Sign in
Sign in
Recover your password.
A password will be e-mailed to you.
ମୟୂରଭଞ୍ଜ କଲେଜ ଅଫ୍ ଏକାଉେଣ୍ଟେନସି ଏଣ୍ଡ ମେନେଜମେଣ୍ଟରେ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ।
ବାରିପଦା( ଦିଲ୍ଲୀପ ମହାନ୍ତି) - ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ୍ ଏକାଉଣ୍ଟେନସି ଏଣ୍ଡ ମେନେଜମେଣ୍ଟରେ ରାଷ୍ଟ୍ରୀୟ ଯୁବ ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଶ୍ରୀନାୟକ ତାଙ୍କ ଅଧ୍ୟକ୍ଷ ଭାଷଣରେ…
ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ, ଦୀପିକା ଓ ବର୍ଷାରାଣୀ ବକ୍ତୃତାରେ ପ୍ରଥମ ।
ବୁଗୁଡା: ( ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ମାଣିତରା ଗ୍ରାମର ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ମା' ସେନାପତି ଯୁବକ ସଙ୍ଘ ପକ୍ଷରୁ ଜାନୁଆରୀ ୧୨ ତାରିଖ ଦିନ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳନ ହୋଇଯାଇଛି। ଏହି ଉପଲକ୍ଷେ ଜୁନିୟର ଓ…
ଅରୁଣ ବିରୋଧୀଙ୍କ ଗାଲକୁ ଠାଏ : “ପରୀ” ରାଜନୀତିକୁ ଶକତ ଚଟକଣୀ
ବୋଥ୍ରାଙ୍କ କାର୍ଯ୍ୟଶୈଳୀରେ ଅଦାଲତ ଖୁସି : "ପରୀ ମୃତ୍ୟୁ ମାମଲାରେ ଏସଆଇଟି ତଦନ୍ତ ଠିକଠାକ ଚାଲିଛି"
ତଦନ୍ତ ଅଗ୍ରଗତିରେ ସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ ,ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୫ ତାରିଖକୁ ଧାର୍ଯ୍ୟ
ବୋଥ୍ରାଙ୍କ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇ ଆସୁଥିବା ବିରୋଧୀଙ୍କ ମୁହଁ ଖଟା…
ଜଗନ୍ନାଥ ପ୍ରସାଦ ଆଞ୍ଚଳିକ ମହାବିଦ୍ୟାଳୟରେ ଯୁବ ଦିବସ ପାଳିତ
ଜଗନ୍ନାଥ ପ୍ରସାଦ ( ନିଲୁ ବିଷୋୟୀ ) - ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ଓ ଜାତୀୟ ସେବା ଯୋଜନା ଶାଖା ତରଫରୁ ମହାବିଦ୍ୟାଳୟ ପରିସର ମଧ୍ୟରେ କୋଭିଡ-୧୯ ନିୟମ ମାନି ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି I ଅଧ୍ୟକ୍ଷ ନୃସିଂହ ଚରଣ…
ପୂର୍ବ ଶତ୍ରୁତାକୁ ନେଇ ପେଟ୍ରୋଲ ଢାଳି ଯୁବକଙ୍କୁ ଜାଳି ଦେଲେ ଦୁର୍ବୃତ୍ତ
ଅନୁଗୁଳ (ଶାସକ ପ୍ରଶାସକ ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପେଟ୍ରୋଲ ଢାଳି ଯୁବକକୁ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା କଦଳିମୁଣ୍ଡା ଗ୍ରାମରେ ଘଟିଛି ଏହି ଲୋମ ଟାଙ୍କୁରା ଘଟଣା । ନିଆଁକୁ ସଠିକ ସମୟରେ ଆୟତ୍ତ କରାନଯିବାରୁ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି…
