ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ସ୍ତରୀୟ ମଲ୍ଟି ଡିସିପ୍ଲିନାରୀ ବୈଠକ 

ଚୋରା ମଦ  କାରବାର ଓ ବେଆଇନ ଔଷଧ ଦୋକାନ, କ୍ଵାକ ମାନଙ୍କ ଉପରେ ତୀକ୍ଷଣ ନଜର ରଖିବାକୁ ନିର୍ଦ୍ଦେଶ  ଭଞ୍ଜନଗର ( ନିଲୁ ବିଷୋୟୀ ) -  ଭଞ୍ଜନଗର  ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତାରେ ବୁଧବାର ସ୍ଥାନୀୟ ସମ୍ମିଳନୀ କକ୍ଷ ଠାରେ ଉପଖଣ୍ଡ ସ୍ତରୀୟ ମଲ୍ଟିଡିସିପ୍ଲିନାରୀ ବୈଠକ…

ସ୍ବାମୀ ବିବେକାନନ୍ଦ ସମାଜ କଲ୍ୟାଣ ସଂଘର ବାର୍ଷିକ ଉତ୍ସବ ପାଳିତ 

ଝାରସୁଗୁଡା/ସୁବାସ ସାହାରେ :ବୁରୋମାଲ ବୁଡପଡା ଉପକଣ୍ଠରେ ଥିବା ସ୍ୱାମୀ ବିବେକାନନ୍ଦ ସମାଜ କଲ୍ୟାଣ ସଂଘର ୧୧ ତମ ବାର୍ଷିକ ଉତ୍ସବ ତଥ ସ୍ବାମୀ ବିବେକାନନ୍ଦଙ୍କ 158 ତମ ଜନ୍ମବାର୍ଷିକୀ  ତଥା ସ୍ୱାମୀ ବିବେକାନନ୍ଦ  ସମାଜକଲ୍ୟାଣ ସଂଘ ଅବସରରେ  ସ୍ଥାନୀୟ  ବୁରୋମାଲ ବୁଡ଼ା ପଡାଠାରେ  ଏକ ବୃକ୍ଷ…

” ଶିବିର ଆୟୋଜନ କରି କୃଷକମାନଙ୍କର ସମସ୍ୟା ବୁଝନ୍ତୁ “

 ବିଭାଗୀୟ ଅଧିକାରୀମାନଙ୍କୁ ଓଏଲଆଇସି ଅଧ୍ୟକ୍ଷ ଶ୍ରୀ ପତ୍ରୀ ପରାମର୍ଶ  ବରଗଡ (ଶାସକ ପ୍ରଶାସକ) :  ଓଡିଶା ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ତାଙ୍କର ବରଗଡ ଜିଲ୍ଲା ଗସ୍ତର  ଦ୍ଵିତୀୟ ଦିନରେ  ଜିଲ୍ଲାର ବରଗଡ ଓ  ବରପାଲି  ଅଞ୍ଚଳରେ  ଉଠା ଜଳସେଚନର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ…

ମାଲକାନଗିରି ସହରର ବିଭିନ୍ନ ୱାର୍ଡର ସମୀକ୍ଷା କଲେ ସାଂସଦ ରମେଶ ମାଝି ।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର):  ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀଙ୍କ ମାଲକାନଗିରି ଜିଲ୍ଲା ୧ ଦିନିଆ ଗ୍ରସ୍ତରେ ଆସି ମାଲକାନଗିରି ସଦର ବ୍ଲକର ପଞ୍ଚାୟତ ସମିତି ବୈଠକରେ ଯୋଗ ଦେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିବା ସହ ମାଲକାନଗିରି ପୌରପରିଷଦ ର…

କଟକ ଖାନନଗରରେ ୧୨ ଏକର ଜମିରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ।

ନେତାଜୀଙ୍କ ନାମରେ ନାମିତ ହେବ ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲ, ବ୍ୟୟ ହେବ ୬୫ କୋଟି। ଭୁବନେଶ୍ବର, (ଶାସକ ପ୍ରଶାସକ): କଟକର ଖାନନଗର ଠାରେ ନିର୍ମିତ ହେବ ଅତ୍ୟାଧୁନିକ ବସ୍‌ ଟର୍ମିନାଲ। ଏଥିରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା। ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏହି…

