍ବାଦ ପରିବେଷଣରେ ଆସିଛି ବୈପ୍ଳବିକ ପରିବର୍ତ୍ତନ

କିଟରେ ୨ୟ ଲୋକସମ୍ପର୍କ ସମିଟ୍ ଭୁବନେଶ୍ୱର(ଶାସକ ପ୍ରଶାସକ) : କିଟ୍ ବିଶ୍ୱବିଦ୍ୟାଳୟର ମାସ୍ କମ୍ୟୁନିକେସନ ସ୍କୁଲ୍ ପକ୍ଷରୁ ପବ୍ଲିକ୍ ରିଲେସନ ସୋସାଇଟି ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଗ୍ରୁପର ସହଯୋଗରେ ଭର୍ଚୁଆଲ୍ ମୋଡ୍‍ରେ ୨ୟ ଲୋକସମ୍ପର୍କ ସମିଟ୍ ଶୁକ୍ରବାର ଅନୁଷ୍ଠିତ  ହୋଇଯାଇଛି ।…

ବିଦେଶାଗତଙ୍କ କଳକଳରେ ମୁଖରିତ ହୀରାକୁଦ ଜଳଭଣ୍ଡାର

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଚଳିତ ଶୀତ ଋତୁରେ ହୀରାକୁଦ ଜଳଭଣ୍ଡାରରେ ୯୮ ପ୍ରଜାତିର ୧ ଲକ୍ଷ ୨୪ ହଜାର ୮୬୪ ପକ୍ଷୀ ଆସିଥିବା ଜଣାପଡିଛି। ଏଥିରେ ୪୧ ପ୍ରଜାତିର  ବିଦେଶୀ ପକ୍ଷୀ ଅଛନ୍ତି ବୋଲି ହୀରାକୁଦ ବନ୍ୟ ପ୍ରାଣୀ ଡିଭିଜନ ଡିଏଫଓ ସୁଚନା ଦେଇଛନ୍ତି। ଗତ ବର୍ଷ ତୁଳନାରେ ଚଳିତବର୍ଷ ୨୫…