ସମ୍ ଅଲ୍ଟିମେଟ୍ ମେଡିକେୟାରରେ ବିଶିଷ୍ଟ ସିଭିଟିଏସ୍ ସର୍ଜନ୍ ଙ୍କ ଯୋଗଦାନ

ଭୁବନେଶ୍ୱର: ବିଶିଷ୍ଟ କାର୍ଡିଓଭାସ୍କୁଲାର ଥୋରାସିକ୍ ସର୍ଜନ ଡଃ ବନ ବିହାରୀ ମିଶ୍ର ସିନିୟର କନ୍ସଲଟାଣ୍ଟ ଭାବେ ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଇଛନ୍ତି । ଡଃ ମିଶ୍ରଙ୍କର ବିଭିନ୍ନ କର୍ପୋରେଟ୍ ହସ୍ପିଟାଲରେ  ୧୩ ବର୍ଷର କାର୍ଯ୍ୟ କରିବା ଅଭିଜ୍ଞତା ରହିଥିବା ବେଳେ ସେ ବାଇପାସ୍ ସର୍ଜରୀ…

ବିନ୍ଦୁ ସାଗରକୁ ସ୍ୱଚ୍ଛ କରିବା ପାଇଁ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୫-ଟି କାର୍ଯ୍ୟକ୍ରମ ଅଧୀନରେ ଏକାମ୍ର ଯୋଜନାରେ ଆରମ୍ଭ ହେଲା କାର୍ଯ୍ୟକ୍ରମ  ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମରେ ଯୋଗାଇଦେବେ ସହଯୋଗ ଆଇସିଟି -ଆଇଓସି  ବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ଟ୍ଟନାୟକ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏକାମ୍ର ଜୋଜନାରେ ବିନ୍ଦୁସାଗରର ପାଣିକୁ ସ୍ୱଚ୍ଛ…

 ପାଣିରେ ବୁଡି ଯୁବକ ମୃତ,  ମାଛ ଧରା ହେଲା କାଳ  ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଝାରବାହାଲି ଗ୍ରାମରେ ମାଛ ଧରିବାକୁ ଯାଇଥିବା ବେଳେ ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି  । ସୂଚନା ମୁତାବକ  ମୃତ ଯୁବକ ଜଣକ ଝାରବାହାଲି ଗ୍ରାମର ରଞ୍ଜିତ ନେଟୀ…

ପାଇକମାଳ ବ୍ଲକ କଳାକାର ମହାସଂଘର କଳାକାର ସମ୍ମିଳନୀ

ପାଇକମାଳ _ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ କଳାକାର ମହାସଂଘ ର ଏକ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ମହାସଂଘ ର ସଭାପତି ଶ୍ରୀ ପ୍ରେମସାଗର ଫୌଜଦାର ଙ୍କ ନେତୃତ୍ବରେ କୋଭିଡ କଟକଣା ସତ୍ତ୍ଵେ କମ୍ କଳାକାର ମାନଙ୍କୁ ନେଇ ମାକ୍ସ, ସେନିଟାଏଜର ଓ ସାମାଜିକ ଦୂରତା ରକ୍ଷା କରି…

ସେବା କରିବତ ତ ଏମିତି

ବରଗଡ :- ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ । ସାଧାରଣତଃ ପ୍ରତ୍ୟେକ ହିନ୍ଦୁ ତୀର୍ଥକ୍ଷେତ୍ର ମାନଙ୍କରେ ମାଙ୍କଡ଼ ଓ ହନୁମାଙ୍କଡ଼ ଦେଖାଯିବା ଏକ ପ୍ରକାର ସ୍ୱାଭାବିକ । ପର୍ବତ ସହିତ ଜଙ୍ଗଲ ଥିବା କାରଣରୁ…

ସାମ୍ବାଦିକ ବିଷ୍ଣୁପ୍ରସାଦ ଦ୍ୱିବେଦୀଙ୍କ ମାତାଙ୍କ ପରଲୋକ I

ସମ୍ବଲପୁର,  (ରମାକାନ୍ତ ବିଶ୍ବାଳ): କନକ ନ୍ୟୁଜ' ସମ୍ବଲପୁର ବ୍ୟୁରୋ ମୁଖ୍ୟ ଭାବେ କାର୍ଯ୍ୟରତ ସାମ୍ବାଦିକ ବିଷ୍ଣୁ ପ୍ରସାଦ ଦ୍ୱିବେଦୀ ଙ୍କ ମାତା ପ୍ରେମ ମଞ୍ଜରୀ ଦ୍ୱିବେଦୀ (୭୧)ଙ୍କ ଗୁରୁବାର ଭିମସାର କୋଭିଡ ହସ୍ପିଟାଲ ରେ  ପରଲୋକ ହୋଇଛି I ଶୁକ୍ରବାର ସ୍ଥାନୀୟ ରାଜଘାଟ ରେ ସ୍ୱର୍ଗତ ପ୍ରେମ…

