Sign in
Sign in
Recover your password.
A password will be e-mailed to you.
କବି ପ୍ରେମାନନ୍ଦ ବେହେରା ମାନସିଂହ ସ୍ମୃତି ସମ୍ମାନରେ ସମ୍ମାନୀତ
ପଦ୍ମପୁର-ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ନନ୍ଦଳା ଗ୍ରାମରେ ଡ଼ଃ.ମାୟାଧର ମାନସିଂହଙ୍କ ପବିତ୍ର ଜନ୍ମମାଟିରେ ମାନସିଂହ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି। କବି ବିଷ୍ଣୁପ୍ରସାଦ ଦଳେଇଙ୍କ ପୌରହିତ୍ୟି ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ରୂପେ…
“ଏକ ବସ୍ତ୍ର ଭଣ୍ଡାର” : ଜରୁରୀ ବା ଆବଶ୍ୟକ ଥିବା ଲୋକଙ୍କ ପାଇଁ
ଆବଶ୍ୟକ ଥିବା ଲୋକଙ୍କ ସହାୟତା ପାଇଁ ଏଇତ ଜୀବନ ଚାରିଟେବୁଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ଏକ ପ୍ରୟାସ
ଝାରସୁଗୁଡ଼ା :(ସୁଭାଷ ସହାରେ): ଏଇତ ଜୀବନ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଯୋଗେନ୍ଦ୍ର ହୋଟେଲ ପ୍ରାଙ୍ଗଣରେ "ଏକ ବସ୍ତ୍ର ଭଣ୍ଡାର"ଖୋଲା ଯାଇଛି, ଏହା ଜରୁରୀ ବା ଆବଶ୍ୟକ ଥିବା ଲୋକଙ୍କ ପାଇଁ…
ନରସିଂହ ବିଷ୍ଣୁପ୍ରିୟା ଟ୍ରଷ୍ଟ ତରଫରୁ ଆଗଧାଡ଼ିର କରୋନା ଯୋଦ୍ଧା ଅଙ୍ଗନବାଡ଼ି କର୍ମୀ ସମ୍ମାନୀତ
ଝାରସୁଗୁଡ଼ା :(ସୁଭାଷ ସହାରେ):ସ୍ଥାନୀୟ ହୋଟେଲ କଣ୍ଟିନେଣ୍ଟାଲ ଠାରେ ନରସିଂହ ବିଷ୍ଣୁପ୍ରିୟା ଟ୍ରଷ୍ଟ ତରଫରୁ ଆଗଧାଡ଼ିର କରୋନା ଯୋଦ୍ଧା ଅଙ୍ଗନବାଡ଼ି କର୍ମୀମାନଙ୍କୁ ସମ୍ମାନୀତ କରାଯାଇଛି । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ମୁଖ୍ୟଅତିଥି ଓ ବିଧାୟକ କିଶୋର ମହାନ୍ତି ବିଶିଷ୍ଟ ଅତିଥି ଭାବେ ଯୋଗଦେଇ…
୨ ଦିନରେ ୧୧ ପଜିଟିଭ
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ାସ୍ଥିତ ବୃନ୍ଦାବନ କଲୋନୀକୁ ୧୪ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏହି କଲୋନୀରେ ଗତକାଲି ୫ ଜଣ ଓ ଆଜି ୬ ଜଣ ମୋଟ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଆଜି ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି। ବୃନ୍ଦାବନ…
ଦ୍ୱିମୁଣ୍ଡିରେ ୟୁଏଆଇଏଲ ଆନୁକୂଲ୍ୟରେ ମିଳିତ ସଫେଇ ଅଭିଯାନ
ଟିକିରି/ରାୟଗଡା(ସରୋଜ କୁମାର ସାହୁ) : ଗୋଷ୍ଠୀ ବ୍ୟବହାର ସ୍ଥଳ ପ୍ରୟାସ ଅଧୀନରେ ଦ୍ୱିମୁଣ୍ଡି ଗ୍ରାମରେ ଏକ ସଫେଇ ଅଭିଯାନ ସହିତ ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟରକ୍ଷା ଉପରେ ଏକ ବ୍ୟାପକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ଆଦିତ୍ୟ ବିର୍ଲା ଗ୍ରୁପ୍ର ଛାମୁଆ ଧାତୁ କମ୍ପାନୀ ହିଣ୍ଡାଲ୍କୋର…