ମାଛ ଖାଉଥିଲେ ନାଗିଗଲା ତଣ୍ଟିରେ କଣ୍ଟା
ଭିଜିଲାନସ ଖେପାରେ ପଡି ମତ୍ସ୍ୟ ଅଧିକାରୀ ହଟହଟା
ବାରିପଦା/ଦିଲ୍ଲୀପ ମହାନ୍ତି : ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଦୁଇଟି ପ୍ରୋଜେକ୍ଟର ସବସିଡ଼ି ପାସ କରାଇବା ସାଙ୍ଗକୁ କାର୍ଯ୍ୟାଦେଶ ପ୍ରଦାନ ନିମନ୍ତେ ହିତାଧିକାରୀ ଦୁର୍ଯ୍ୟତି ଦାସଙ୍କ ନିକଟରୁ ୧.୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ…
ଚଳିତ ବର୍ଷ କେବଳ ଗୋଟିଏ ଦିନ ପାଳନ କରାଯିବ ଶୁଲିଆ ଯାତ୍ରା
ବଲାଙ୍ଗୀର (ନିରୋଜ ମିଶ୍ର) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତଥା କନ୍ଧ ଆଦିବାସୀ ସମ୍ପ୍ରଦାୟଙ୍କ ପ୍ରମୁଖ ପର୍ବ ଶୁଲିଆ ଯାତ୍ରା ପାଇଁ ଆଜି ବଲାଙ୍ଗିର ଦେଓଗାଁ ବ୍ଲକ ଅନ୍ତର୍ଗତ ଖଇରଗୁଡ଼ା ସ୍ଥିତ ପବିତ୍ର ଶୁଲିଆ ପୀଠ ଠାରେ ଶୁଲିଆ ଯାତ୍ରା ପାଇଁ ମିଳିତ ଶୁଲିଆ ଯାତ୍ରା ପୂଜା କମିଟି ପକ୍ଷରୁ ଏକ…
ମାଟ୍ରିକ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫି ଛାଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଐତିହାସିକ : ପାର୍ଥସାରଥୀ
ଭୁବନେଶ୍ୱର (ଶାସକ ପ୍ରଶାସକ) : ମାଟ୍ରିକ ପରୀକ୍ଷା ଫି ଛାଡ କରିବା ପାଇଁ ନିର୍ଦ୍ଦେଶ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ତଥା ସମୟଚିତ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ତଥା ଜଣାଶୁଣା ଛାତ୍ରନେତା ପାର୍ଥସାରଥୀ ମୁଦୁଲି…
ଭଞ୍ଜନଗର ଗସ୍ତରେ କଂଗ୍ରେସ ଜିଲ୍ଲା ସଭାପତି ରମେଶ ଜେନା
ଯୁବ ଗୋଷ୍ଠ ଙ୍କ ସହଯୋଗରେ ନୂତନ ରଣନୀତି ସହ ଆଗେଇବ କଂଗ୍ରେସ
ଭଞ୍ଜନଗର ( ନିଲୁ ବିଷୋୟୀ ) - ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ମଙ୍ଗଳବାର ଭଞ୍ଜନଗର ଗସ୍ତରେ ଆସିଥିଲେ। ଏହି ଗ୍ରସ୍ତ ଅବସରରେ ଦୀର୍ଘ ଦିନ ଧରି ସୁପ୍ତ ଥିବା ଭଂଜନଗର…
ଓଡିଶାକୁ ମିଳିଲା ଆଉ ଦୁଇଟି ଜାତୀୟ ପୁରସ୍କାର
ଭୁବନେଶ୍ୱର(ଶାସକ ପ୍ରଶାସକ)- : ଜାଗାମିଶନ ଓ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଓଡିଶା ସରକାର ଦୁଇଟି ଜାତୀୟ ପୁରସ୍କାର ପାଇଛନ୍ତି । ଜନାଗ୍ରହ ସହର ପ୍ରଶାସନର ଦ୍ୱିତୀୟ ସଂସ୍କରଣରେ ଓଡିଶା ସ୍ଥାନ ପାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ଗୃହ…