ନାବାଳିକା ହତ୍ୟାକାରୀକୁ ଗିରଫ ଦାବିରେ ବିଜେପିର ଥାନା ଘେରାଉ  ।

ପଦ୍ମପୁର/ ଶାସକ ପ୍ରଶାସକ - ପାଇକମାଲ ଥାନା ଯୋଗେନ୍ଦ୍ରନାଥପୁର ନାବାଳିକା ହତ୍ୟାକାଣ୍ଡ ଘଟଣାର ହତ୍ୟାକାରୀକୁ ଗିରଫ ଦାବିରେ ପାଇକମାଲ ଥାନା ଘେରାଉ କରିଛି ବିଜେପି  । ହତ୍ୟାକାଣ୍ଡ ଦୀର୍ଘ ସାତ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସୁରାଗ ପାଇ ପାରି ନାହିଁ  । ପୋଲିସର କାଯ୍ୟରେ ଅବହେଲା ଓ…

ପୋଲିସ ଧରିଲା ଖିଅ : ଗିରଫ କଲା ଝିଆରୀ ହନ୍ତା ଖୁଡ଼ିକୁ 

ଯୋଗେନ୍ଦ୍ରନାଥପୁର ନାବାଳିକା ହତ୍ୟା କାଣ୍ଡ ତଦନ୍ତରେ ପୋଲିସକୁ ସଫଳତା  ବରଗଡ :-  ଗତ କିଛିଦିନ ଧରି ବରଗଡ଼ ପୋଲିସ ପାଇଁ ମୁଁଣ୍ଡ ବ୍ୟଥାର କାରଣ ପାଲଟି ଥିବା ପାଇକମାଲ ବ୍ଲକ ଯୋଗେନ୍ଦ୍ରନାଥପୁର  ନାବାଳିକା ହତ୍ୟା କାଣ୍ଡର ଖୁଲାସା କରିଛି ପୋଲିସ । ଆଜି ସନ୍ଧ୍ୟା ରେ ବରଗଡ଼ ଏସ୍ପି ପଦ୍ମିନୀ…

ନିଶା ବର୍ଜନ ପାଇଁ ୬୩ ବର୍ଷୀୟ ଅଭିରାମଙ୍କ ଝାରସୁଗୁଡାରୁ ପୁରୀ ପଦଯାତ୍ରା I

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ବର୍ତ୍ତମାନ ସମୟରେ ନିଶା ଖାଇ ଯୁବପିଢ଼ି ପଥଭ୍ରଷ୍ଟ ହେଉଥିବା ବେଳେ ୬୩ ବର୍ଷୀୟ ଅଭିରାମ ଶତପଥୀ କିନ୍ତୁ ନିଆରା ଶୈଳୀରେ ଏହାକୁ ବିରୋଧ କରି ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ ହେବାରୁ ରୋକିବା ପାଇଁ ପ୍ରୟାସ କରିଛନ୍ତି I  ନିଶା ସେବନ ବର୍ଜନ କରିବା ଓ ସବୁଦିନ…

ଚାଷି ଙ୍କ ଆନ୍ଦୋଳନ କୁ ଯୁବକଂଗ୍ରେସର ସମର୍ଥନ,ଜୀବନ ହରାଇଥିବା ଚାଷିଙ୍କ ସୄତିରେ ଦୀପଦାନ ।

  ରମାକାନ୍ତ ବିଶ୍ବାଳ/ ସମ୍ବଲପୁର- କେନ୍ଦ୍ର ସରକାରଙ୍କ କୄଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଆନ୍ଦୋଳନ ଚଳାଇଥିବା ଚାଷି ଙ୍କୁ ସମ୍ବଲପୁର ଯୁବକଂଗ୍ରେସ ପକ୍ଷରୁ ସମର୍ଥନ ଜଣାଯାଇଛି । ସମ୍ବଲପୁର ଯୁବକଂଗ୍ରେସ ର ସଭ୍ୟ ମାନେ ସହରର ଗୋଲବଜାର ଛକ ଠାରେ ଏକତ୍ରିତ ହୋଇ ଚାଷି ଙ୍କୁ ସମର୍ଥନ ଜଣାଇବା…