ପଦିଏ ସ୍ପଷ୍ଟୀକରଣରେ କଥା ସାରିଦେଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
"କୋଭିଡି କାମ ଶେଷ, ଚାକିରୀ ବି ଶେଷ : ପୁନଃନିଯୁକ୍ତି ହେବାର ଯୋଜନା ନାହିଁ"
-ଅକାରଣରେ ବସିଛନ୍ତି କୋଭିଡ ବେଳେ କାମ କରିଥିବା ଅସ୍ଥାୟୀ ଏଏନଏମ ଓ ସ୍ୱାସ୍ଥ୍ୟ କର୍ମୀ"
-ଅସ୍ଥାୟୀ ଏଏନ୍ଏମ୍ ଓ ସ୍ୱାସ୍ଥ୍ୟକର୍ମୀମାନେ ଧାରଣାରୁ କ୍ଷାନ୍ତ ରୁହନ୍ତୁ"
-ବେଆଇନ ଅର୍ଥ…
ରମେଶ ଦାୟିତ୍ୱ ନେଲାପରେ ପୋଲସରା ନିର୍ବାଚନମଣ୍ଡଳୀରେ କଂଗ୍ରେସ ଚଳଚଂଚଳ
ବିଧାୟକ ରମେଶ ଓ ସାଂସଦ ସପ୍ତଗିରିଙ୍କ ଉପସ୍ଥିତି ବଢ଼ାଇଛି କର୍ମୀଙ୍କ ମନୋବଳ
ବୁଗୁଡା: (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ଦିନେ ବୁଗୁଡା ବ୍ଲକ ଜାତୀୟ କଂଗ୍ରେସର ଗଡ ଭାବେ ପରିଚିତ ଥିଲା। ବିଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବୁଗୁଡା ବ୍ଲକ ଅଧ୍ୟକ୍ଷ ପଦ କଂଗ୍ରେସ ଅକ୍ତିଆର କରିଥିଲା। ଯୁବ…
ଯୁବ ସମାଜ ପ୍ରାଚୀନ କଳା ସଂସ୍କୃତି ରକ୍ଷା କରିବାକୁ ଆଗେଇ ଆସନ୍ତୁ ।
ବୁଗୁଡା : ( ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ନିକଟସ୍ଥ ଭଞ୍ଜ ରାଜବଂଶର ଆରାଧ୍ୟ ଦେବୀ ତଥା ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ମା' ସାଙ୍କୁଳେଇ ପୀଠରେ ବାଲିପଦର ମହୋତ୍ସବର ଉଦଯାପନୀ ଉତ୍ସବ ଜାନୁଆରୀ ୧୦ ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଛି।…
କୃତାର୍ଥ ମଣିଲି- ଧର୍ମେନ୍ଦ୍ର
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
ପୁରୀ, (ଶାସକ ପ୍ରଶାସକ) –କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମକୁ କହିଛନ୍ତି ଯେ ଦୀର୍ଘ ଦିନ ପରେ ପୁରୀ…
ଉଦୟନାଥ ଫର୍ଣ୍ଣିଚରର ୧୪ତମ ଲକି ଡ୍ର’ ଉଠାଣ
ପଦ୍ମପୁର : ସ୍ଥାନୀୟ କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚରଦ୍ୱାରା ଆରମ୍ଭ କରାଯାଇଥିବା ମାସିକ ଯୋଜନାର ୧୪ତମ ଲକି ଡ୍ର' ଆଜି ସଂଧ୍ୟାରେ ଉଠାଣ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ବରପାଲିର ସୁବୋଧ ଭୋଇ । ଏହି ଉଠାଣ କାର୍ଯ୍ୟକ୍ରମରେ ରୋହିତ କୁମାର ପଟ୍ଟନାୟକ, ରଶ୍ମି ରଞ୍ଜନ…