ସମ୍ବଲପୁର/ରମାକାନ୍ତ ବିଶ୍ୱାଳ : ସ୍ଥାନୀୟ ସମ୍ବଲପୁର ମୋତି ଝରନ ସ୍ଥିତ ଡିଅର ପାର୍କରେ ଏକ ଆଳସି ମାଇ ଭାଲୁର ମୃତ୍ୟୁ ଘଟିଛି I ଏହି ଭାଲୁଟିକୁ ୧୬ ବର୍ଷ ଏକ ମାସ ହେଉଥିବା ହୀରାକୁଦ ଖଣ୍ଡିୟ ବାନାଧିକାରୀ ପ୍ରତାପ କୋଟାପଲ୍ଲୀ ସୂଚନା ଦେଇଛନ୍ତି l ଆଳସୀ ମାଇ ଭାଲୁ “ଏଲିଜା”ର ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା l ଭାଲୁଟିର ଟ୍ୟୁମର ଜନିତ ରୋଗରେ ମୃତ୍ୟୁ ହୋଇଥିବା ପ୍ରାଥମିକ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି l
Sign in
Sign in
Recover your password.
A password will be e-mailed to you.
Next Post