Sign in
Sign in
Recover your password.
A password will be e-mailed to you.
ମକର ସଂକ୍ରାନ୍ତି ଅବସରରେ ହାଇଟେକ ପ୍ଲାଜା ସମେତ ପାରଳା ସହରରେ ଭୋଗୀପର୍ବ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ହାଇଟେକ ପ୍ଲାଜା ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତି ପାଳନ ଅବସରରେ ଭୋଗୀ ପର୍ବ ପ୍ଲାଜା-ପଡିଆ ଠାରେ ପାଳିତ ହୋଇଯାଇଛି । ଏହି ଭୋଗୀ ପର୍ବକୁ ହାଇଟେକ ପ୍ଲାଜା ମାଲିକ ତଥା ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡଃ ତିରୁପତି…
କଡା ସୁରକ୍ଷା ସହ ପହଞ୍ଚିଲା ଜିଲ୍ଲାରେ ୪୫୦୦ କରୋନା ଟୀକା
http://www.youtube.com/watch?v=d3nQQoyGjT0
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବହୁ ପ୍ରତୀକ୍ଷିତ କରୋନା ଟୀକା କୋ-ଭ୍ୟାକସିନ ଗଜପତି ଜିଲ୍ଲା ନିମନ୍ତେ ଟୀକାକରଣ ପାଇଁ ବୁଧବାର ଦିନ ରାତିରେ ପାରଳାଖେମୁଣ୍ଡି ଠାରେ ପୋଲିସର କଡା-ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱର ଠାରୁ…
ବ୍ରାହ୍ମଣ ସମାଜ ଏବଂ ପର୍ଶୁରାମ ବାହିନୀର ମିଳିତ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଘୁ.ଉଦୟଗିରି ଧବଳେଶ୍ବର ମନ୍ଦିର ପ୍ରାଙ୍ଗଣରେ ଆଜି ବ୍ରାହ୍ମଣ ସମାଜ ଏବଂ ପର୍ଶୁରାମ ବାହିନୀର ମିଳିତ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବ୍ରାହ୍ମଣ ସମିତି ସଭାପତି ବିନୋଦ ବିହାରୀ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ…
ଗନ୍ଧମାର୍ଦ୍ଦନ ପର୍ବତର ଗୁପ୍ତେଶ୍ୱର ପୀଠରେ ମକର ମିଳନ : ପୀଠର ବିକାଶ ଦାବି
ବରଗଡ଼:-ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶର ନୃସିଂହନାଥ ନିକଟସ୍ଥ ଗୁପ୍ତେଶ୍ୱର ପୀଠ ଠାରେ ମକର ସଂକ୍ରାନ୍ତି ଅବସରରେ ମକର ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସାମ୍ବାଦିକ ଡିଗ୍ରୀଧର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବ କୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହକ…
ପୁରୀରୁ ଯୋଧପୁର ଏବଂ ଆଜମୀରକୁ ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ୱର (ଶାସକ ପ୍ରଶାସକ) : ପୁରୀରୁ ଯୋଧପୁର ଓ ଆଜମୀରକୁ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି | ନିମ୍ନଲିଖିତ ସମୟସୂଚୀ ଅନୁଯାୟୀ ପୁରୀ ଏବଂ ଯୋଧପୁର ଏବଂ ପୁରୀ ଏବଂ ଆଜମୀର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି |
01.…
କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ବିକାଶର ମଡେଲ – ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ : ୨୦୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ
କଳାହାଣ୍ଡିର ରୂପାନ୍ତର ର ସବୁ ଶ୍ରେୟ ଇନ୍ଦ୍ରାବତୀ ନଦୀକୁ ଦେଲେ ମୁଖ୍ୟମନ୍ତ୍ରୀ ।
କଳାହାଣ୍ଡିରେ ହେବ ଇନ୍ଦ୍ରାବତୀ ମ୍ୟୁଜିଅମ, ପାର୍କ ଓ ମନ୍ଦିର
ଇନ୍ଦ୍ରାବତୀ ମ୍ୟୁଜିଅମ କହିବ…
ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟର ତିନି ଛାତ୍ରଙ୍କୁ ମେଧାବୃତ୍ତି ପ୍ରଦାନ
ଭଞ୍ଜନଗର ( ନିଲୁ ବିଷୋୟୀ)-ଭଞ୍ଜନଗରର ସ୍ବେଚ୍ଛାସେବୀ ଅନୁଷ୍ଠାନ "ବିଡେକା" ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମେଧାବୀ ଗରିବ ପିଲାଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି। ଏହି କ୍ରମରେ ଭଞ୍ଜନଗର ଅଂଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟର ତିନି ଜଣ ମେଧାବୀ…
ଘର ଭିତରୁ ମାନସିକ ବିକୃତ ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର
ଭଞ୍ଜନଗର / ବେଲଗୁଣ୍ଠା ( ନିଲୁ ବିଷୋୟୀ) - ବେଲଗୁଣ୍ଠା ପୋଲିସ ଫାଣ୍ଡି ଠାରୁ ମାତ୍ର ୫୦ ମିଟର ଦୂର ଏକ ଘରୁ ଜୈନିକ ଯୁବକଙ୍କ ଗଳିତ ଶବକୁ ପୋଲିସ ଜବତ କରି ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲକୁ ପଠାଇଛି । ଗଳିତ ଶବଟି ବେଲଗୁଣ୍ଠା ମେଇନ ରୋଡ ନିବାସୀ ତାରିଣୀ ମିଶ୍ର(୫୨)…
ଶୃଙ୍ଖଳିତ ଭାବରେ ଚାଲିଛି ମହାପ୍ରଭୁ ନୃସିଂହନାଥଙ୍କର ମକର ଦର୍ଶନ
ବରଗଡ :- ବରଗଡ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ମହାପ୍ରଭୁ ନୃସିଂହନାଥଙ୍କର ପବିତ୍ର ପୀଠରେ ଆଜି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସ୍ୱତନ୍ତ୍ର ପୂଜାନୀତିର ଆୟୋଜନ ହୋଇଥାଏ । ଚଳିତ ବର୍ଷ କୋରୋନା କଟକଣା କାରଣରୁ ଭକ୍ତ ମାନଙ୍କ ସଂଖ୍ୟା କମ ରହିଛି । ଗତ 6 ତାରିଖ ମନ୍ଦିର…
ପୋଲିସ ଗୋଡ଼ାଇବାରୁ ପୋଖରୀକୁ ଡେଇଁ ଜୀବନ ହାରିଲେ ଭିନ୍ନକ୍ଷମ !
ଭଦ୍ରକ : ଭଦ୍ରକ ଜିଲ୍ଳା ତିହିଡ଼ି ଥାନା ହାଟୁଆରୀ ଗାଁ ରେ ଅଭାବନୀୟ ଘଟଣା ଘଟିଛି । ବାପି ନାମକ ଏକ ବ୍ୟକ୍ତି ଭୟ ରେ ପୋଖରୀ କୁ ଡେଇଁ ପଡ଼ିଥିଲେ ୨୨ ବର୍ଷୀୟ ବାପି ଯାହା ଖବର ସୁତ୍ର ରୁ ଜଣା ପଡ଼ିଛି ଫଳରେ ତାଙ୍କ ର ଜୀବନ ମଧ୍ୟ୍ୟ ଚାଲିଯାଇଥିଲା।ଯୁବକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକଙ୍କ…