ସମ୍ବଲପୁର ଜିଲ୍ଲା ଓକିଲ ସଂଘର ବାର୍ଷିକ କ୍ରିକେଟ ପ୍ରତିଯୋଗିତା 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ସମ୍ବଲପୁର ଜିଲ୍ଲା ଓକିଲ ସଂଘର ବାର୍ଷିକ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଚଳିତ ଥର ତୄତିୟ ବର୍ଷ ପାଇଁ ଆୟୋଜିତ ହୋଇଥିବା କ୍ରିକେଟ ପ୍ରତିଯୋଗିତା ରେ ଓକିଲ ସଂଘର ଚାରିଗୋଟି ଦଳ ଭାଗ ନେଇଥିଲେ । ସହର ର କମିସନର କଲୋନୀ କ୍ରିକେଟ କ୍ଳବ ପଡିଆ…

ଶେଷରେ ଶୁଣିଲେ କାଳିଆ ଠାକୁର : ଆଉ ଲୋଡ଼ା ପଡ଼ିବନି ନେଗେଟିଭ ରିପୋର୍ଟ 

ପୁରୀ /ସ୍ୱତନ୍ତ୍ର ପ୍ରତିନିଧି : ଶ୍ରୀମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର | ଶେଷରେ ଶୁଣିଲେ କାଳିଆ ଠାକୁର | ଆଉ ରଖିବେନି ପ୍ରତିବନ୍ଧକ ଭକ୍ତ ଶ୍ରଦ୍ଧାଳୁ ଆଉ ତାଙ୍କ ଭିତରେ |  ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ପାଇଁ ଆଉ ଦେଖାଇବାକୁ ପଡ଼ିବନି …

ମୁଖ୍ୟମନ୍ତ୍ରୀଙ୍କ ସେଇ ୮୦ ମଡେଲ ଆମ୍ବାସଡର କାର

 ମାତ୍ର ୩ ଲକ୍ଷ ଟଂକାର ଗହଣା,୭ଟି ବ୍ୟାଙ୍କ ଏକାଉଣ୍ଟରେ ଅଛି ପ୍ରାୟ ୧.୩୦ କୋଟି ଟଙ୍କା ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବରୁ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପତ୍ତି ତାଲିକା ଆସିଛି ପଦାକୁ । ଏବେ ପବ୍ଲିକ ଡୋମେନରେ ସମସ୍ତଙ୍କ ଜାଣିବା ପାଇଁ ସୁଯୋଗ…

ଉତ୍ସବ ଋତୁ ସରିବା ପରେ ଟୀକା ୧୬ରୁ 

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୋଭିଡ-19ର ସ୍ଥିତି ଓ ଟୀକାକରଣ ପ୍ରସ୍ତୁତି ସମୀକ୍ଷା ଲୋହରୀ, ମକର ସଂକ୍ରାନ୍ତି, ପୋଙ୍ଗଲ, ମାଘ ବିହୁ ଆଦି ପର୍ବ ପରେ ଜାନୁଆରୀ 16ରୁ ଆରମ୍ଭ ହେବ ଟୀକାକରଣ ଆକଳନ ଅନୁଯାୟୀ ପ୍ରାୟ 3କୋଟି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମୀଙ୍କୁ ଟୀକାଦାନରେ…

ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ଛଉନୃତ୍ୟ କର୍ମଶାଳା

ବାରିପଦା(ଦିଲ୍ଲୀପ ମହାନ୍ତି)- ଛଉନୃତ୍ୟର ସଂରକ୍ଷଣ ସହିତ ଅଧିକରୁ ଅଧିକ ପ୍ରଚାର ଓ ପ୍ରସାର କରି ଏହାର ହୃତ ଗୌରବକୁ ପୁନଃ ପ୍ରତିଷ୍ଠା  କରାଇବା ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୋଜେକ୍ଟ ଛାଉଣୀ କାର୍ଯ୍ୟକାରୀ କରାଯାଇଛି |  ଉକ୍ତ ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ଜିଲ୍ଲା…

ରାଜେନ୍ଦ୍ର ନାରାୟଣ ସିଂହଦେଓ ସୁଟିଂ କ୍ଲବର କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) : ପି. ପି. ଏକାଡେମୀ ହାଇସ୍କୁଲ ସମ୍ମିଳନୀ କକ୍ଷରେ ୧୦ ମିଟର ଏୟାର ରାଇଫଲ ଓପନ ସାଇଟ୍ ସୁଟିଂ ରେ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ସୂଚନା ଅନୁଯାୟୀ ଉତ୍କଳ କରାଟେ ସ୍କୁଲ, ଭୁବନେଶ୍ବର ରେ ଏହି ପ୍ରତିଯୋଗିତା…