Sign in
Sign in
Recover your password.
A password will be e-mailed to you.
୨୫୦ପରିବାରଙ୍କୁ ୧ ନଳକୂଅ, ଯେତେ ପାଣି ପିଉଚ ପିଅ
୩ବର୍ଷ ହେବ କାମରେ ଆସୁନି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ
କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସରକାର ଗ୍ରାମ୍ୟ ପାନୀୟଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ତବ କ୍ଷେତ୍ରରେ ଅନେକ ପ୍ରକଳ୍ପ ହୋଇଯାଉଛି l ଏହାର ମରାମତି ଓ ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି…
ଲୋକଙ୍କ ପଥର ମାଡରେ ଏସଡିପିଓ ଆହତ ।
ମାଲକାନଗିରି - (ବି ଶ୍ରୀନିବାସ ପାତ୍ର) ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ଥାନା ନିକଟସ୍ଥ କୋଇମେଟଲା ପଞ୍ଚାୟତର ମାରନପାଲ୍ଲୀ ଗ୍ରାମରେ ଜୁଆଖେଳ ଚାଲିଥିବା ସମୟରେ ଏସଡିପିଅଙ୍କୁ ଲୋକମାନେ ଆକ୍ରମଣ କରି ଆହାତ କରିଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ଯେ,ଦୀର୍ଘ ୩ ଦିନ ହେଲା…
ମାଲକାନଗିରି ଜିଲ୍ଲା ସୀମାନ୍ତରେ ଏନକାଉଣ୍ଟର ଜଣେ ନକ୍ସଲ ମୃତ ।
ମାଲକାନଗିରି (ବି ଶ୍ରୀନିବାସ ପାତ୍ର)ଜିଲ୍ଲା ସୀମାନ୍ତ ଛତିଶଗଡ ଦାନ୍ତେୱାଡା ଜିଲ୍ଲାର କାଟେକାଲିଆନ୍ ପୋଲିସ୍ ଷ୍ଟେସନ ଅଞ୍ଚଳର ଚିକପାଲ୍ ଏବଂ ମାରଜୁମ୍ ଜଙ୍ଗଲରେ ସକାଳେ ଯବାନ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟର ରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ପୁରସ୍କାର…
କାୟାକଳ୍ପ ଟିମର ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ।
ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ରାଜ୍ୟ ସରକାରଙ୍କ କାୟକଳ୍ପ ଟିମ ବୁଧବାର ପରିଦର୍ଶନ କରିଛନ୍ତି। ଏହି ଟିମ ଡାକ୍ତରଖାନାର ସ୍ୱଚ୍ଛତା ,ପରିଚାଳନା ସମେତ ବିଭିନ୍ନ ସମସ୍ୟା, ଭିତ୍ତିଭୂମି ଆଦି ଉପରେ ପରିଦର୍ଶନ କରିଛନ୍ତି। ଉପଖଣ୍ଡ…
ରାଜ ରାସ୍ତାରେ ଧାନ ,ସମବାୟ ସମିତିର ତାଲା ଦେଲେ ଚାଷୀ ।
ପଦ୍ମପୁର/ଶାସକ ପ୍ରଶାସକ : ପଦ୍ମପୁର ଉପଖଣ୍ଡ ବରିକେଲ ସମବାୟ ସମିତିର ଚାଷୀମାନେ ଆଜି ପଦ୍ମପୁର ନୁଆପଡା ରାଜରସ୍ତାର ବରିକେଲ ଠାରେ ଧାନ ବସ୍ତା ପକାଇ ଅବରୋଧ କରିଛନ୍ତି । ବରିକେଲ ଧାନ ମଣ୍ଡିରେ ପ୍ରାୟ ଆଠ ହଜାର ଧାନ ବସ୍ତା ପଡିରହିଛି । ଦୀର୍ଘ ଦିନ ଧରି ଚାଷୀ ବିକ୍ରି କରିବା ପାଇଁ ଆସୁଥିଲେ…