୪୯ ବୋତଲ ବିଦେଶୀ ମଦ ଜବତ ଯୁବକ ଗିରଫ

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ବେଆଇନ ମଦ କାରବାର ଉପରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଚାରମାଳ ଥାନା ପୋଲିସ ବୁଧବାର ବଂଶାଜାଲ ଗ୍ରାମ ନିକଟରେ  ଚଢ଼ାଉ କରି ବିଦେଶୀ ମଦ ସହିତ ଜଣେ ଯୁବକଙ୍କୁ ଗିରଫ କରା ଯାଇଛି। ଗିରଫ ଯୁବକ ଜଣକ ହେଲେ  ରେଢାଖୋଲ ସହରର ସଞ୍ଜୀବ ପ୍ରଧାନ(୨୫)।  ଗିରଫ…

ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ 

"ସ୍ବର୍ଗତ ଡ଼ ରାଓଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ ସମ୍ପନ୍ନ କରାଯିବ " ଭୁବନେଶ୍ୱର (ଶାସକ ପ୍ରଶାସକ ) : ବିଶିଷ୍ଟ ସମାଜସେବୀ  ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି | ଶ୍ରୀ ରାଓଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି…

ଅନେକଙ୍କ ଆଖି ପତା ଭିଜେଇ ବାହୁଡ଼ିଗଲେ ପଦ୍ମଶ୍ରୀ ପ୍ରକାଶ ରାଓ 

କଟକ (ଶାସକ ପ୍ରଶାସକ ) କରୋନା ଆକ୍ରାନ୍ତ ହୋଇ ଦୀର୍ଘ ୨୦ ଦିନ ଧରି ସେ କଟକ ବଡ ଡାକ୍ତରଖାନାର କୋଭିଡ ହସ୍ପିଟାଲରେ ଚିକିତ୍ସିତ ରାଜୀବ ପରେ ଶେଷରେ ଆଖି ବୁଜିଦେଇଛନ୍ତି ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ|  ବୁଧବାର ଅପରାହ୍ନରେ ତାଙ୍କର ପରଲୋକ ଘଟିଛି। ପଦ୍ମଶ୍ରୀ ଶ୍ରୀ ରାଓଙ୍କ ବିୟୋଗରେ…

ଶ୍ରୀପୁରା ଗ୍ରାମବାସୀ ଓ ମହିିଳା ସଂଗଠନ ତରଫରୁ ଦେଶୀ ମଦ ଭାଟି ଟେଣ୍ଡରକୁ ବାତିିଲ ପାଇଁ ସ୍ମାରକ ପତ୍ର

ଝାରସୁଗୁଡା(ସୁବାସ ସାହାରେ : ଆଜିି ଝାରସୁଗୁଡା ଜିିଲ୍ଲା ଶ୍ରୀପୁରା ଗ୍ରାମର ଗ୍ରାମବାସୀ ଓ ମହିିଳାସଂଘ,ଏସ୍ .ଏଚ୍.ଜିି. ଗ୍ରୁପମହିିଳା ତଥା ମାଁ ଦୁର୍ଗତିିନାସନୀ ସଂଘ ତରଫରୁ ଜିିଲ୍ଲାପାଳ ଅଫିସରେ ଡେପୁଟି କଲେକ୍ଟରଙ୍କୁ ସ୍ମାରକ ପତ୍ର ଦିିଆଯାଇଥିଲା। ଉଲ୍ଲେଖଥାଉ ଯେ,ଗତ 2017 ମସିହାରେ ମହିଳା…

ଟାର୍ଗେଟ  ବିଏମସି ନିର୍ବାଚନ: ରାଜଧାନୀ ଦେଖିବ ଆହାର-ଅନ୍ନପୂର୍ଣ୍ଣା ଲଢେଇ !

ନବୀନଙ୍କ ପାଂଚ ଟଙ୍କିଆ ଆହାରକୁ ଟକ୍କର ଦେବ ମାଡାମଙ୍କ ଟଙ୍କିକିଆ ଅନ୍ନପୂର୍ଣ୍ଣା ! ଭୁବନେଶ୍ୱର: ଆଗକୁ ମହାନଗର ନିଗମ ନିର୍ବାଚନ | ଏଥିପାଇଁ ରାଜନୀତି ଜୋର ଧରିଥିବା ବେଳେ ସାଂସଦ ଅପରାଜିତା ଷଢଙ୍ଗି  ମହାନଗର ନିର୍ବାଚନ ପୂର୍ବରୁ ସରକାରଙ୍କ ଉଦେଶ୍ୟରେ ମାରିଛନ୍ତି ଅନ୍ନପୂର୍ଣ୍ଣା ମହାବାଣ |…