ସାମ୍ବାଦିକ ନିମାଇଁ ଚରଣ ବଘାରଙ୍କ ଅକାଳ ବିୟୋଗରେ ଶୋକସଭା।

କଣ୍ଟାବାଞ୍ଜି(ଚୁଡାମଣି ସୁନା): ବଲାଙ୍ଗୀର ଜିଲ୍ଲା ମୁରିବାହାଲର ବରିଷ୍ଠ ସାମ୍ବାଦିକ ତଥା କଣ୍ଟାବାଞ୍ଜି ପ୍ରେସ କ୍ଲବ ଉପସଭାପତି, ଓ ୟୁ ଯେ ସଦସ୍ୟ, ମୁରିବାହାଲ ସାମ୍ବାଦିକ ସଂଘ ସଦସ୍ୟ ନିମାଇଁ ଚରଣ ବଘାରଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ସ୍ୱାସ୍ଥ୍ୟ  ଅବସ୍ଥା ଠିକ ଥିବା ବେଳେ ଶୋଇଥିବା…

ପାହାଡ ପରି ପ୍ରତାରଣା, ଏଯାଏ ପୁରଣ ହୋଇନି ପ୍ରତିଶ୍ରୁତି 

ହୀରାକୁଦ ନଦୀବନ୍ଧ ପ୍ରତିଷ୍ଠା କୁ ୬୫ ବର୍ଷ   ପ୍ରତିଶ୍ରୁତି ପୁରଣ ଦାବିରେ ମାନବାଧିକାର କାର୍ଯ୍ୟକର୍ତ୍ତାଙ୍କ ଅଭିନବ ପ୍ରତିବାଦ  ସମ୍ବଲପୁର/ରମାକାନ୍ତ ବିଶ୍ବାଳ : ବୁଧବାର ଥିଲା ବିଶ୍ୱପ୍ରସିଦ୍ଧ ହୀରାକୁଦ ଡ୍ୟାମ ର ପ୍ରତିଷ୍ଠା ଦିବସ । ହୀରାକୁଦ ନଦୀ ବନ୍ଧ ପ୍ରତିଷ୍ଠା ହେବାର ୬୫ ବର୍ଷ…

କୋଭିଡ କଟକଣା:- ଗୋପାଲପାଲି ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ସଭା।

ସମ୍ବଲପୁର(ରମାକାନ୍ତ ବିଶ୍ବାଳ) : ସ୍କୁଲ ଖୋଲିଛି ଶିକ୍ଷାର୍ଥୀ ଓ ବିଦ୍ୟାର୍ଥୀ ମହଳରେ ଉତ୍ସାହ ଖେଳିଛି। ତେବେବି କୋଭିଦ କଟକଣା ବଳବତ୍ତର ରହିଥିବାରୁ ଅନେକ ଅବିଭାବକ ନିଜ ପିଲାଙ୍କୁ ସ୍କୁଲ ପଠାଇବାରେ ଅନିଚ୍ଛୁକ। ତେବେ ମହାନଗର ନିଗମ ଅଞ୍ଚଳରେ ଏହାକୁ ଭୟଭିତ ନହୋଇ ଶିକ୍ଷାଦାନ ପ୍ରତି…

ଘରେ ନ ପଶୁଣୁ ଚାଳ ବାଜିଲା, ବଢ଼ିଲା ଚିନ୍ତା

ସ୍କୁଲ ଖୋଲିବା ପରେ କୋରୋନା ପଜିଟିଭ ବୋଲି ଚିହ୍ନଟ ହେଲେ ବିଦ୍ୟାଳୟର ଛାତ୍ରଛାତ୍ରୀ।  ଝାରସୁଗୁଡ଼ା :(ସୁଭାଷ ସହାରେ) : କୋରୋନା ସଂକ୍ରମଣର ଭୟ ଯୋଗୁଁ ଦୀର୍ଘ ୯ ମାସ ବନ୍ଦ ରହିଲା ସମସ୍ତ ଶିକ୍ଷାନୁଷ୍ଠାନ।ପିଲାଛୁଆଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଲା। ମାତ୍ର ଆଗକୁ ବୋର୍ଡ ପରୀକ୍ଷାକୁ…

ମଦ ନିଶାରେ ପୁଅ ସାଜିଲା ବାପର ହତ୍ୟାକାରୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) : ମଦ ନିଶାରେ ଉନ୍ମତ୍ତ କାଣ୍ଡ ଘଟାଇଲା ନିଜର ଜନ୍ମକଲା ପୁଅ। ମାତାଲ ଅବସ୍ଥାରେ ନିଜ ସ୍ତ୍ରୀ କୁ ଗାଲିଗୁଲଜ ଓ ମାଡ଼ପିଟ କରୁଥିବା ବେଳେ ବାପର ହସ୍ତକ୍ଷେପ ଯୋଗୁଁ ମଦ୍ୟପ ପୁଅ ସମସ୍ତ ହିତାହିତ ଜ୍ଞାନ ଭୁଲି ନିଜ ବାପକୁ କୋଦାଳରେ ହାଣି ହତ୍ୟା କରିବା ଭଳି ଏକ…