ଇନର ହୁଇଲ କ୍ଲବ ବ୍ରହ୍ମପୁର ପକ୍ଷରୁ ଗୋପାଳପୁର ବେଳାଭୂମିରେ ଜାତୀୟ ଯୁବ ଦିବସ
http://www.youtube.com/watch?v=jFKtrcmzXFQ
ଗୋପାଳପୁର,ବ୍ରହ୍ମପୁର(ରମାକାନ୍ତ ବିଶ୍ବାଳ): ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଗୋପାଳପୁର ବେଳାଭୂମିରେ ମଙ୍ଗଳବାର ଦିନ ଇନର ହୁଇଲ କ୍ଲବ ବ୍ରହ୍ମପୁର ପକ୍ଷରୁ ଜାତୀୟ ଯୁବ ଦିବସ ସହ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଏକ ମନୋରମ ପରିବେଶ…
ସଡକ ଦୁର୍ଘଟଣାରେ ଜଣେ ଗୁରୁତର, ଦୁର୍ଘଟଣା ଘଟାଇ ଟ୍ରାକ୍ଟର ଫେରାର
ବରଗଡ :- ଆଜି ସକାଳ ପ୍ରାୟ ଦଶ ଘଣ୍ଟା ସମୟରେ ଝାରବନ୍ଧ ବ୍ଲକ ରେ BSSO ଭାବରେ କାର୍ଯରତ ଶ୍ରୀ ଟିକେଶ୍ୱର ପଟେଲ ଗୁରୁତର ଭାବରେ ଆହତ ହୋଇଛନ୍ତି । ତାଙ୍କୁ ଅମ୍ଭୁଲାନ୍ସ ଯୋଗେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟ କୁ ସ୍ଥାନାନ୍ତର କରାଯାଇଛି । ପ୍ରତକ୍ଷ ଦର୍ଶୀ ଙ୍କର ସୂଚନା ମୁତାବକ , ଶ୍ରୀ ପଟେଲ…
ଜାନୁୟାରୀ ୨୫ରୁ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହେବ ଶ୍ରୀରାମ ମନ୍ଦିର ନିଧି ସଂଗ୍ରହ ଅଭିଯାନ।
ସମ୍ବଲପୁର ରମାକାନ୍ତ ବିଶ୍ବାଳ : ଜାନୁୟାରୀ ୨୫ରୁ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହେବ ଶ୍ରୀରାମ ମନ୍ଦିର ନିଧି ସଂଗ୍ରହ ଅଭିଯାନ । ପଶ୍ଚିମ ଓଡ଼ିଶା ବିଶ୍ୱ ହିନ୍ଦୁ ପରିଷଦ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବ । ଏନେଇ ସମ୍ବଲପୁରରେ ସାମ୍ବାଦିକ ସମ୍ମିଳନୀରେ ଭିଏଚପି (ବିଶ୍ବ ହିନ୍ଦୁ…
ସ୍ନାତକ ମହିଳା ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ କୋଭିଡ୍ ଗାଇଡ୍ ଲାଇନ୍ ର ନିର୍ଦ୍ଦେଶାବଳୀ ଅନୁଯାୟୀ ପାଳିତ ହୋଇଯାଇଛି ।
ଏହି ଦିବସ ସମଗ୍ର ଭାରତ ବର୍ଷରେ…
“ମାହାଙ୍ଗା ଡବଲ ମର୍ଡର ପଛର କାରଣ ଦଳିତ ନିର୍ଯାତନା”
ଦଳିତ ନିର୍ଯାତନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏସପି ଅଫିସ ଘେରିଲେ ଜାତୀୟ ଦଳିତ ଆଦିବାସୀ ମହାସଂଘ
ଭୁବନେଶ୍ୱର /କଟକ (ଶାସକ ପ୍ରଶାସକ): ମାହାଙ୍ଗା ଡବଲ ମର୍ଡର ବ୍ୟକ୍ତିଗତ ଶତ୍ରୁତା କାରଣରୁ ହୋଇଛି ବୋଲି ନିଜେ ଅଭିଯୁକ୍ତ ସ୍ୱୀକାର କରିବା ପରେ ମାମଲା ନୂଆ ମୋଡ ନେଉଥିବା ବେଳେ…