ସାନକୋଦଣ୍ଡା ଠାରେ ଅଟୋ ଓଲଟି ୪ ଗୁରୁତର ଆହତ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ଭଞ୍ଜନଗର ଥାନା ଅନ୍ତର୍ଗତ ସାନକୋଦଣ୍ଡା-ରାଜକୁଣ୍ଡ ମୁଖ୍ୟ ସଡକ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ଅଟୋ ଓଲଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଅଟୋଟି ଭଞ୍ଜନଗରରୁ ଯାତ୍ରୀ ଧରି ବାହାଡ଼ାପଦର ଗ୍ରାମ ଅଭିମୁଖେ ଆସୁଥିବା ବେଳେ ସାନକୋଦଣ୍ଡା…

ପୁରନ୍ଦେଶ୍ୱରୀଙ୍କୁ ଭଞ୍ଜନଗରରେ ସ୍ୱାଗତ ; ଗାଙ୍ଗପୁରରେ ଘୁମୁସର ସାଙ୍ଗଠନିକ ଜିଲ୍ଲା କର୍ମକର୍ତ୍ତାଙ୍କ ସହ ବୈଠକ 

ଭଞ୍ଜନଗର ( ନିଲୁ ବିଷୋୟୀ ) - ନୂତନ ରାଜ୍ୟ ବିଜେପି ପ୍ରଭାରୀ ଡ଼ି.ପୁରନ୍ଦେଶ୍ୱରୀଙ୍କୁ ଶୁକ୍ରବାର ଭଞ୍ଜନଗର ଠାରେ ଦଳ ପକ୍ଷରୁ ସ୍ୱାଗତ କରାଯାଇଛି। କନ୍ଧମାଳ ଜିଲ୍ଲାରୁ ଗାଙ୍ଗପୁର ଅଭିମୁଖେ ଦଳୀୟ କାଯ୍ୟକ୍ରମରେ ଯୋଗ ଦେବା ପାଇଁ ଯିବା ବାଟରେ  ମୁଜାଗଡ଼ ଓ ଭଞ୍ଜନଗର ପୂର୍ତ୍ତ ବିଭାଗ ଡାକ…

ଜିନ୍ଦଲର ଆଗାମୀ ଦିନର ରୋଡମ୍ୟାପ ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ଅଗବତ କଲେ ଜିନ୍ଦଲ ମୁଖ୍ୟ

୨୦୩୦ ସୁଦ୍ଧା ବାର୍ଷିକ ୫୦ ମିଲିୟନ ଟନ ଇସ୍ପାତ ଉତ୍ପାଦନ  ଜିନ୍ଦଲର ଲକ୍ଷ୍ୟ ନୂଆଦିଲ୍ଲୀ/ଭୁବନେଶ୍ୱର,(ଶାସକ ପ୍ରଶାସକ) - ୨୦୩୦ ସୁଦ୍ଧା ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାର ଲିମିଟେଡ୍ (ଜିନ୍ଦଲ) ବାର୍ଷିକ ୫୦ ମିଲିୟନ ଟନ୍ ଇସ୍ପାତ ଉପôାଦନ କରିବା ଦିଗରେ ଥିବା ଯୋଜନା ଓ ରୋଡମ୍ୟାପ୍ ଉପରେ…

ମୟୂରଭଞ୍ଜରେ ୬୪୨ ସ୍କୁଲ ବନ୍ଦ ଓ ବାରିପଦା ବିଏଡ଼ କଲେଜରେ ନାମ ଲେଖା ବନ୍ଦ ନିଷ୍ପତ୍ତିର ପ୍ରତିବାଦ

 ସର୍ବଭାରତୀୟ ଶିକ୍ଷା ବଞ୍ଚାଅ କମିଟି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ  ବାରିପଦା(ଦିଲ୍ଲୀପ ମହାନ୍ତି)-  ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ଜିଲ୍ଲାର ଏକମାତ୍ର ମହାବିଦ୍ୟାଳୟ ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଚଳିତ ବର୍ଷ ନାମଲେଖା ବନ୍ଦ…