 ମୁଣ୍ଡରେ ଲଗେଇ କରୋନା ଟୀକାକୁ ମୁଣ୍ଡିଆ ମାରିଲେ

  -ମୟୂରଭଞ୍ଜରେ ପହଞ୍ଚିଲା କରୋନା ଟୀକା -ପ୍ରଥମ ପର୍ଯ୍ୟାୟରେ ଆସିଲା ୧୧ହଜାର ୯ଶହ ଡୋଜ୍ -୧୦ଟି ସ୍ଥାନରେ ହେବ ଟୀକାକରଣ -୧୮ହଜାରରୁ ଊଧ୍ବ ସ୍ବାସ୍ଥ୍ୟକର୍ମୀ ପାଇବେ ପ୍ରଥମ ପର୍ଯ୍ୟାୟ ଟୀକା -ଜିଲ୍ଲା ଟୀକା ଭଣ୍ଡାରରେ ସଂରକ୍ଷିତ କରି ରଖାଗଲା ବାରିପଦା(ଦିଲ୍ଲୀପ ମହାନ୍ତି) : ଲମ୍ବା…

ଓମ୍ ଶୁଭମ୍ ଙ୍କୁ ବାଲିପଦର କଲେଜ ପକ୍ଷରୁ ଶୁଭେଚ୍ଛା

ବୁଗୁଡା:  (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୈଜ୍ଞାନିକ ପ୍ରଶିକ୍ଷଣ ପାଇଁ ମନୋନୀତ ହୋଇଛନ୍ତି ଆସିକା ବ୍ଲକ୍ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମର ସୁନାପୁଅ ଓମ୍ ଶୁଭମ୍ ବେବର୍ତ୍ତା । ଆଇଆଇଟି ରେ ପାଠ ପଢୁଥିବା ବେଳେ ବର୍ତ୍ତମାନ ମୁମ୍ବାଇର ଭାବା ଅଟୋମିକ୍ ରିସର୍ଚ୍ଚ ସେଣ୍ଟରରେ ବୈଜ୍ଞାନିକ ପାଠ…

ଗଞ୍ଜାମ ଜିଲ୍ଲାପାଳ ଭଞ୍ଜନଗର ଗସ୍ତ; ବିଭିନ୍ନ  ଉନ୍ନୟନ ମୂଳକ କାର୍ଯ୍ୟର  ସମୀକ୍ଷା

 ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଆଜି ଦିନିକିଆ ଭଞ୍ଜନଗର ଗସ୍ତ ରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସ୍ଥାନୀୟ ଜଙ୍ଗଲ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ବୈଠକରେ  ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ…

ଭାରତ  ଜ୍ଞାନ ବିଜ୍ଞାନ ସମିତି ତରଫରୁ  ଚିଦାନନ୍ଦ କୁଷ୍ଠ ରୋଗୀ ରିଲିଫ କେନ୍ଦ୍ର ପରିସରରେ ସଚେତନତା କାର୍ଯ୍ୟକ୍ରମ 

ଭଞ୍ଜନଗର ( ନିଲୁ ବିଷୋୟୀ ) -  ଭାରତ ଜ୍ଞାନ ବିଜ୍ଞାନ ସମିତିର ରାଜ୍ୟ ସମ୍ପାଦକ ବ୍ଲୋରିନ ମହାନ୍ତି ଙ୍କ ପରାମର୍ଶ କ୍ରମେ ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଅନିଲ କୁମାର ବେହେରା, ରାଜ୍ୟ କର୍ମକର୍ତା ଶ୍ରୀଯୁକ୍ତ ଶୂଳପାଣି ଶତପଥୀ, ସମାଜ ସେବି ଶ୍ରୀଯୁକ୍ତ ପଞ୍ଚାନନ ପାଳ ଓ ବ୍ଲକ ସଂଯୋଜକ କୁମାରୀ…

ସ୍କ୍ବାଡ ଟିମଙ୍କ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ; କୋଭିଡ ଗାଇଡ ଲାଇନ, ପରିଷ୍କାର ପରିଛନ୍ନତା ଓ ଅନ୍ୟାନ୍ୟ…

ଭଞ୍ଜନଗର ( ନିଲୁ ବିଷୋୟୀ ) - ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବର୍ତ୍ତମାନ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକରେ କୋଭିଡ ଗାଇଡ ଲାଇନ ପାଳନ ମୁତାବକ ଦଶମ ଶ୍ରେଣୀ ପିଲାଙ୍କ ପାଠ ପଢା ଚାଲୁରହିଛି । ଏହି ବିଦ୍ୟାଳୟ ଗୁଡିକରେ ବିଦ୍ୟାଳୟ କତ୍ତୃପକ୍ଷ କିପରି କୋଭିଡ ନୀତି ନିୟମ ପାଳନ କରୁଛନ୍ତି…